Daily Archives

June 20, 2022

କେ-ପପ୍ ଷ୍ଟାର୍ ଶ୍ରୀୟା ଲେଙ୍କାଙ୍କୁ ସମ୍ବର୍ଦ୍ଧନା । ସମ୍ବର୍ଦ୍ଧିତ କଲା ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା ।

କନକ ବ୍ୟୁରୋ : ବିଶ୍ୱ ସଙ୍ଗୀତ ଦିବସରେ ଭାରତର ପ୍ରଥମ କେ-ପପ୍ ଷ୍ଟାର ଓ ଝାରସୁଗୁଡ଼ାର ଗୌରବ ଶ୍ରୀୟା ଲେଙ୍କାଙ୍କୁ ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କାରଖାନା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମ୍ପାନୀ ପକ୍ଷରୁ ବେଦାନ୍ତ ଝାରସୁଗୁଡ଼ାର ସିଇଓ ସୁନିଲ…

କ୍ୟାନସର ବିଜୟୀ ସ୍ୱାଗତିକାଙ୍କ ଦୁଃସାହସିକ ପର୍ବତାରୋହଣ। ୧୧ହଜାର ୮୨୦ ଫୁଟ ଉଚ୍ଚତାରେ କଲେ ଟ୍ରେକିଂ। 

କନକ ବ୍ୟୁରୋ : କେତେବେଳେ ମୁକ୍ତ ଆକାଶରେ ସେ ଉଡୁଛି ତ ପୁଣି କେତେବେଳେ ଗଭୀର ସମୁଦ୍ର ଭିତରେ ସମୁଦ୍ର ଭିତରର ଦୁନିଆକୁ ଦେଖୁଛି । ଆଉ ଏବେ ସେ ଚଢିଛି ପାହାଡ । ଅସମ୍ଭବ କାର୍ୟ୍ୟକୁ ସମ୍ଭବ କରିବାରେ ସେ ପାରଙ୍ଗମ। ଆମେ କହୁଛୁ ସ୍ୱାଗତିକାଙ୍କ କଥା । କ୍ୟାନସରକୁ ମାତ ଦେଇ ଆଉ ଏକ ଜୀବନ ପାଇଥିବା…

ବନ୍ୟାରେ ଉବୁଟୁବୁ ଆସାମ। ୬ଦିନରେ ୪୫ଲକ୍ଷ ଲୋକ ହେଲେଣି ପ୍ରଭାବିତ। 

କନକ ବ୍ୟୁରୋ : ପୂର୍ବ ଭାରତରେ କରାଳରୂପ ଦେଖାଉଛି ପ୍ରକୃତି । ମୌସୁମୀ ଆରମ୍ଭ ହେବା ସହ ପୂର୍ବୋତ୍ତର ରାଜ୍ୟରେ କାଳ ସାଜିଛି ବର୍ଷା । କେଉଁଠି ପାଣି ଭାସୁଛି ଘରଦ୍ୱାର ତ ପୁଣି କେଉଁଠି  ଘର ଉପରେ ଖସିପଡିଛି ବଡ ବଡ ପଥର ଖଣ୍ଡ । ବ୍ରହ୍ମପୁତ୍ର ସହ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ…

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ନାଟୋ ମୁଖ୍ୟଙ୍କ ବଡ ବୟାନ। ଦୀର୍ଘଦିନ ଧରି ଯୁଦ୍ଧ ଚାଲିବା ନେଇ ଆକଳନ କଲେ ଜେନ…

କନକ ବ୍ୟୁରୋ : ବର୍ଷ ସାରା ଚାଲିପାରେ ରୁଷ-ୟୁକ୍ରେନ ଯୁଦ୍ଧ । ଏପରି ମନ୍ତବ୍ୟ ଦେଇଛନ୍ତି ନାଟୋର ମୁଖ୍ୟ ଜେନ୍ ଷ୍ଟାଲିନବର୍ଗ  । ଦୀର୍ଘଦିନ ଧରି ଜାରି ରହିଛି ରୁଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ । ବହୁ ମାତ୍ରାରେ ଧନ ଜୀବନ ନଷ୍ଟ ହୋଇଛି । ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭିନ୍ନ ଭିନ୍ନ ମତ ବିଭିନ୍ନ…

ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣି ରାହୁଲ ଗାନ୍ଧୀଙ୍କୁ ଜେରା। ସତ୍ୟାଗ୍ରହ କରି କେନ୍ଦ୍ର ବିରୋଧରେ କଂଗ୍ରେସ ଦେଲା…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ସମ୍ପତ୍ତି ଠକେଇ ମାମଲାରେ ସୋମବାର ପୁଣି ଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚତୁର୍ଥଥର ପାଇଁ ଜେରାର ସମ୍ମୁଖୀନ ହୋଇଛନ୍ତି ରାହୁଲ । ଗୋଟେପଟେ ଇଡି କାର୍ଯ୍ୟାଳୟରେ ରାହୁଲଙ୍କୁ ଜେରା…

ଅଗ୍ନିପଥ ନିଆଁ ଭିତରେ ଭାରତରେ ୧୨ଘଣ୍ଟିଆ ବନ୍ଦ ପାଳନ। ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦେଲେ ଦଳୀୟ ସାଂସଦ।

କନକ ବ୍ୟୁରୋ : ହୋହାଲ୍ଲା ହଙ୍ଗାମା, ପ୍ରତିବାଦ, ବିରୋଧ ପ୍ରଦର୍ଶନ । କେଉଁଠି ରାସ୍ତା ଉପରେ ପ୍ରଦର୍ଶର୍ନକାରୀ ତ ପୁଣି କେଉଠି ରାସ୍ତା ରୋକ କରୁଛନ୍ତି ବିକ୍ଷୋଭକାରୀ । ଟାୟାର ଜାଳି, ନିଆଁ ଲଗାଇ ନିଜ ଦାବି ଜଣାଉଛନ୍ତି । କେବଳ ସେତିକି ନୁହେଁ ଭାରତ ବନ୍ଦ ନାଁରେ କେଉଁଠି ରେଳ ରୋକ କରାଯାଇଛି…