Daily Archives

June 29, 2022

ମହଙ୍ଗା ହୋଇପାରେ ଅନଲାଇନ ଗେମ: ୨୮ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ପାଇଁ ଜିଏସଟି କାଉନସିଲକୁ ପ୍ରସ୍ତାବ

କନକ ବ୍ୟୁରୋ: ମହଙ୍ଗା ହେବ ଅନଲାଇନ ଗେମ, କସିନୋ, ଘୋଡ଼ା ଦୌଡ । ଏସବୁ ଖେଳ ସହ ଏହି ଖେଳ ପାଇଁ ଖେଳାଳୀଙ୍କ ପ୍ରବେଶ ଫି ୨୮ ପ୍ରତିଶତ ଜିଏସଟି ସ୍ଲାବରେ ଅନ୍ତଭୁକ୍ତ ହେବ । ଏନେଇ ଆଜି ଜିଏସଟି କାଉଁନସିଲ ବୈଠକରେ ପ୍ରସ୍ତାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ଏଥିସହ ବିନା ବ୍ରାଣ୍ଡର…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ: ଫ୍ଲୋର ଟେଷ୍ଟ ପୂର୍ବରୁ ଛାଡିଲେ ପଦ

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ । ଆସନ୍ତାକାଲି ଫ୍ଲୋର ଟେଷ୍ଟ ପୂର୍ବରୁ ପଦ ଛାଡିଲେ ଉଦ୍ଧବ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଇସ୍ତଫା ଦେଇଛନ୍ତି । ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଅଭିଭାଷଣ ଦେଇ ଉଦ୍ଧବ…

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଫିନଲ୍ୟାଣ୍ଡ, ସ୍ୱିଡେନଙ୍କୁ ନାଟୋରେ ସାମିଲ ପାଇଁ ନିମନ୍ତ୍ରଣ: ନାଟୋ ମୁଖ୍ୟ କହିଲେ, ଏମିତି…

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଫିନଲ୍ୟାଣ୍ଡ ଏବଂ ସ୍ୱିଡେନଙ୍କୁ ନାଟୋ ସାମିଲ ହେବ ପାଇଁ ଔପଚାରିକ ଭାବେ ନିମନ୍ତ୍ରଣ କରିଛନ୍ତି ନାଟୋ ନେତା । ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି, ଆମେ ଏକ ଚୁକ୍ତି କରିଛୁ ଯେଉଁଥିରେ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ପାଇଁ…

କାଲି ଉଦ୍ଧବଙ୍କ ପାଇଁ ଅଗ୍ନିପରୀକ୍ଷା: ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ । କାଲି ୧୧ଟାରୁ ହେବ ଫ୍ଲୋର ଟେଷ୍ଟ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାୟମ ରଖିଲେ ସୁପ୍ରିମକୋର୍ଟ । ଅଯୋଗ୍ୟ ନୋଟିସ ପାଇଥିବା ୧୬ ବିଧାୟକ ମଧ୍ୟ ଭୋଟ ଦେଇପାରିବେ । କାଲି ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର ଟେଷ୍ଟ…

ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ: ହେଲେ, ଏଥର ବି ପ୍ରେସ ଗ୍ୟାଲେରୀକୁ ଯାଇପାରିବେନି ସାମ୍ବାଦିକ

କନକ ବ୍ୟୁରୋ: ଜୁଲାଇ ୨ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆଉ ଏଥର ଗୃହ ଦେଖିବ ନୂଆ ବାଚସ୍ପତି ଓ ଡଜନେରୁ ଅଧିକ ନୂଆ ମନ୍ତ୍ରୀ । ଏହାସହ ଅନେକ ବିଧାୟକଙ୍କ ଆସନ ବି ବଦଳିବ । ଏପରିକି ବିରୋଧୀ ଦଳ ନେତା ପରିବର୍ତନ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିଧାନସଭା ଅଧିବେଶନକୁ ସୁରୁଖୁରରେ…

ମହାରାଷ୍ଟ୍ରରେ କାଲି ଫ୍ଲୋର ଟେଷ୍ଟ ହେବ କି ନାହିଁ? ଆସୁଛି ସୁପ୍ରିମକୋର୍ଟଙ୍କ ରାୟ

କନକ ବ୍ୟୁରୋ: ମହରାଷ୍ଟ୍ରର ଉଦ୍ଧବ ସରକାର ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ନାଁ ଏଥିରୁ ବର୍ତି ଯିବେ । ଏହା ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହା ହିଁ ହେବ । ଫ୍ଲୋର ଟେଷ୍ଟ ନକରିବା ପାଇଁ ମହାରାଷ୍ଟ୍ର ସରକାର ଓ ଶିବସେନା…