Daily Archives

June 6, 2022

କୋରିଆନ ପପ୍ ଷ୍ଟାରଗ୍ରୁପ ବିଟିଏସକୁ ଭେଟିଲେ ଆମେରିକା ରାଷ୍ଟ୍ରପତି । ଗୀତ ଶୁଣି ନିଆରା ଅନ୍ଦାଜରେ ନଜର ଆସିଲେ ଜୋ…

କନକ ବ୍ୟୁରୋ : ପୂରା ଦୁନିଆରେ କୋରିଆନ ପପ୍ ଷ୍ଟାର ବିଟିଏସଙ୍କ କ୍ରେଜ ବେଶ ରହିଛି । ଯେଉଁଥିରୁ ବାଦ ପଡିନାହାଁନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ନିକଟରେ କେ-ପପ୍ ଗ୍ରୁପ ବିଟିଏସ ୱାଶିଂଟନ ଡିସିରେ ପହଁଞ୍ଚି ହ୍ୱାଇଟ ହାଉସର ଅତିଥି ହୋଇଥିଲେ । ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବା ସହ…

ଚାରିଧାମ ଯାତ୍ରା ହେଲା କାଳ, ଯମୁନେତ୍ରୀ ଯାଉଥିବା ବେଳେ ଓଲଟିଲା ବସ । ୨୬ ଜଣ ଶ୍ରଦ୍ଧାଳୁଙ୍କ ମତ୍ୟୁ, ୪ ଗୁରୁତର ।

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଉତ୍ତରକାଶିରେ ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ୩୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯମୁନେତ୍ରୀ ତୀର୍ଥସ୍ଥଳିକୁ ଯାଉଥିବା ବସ ରାସ୍ତା କଡରେ ଥିବା ଗଭୀର ଗାତ ଭିତରକୁ ଗଳି ପଡିବାରୁ  ୨୬ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ବାଂଲାଦେଶରେ ବିସ୍ଫୋରଣ। କଣ୍ଟେନର ଡିପୋରେ ବିସ୍ଫୋରଣ ପରେ ୪୯ ଜଣଙ୍କ ମୃତ୍ୟୁ, ୫୦୦ ଗୁରୁତର।

କନକ ବ୍ୟୁରୋ : ଭୟାବହ ବିସ୍ଫୋରଣରେ ଥରି ଉଠିଛି ବାଂଲାଦେଶ । ଦକ୍ଷିଣ-ପୂର୍ବ ବାଂଲାଦେଶ ଶନିବାର ରାତିରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ୪୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ । ଶନିବାର…

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ ଜାରି । ଦିଲ୍ଲୀ, ହରିଆଣା, ରାଜସ୍ଥାନରେ ରହି ଅପରେଟ…

କନକ ବ୍ୟୁରୋ : ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ ସାର୍ଫ ସୁଟର ଚିହ୍ନଟ ହୋଇଛନ୍ତି । ମନପ୍ରୀତ ଭୋଲୁ, ଜଗରୂପ ସିଂ ରୂପା, ସନ୍ତୋଷ ଯାଦବ, ସୁଭାଷ ବନୋନ୍ଦା, ସୌରଭ ମହାକାଲ, ହରକମଲ ସିଂ ରାନୁ, ପ୍ରିୟବ୍ରତ ଫୌଜୀ, ମନପ୍ରୀତ ମନ୍ନୁ । ଏମାନେ ହେଉଛନ୍ତି ସିଙ୍ଗର…

ସଲମାନ ଖାନକୁ ହତ୍ୟା ଧମକ ପରେ ହଇଚଇ: ସଲମାନ, ତାଙ୍କ ବାପା ସଲିମ ଖାନଙ୍କ ବୟାନ ରେକର୍ଡ କଲା ମୁମ୍ବାଇ

କନକ ବ୍ୟୁରୋ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନ ହତ୍ୟା ଧମକ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ସଲମାନ ଖାନ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରିଛି ପୁଲିସ । ଏହାଛଡା ଅନ୍ୟ ଦୁଇଜଣଙ୍କ ବୟାନ ବି ରେକର୍ଡ ହୋଇଛି । ପ୍ରଶଂସକଙ୍କଠୁ ନେଇ…

ପ୍ରଫେଟ ମହମ୍ମଦଙ୍କ ଉପରେ ଟିପ୍ପଣୀ, ନିଲମ୍ବିତ ହେଲେ ବିଜେପି ମୁଖପାତ୍ର । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ…

କନକ ବ୍ୟୁରୋ: ବୟାନକୁ ନେଇ ବିବାଦ। ସମାଲୋଚନା ଘେରରେ ଏବେ ଭାରତ ସରକାର । ସେପଟେ କ୍ଷମତାସୀନ ବିଜେପିକୁ ମିଳୁଛି ନିନ୍ଦା, ଅପବାଦ । ପ୍ରଫେଟ ମହମ୍ମଦଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଦେଇଥିବା ବୟାନ ବିରୋଧରେ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜୋରଦାର ବିରୋଧ…