Daily Archives

June 5, 2022

ପ୍ରେମ କରି ଘର ଛାଡି ପଳାଇଲେ ଯୁବକ-ଯୁବତୀ: ଗାଁ ଦାଣ୍ଡରେ ଯୁବକଙ୍କ ବାପାକୁ ମାଡ ମାରିଲେ ଯୁବତୀଙ୍କ ପରିବାର

କନକ ବ୍ୟୁରୋ: ପରସ୍ପର ପ୍ରେମ କରି ଫେରାର ହୋଇଗଲେ ଯୁବକ, ଯୁବତୀ । ହେଲେ ଗାଁ ଦାଣ୍ଡରେ ଯୁବକର ବାପାକୁ ମିଳିଲା ସଜ୍ଜା । ଯୁବକର ବାପାକୁ ଗାଁ ଦାଣ୍ଡର ଏକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଯୁବତୀଙ୍କ ପରିବାର ଓ ସଂପର୍କୀୟ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ନିଆଳି ଥାନା…

ଲକଡାଉନ ସମୟର ଚା’ ଦୋକାନୀ ଏବେ ଯୁବ ଉଦ୍ୟୋଗୀ ।  ଦିନେ ଦିପଇସା ରୋଜଗାର ପାଇଁ କରୁଥିଲେ ସଂଘର୍ଷ, ଏବେ ନିଜେ ଦେଉଛନ୍ତି…

କନକ ବ୍ୟୁରୋ : ଲକଡ଼ାଉନ୍ ସମୟରେ ଜୀବିକା ନିର୍ବାହ ପାଇଁ ପ୍ରଥମେ ଚା’ ବ୍ୟବସାୟ କରୁଥିଲେ । ଆଉ ଏବେ ପାଲଟିଛନ୍ତି ଯୁବ ଉଦ୍ୟୋଗୀ । ଯିଏ ଦିନ କେଇଟା ପୂର୍ବରୁ ପେଟ ପାଟଣା ପାଇଁ ସଂଘର୍ଷ କରୁଥିଲେ । ଏବେ ଅନ୍ୟମାନଙ୍କୁ ରୋଜଗାର ଦେବା ସହ ନିଜେ ଭଲ ରୋଜଗାର କରୁଛନ୍ତି । ଜାଣନ୍ତୁ ମାଲକାନଗିରିର…

ଓଡ଼ିଶା ମାଟିରେ ଅଙ୍ଗୁର ଚାଷ । ଗୋଟିଏ ଗଛରେ ଫଳୁଛି ୭ରୁ ୮ କିଲୋ ଅଙ୍ଗୁର, ଚାଷ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ଼ ।

କନକ ବ୍ୟୁରୋ : ପନିପରିବା ଚାଷ ପ୍ରତି ରୁଚି ରଖୁଥିବା ଚାଷୀ ଏବେ ନିଜ ବାଡ଼ିରେ ଫଳାଇଛନ୍ତି ଅଙ୍ଗୁର । ଜଗତସିଂହପୁୁର ପାଟେଣୀଗାଁର ଚାଷୀ ଅକ୍ଷୟ ସ୍ୱାଇଁ ଅଙ୍ଗୁର ଚାଷ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଭଳି ମାଟିରେ ବିଶେଷକରି ଅଙ୍ଗୁର ଓ ସେଓ ଚାଷ ବିଶେଷ ଦେଖିବାକୁ ମିଳିନଥାଏ । ତେବେ…

ପ୍ରଶାନ୍ତ ମୁଦୁଲିଙ୍କୁ ନୂଆ ଦାୟିତ୍ୱ। ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତ ।

କନକ ବ୍ୟୁରୋ : ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଶାସକ ଦଳର ମୁଖ୍ୟସଚେତକ ଭାବରେ ସେ କାମ କରିବେ । ପୂର୍ବରୁ ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ । ମନ୍ତ୍ରିମଣ୍ଡଳରେ ସାମିଲ ହେବା…

ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ମହାନ ପରମ୍ପରାରେ…

କନକ ବ୍ୟୁରୋ :  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁରରେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହୋଇଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ସମ୍ବଲପୁରରେ ଶୀତଳ…

ନବୀନଙ୍କ ନୂଆ ମନ୍ତ୍ର: ଫାଇଭଟି ନୁହେଁ, ୬ଟିକୁ ଗୁରୁତ୍ୱ । ଅଞ୍ଚଳ ବୁଲିବାକୁ ନୂଆ ମନ୍ତ୍ରୀଙ୍କୁ ପରାମର୍ଶ। 

କନକ ବ୍ୟୁରୋ: ନୂଆ ମନ୍ତ୍ରିମଣ୍ଡଳ ଦାୟିତ୍ୱ ନେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି ମନ୍ତ୍ରିମାନେ । ଏହି ଭେଟଘାଟ ସମୟରେ ନବୀନ ନୂଆ ମନ୍ତ୍ରୀଙ୍କୁ ୫ଟି ସ୍ଥାନରେ ୬ଟିକୁ ଗୁରୁତ୍ୱ ଦେଇଛନ୍ତି । ଏହି  ଟି ହେଲା ଟୁର ।  ମୋ ସରକାର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ…