Daily Archives

June 18, 2022

ଉତ୍ତର ପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ। ଅନାଥ ଛାତ୍ର ଉଜ୍ଜ୍ୱଳ ଗୁପ୍ତା ଜିଲ୍ଲା ଟପର। 

କନକ ବ୍ୟୁରୋ :  ପ୍ରକାଶ ପାଇଛି ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାର ଫଳ । ସବୁଠାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି ଜଣେ ଅନାଥ ପିଲ । ଜିଲ୍ଲା ଟପର ହେବା ସହ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ହମିରପୁରର ଏହି ଅନାଥ ଛାତ୍ର ପୂରା ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଟପର ହୋଇଛନ୍ତି ।…

ସୋନିଆଙ୍କ ଆରୋଗ୍ୟ କାମନା କରି ମହାମୃତୁଞ୍ଜୟ ମନ୍ତ୍ର ଜପ ଆରମ୍ଭ । ୫ ଜଣ ପଣ୍ଡିତ ପଢୁଛନ୍ତି ମନ୍ତ୍ର, ୧୧ ଦିନ ଧରି…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ଵର ମନ୍ଦିରରେ ମହାମୃତ୍ୟୁଞ୍ଜୟ ରୀତିନୀତି ଆରମ୍ଭ ହୋଇଛି ।  ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଏହି ପୂଜାର୍ଚ୍ଚନା ଆୟୋଜନ କରିଥିବାବେଳେ ପ୍ରତିଦିନ ୫ ଜଣ ପଣ୍ଡିତ…

ଅଗ୍ନିପଥକୁ ନେଇ ବିଜେପି-ଜେଡିୟୁ ମୁହାଁମୁହିଁ । ହିଂସାକାଣ୍ଡକୁ ନେଇ ବିଜେପି କଲା ଟାର୍ଗେଟ, ଜେଡିୟୁ କହିଲା ଅଗ୍ନିପଥ…

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଜୋରଦାର ବିରୋଧ ଓ ହିଂସା ଜାରି ରହିଛି । ବିକ୍ଷୋଭକାରୀ ସରକାରୀ ସମ୍ପତିକୁ କ୍ଷତି ପହଁଚାଉଛନ୍ତି । ଟ୍ରେନ୍, ବସ ପୋଡାଜଳା କରିବା ସହ ଅଫିସ ଭଙ୍ଗାରୁଜା  ଓ ଲୁଟ ତରାଜ କରୁଛନ୍ତି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ବାୟୁସେନା…

ସହରର ଚାକଚକ୍ୟ ଭିତରେ ବାରି ହୋଇପଡୁଛି ଜୀବନର ବିକଳ ଚିତ୍ର । ଧୁଡୁ ଧୁଡୁ ଦେହରେ ପରିଶ୍ରମ କରି ଗଡିଚାଲି ଜୀବନର ଗାଡି ।

କନକ ବ୍ୟୁରୋ: ଭାଗ୍ୟ ଏମାନଙ୍କ ଠାରୁ ଘର ପରିବାର ସବୁକିଛି ଛଡାଇ ନେଇଛି । ନାଁ ଆହା କହିବାକୁ କେହି ଅଛି ନା ସାହା ହେବାକୁ କେହି ଅଛି । ତଥାପି ଜୀବନ ଚାଲିଛି ,ଚାଲିବ ଏଇ ଦୃଢ ଇଚ୍ଛା ନେଇ ବଞ୍ଚୁଛନ୍ତିି ଚକାଚକ୍ ଇସ୍ପାତ୍ ନଗରୀର ଏହି ମଣିଷ । ଚାରିଆଡେ ଇସ୍ପାତ୍ ନଗରୀର ରଙ୍ଗିନ୍ ଛବି ।…

ବିକ୍ଷୋଭକାରୀଙ୍କୁ ସତର୍କ କରାଇଲେ ଏୟାର ଚିଫ୍ ମାର୍ଶଲ। କହିଲେ, ପୁଲିସ କ୍ଲିୟରାନ୍ସ ସାର୍ଟିଫିକେଟ୍ ନଦେଲେ ମିଳିବନି…

କନକ ବ୍ୟୁରୋ :  କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ସରକାର ବିରୋଧୀ ପ୍ରଦର୍ଶନ ଛାତ୍ରଙ୍କୁ ମହଙ୍ଗା ପଡିପାରେ । ରାସ୍ତାକୁ ଓହ୍ଲାଇ ସରକାର ବିରୋଧରେ ବିକ୍ଷୋଭ କରୁଥିବା ପ୍ରତିବାଦକାରୀଙ୍କୁ ସତର୍କ କରାଇଛନ୍ତି ଏୟାର ଚିଫ୍ ମାର୍ଶଲ ବି. ଆର ଚୌଧୁରୀ । କହିଛନ୍ତି ହିଂସାତ୍ମକ ପ୍ରଦର୍ଶନରେ ସାମିଲ…

କଟକ ବଡ଼ମେଡିକାଲରେ ଜଗା। ଏସସିବି ମେଡିକାଲରେ ଯାଞ୍ଚ କରାଯାଉଛି ସ୍ୱାସ୍ଥ୍ୟବସ୍ଥା।

କନକ ବ୍ୟୁରୋ : କଟକ ବଡ଼ମେଡିକାଲରେ ଅଛି ଜଗା । ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟବସ୍ଥା ଏସସିବି ମେଡିକାଲରେ ଯାଞ୍ଚ କରାଯାଉଛି । କଟକ ବଡ ମେଡିକାଲର ଟ୍ରମା କେୟାରରେ ଜଗାକୁ ରଖାଯାଇଛି । ଏସସିବି ମେଡିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ କରାଯାଇଛି । ଦିଲ୍ଲୀ ଏମ୍ସରୁ ଜଗାର…