Daily Archives

June 1, 2022

ଅଙ୍ଗନୱାଡି ସହାୟିକାଙ୍କ ପୁଅ ଆଇଏଏସ ଅଫିସର । ସଂଘର୍ଷ ଭିତରେ ସଫଳତା ହାସଲ କଲେ କୃଷ୍ଣପାଲ ।

କନକ ବ୍ୟୁରୋ : ଚର୍ଚ୍ଚାରେ ଅଙ୍ଗନୱାଡି ସହାୟିକାଙ୍କ ପୁଅ । ଯିଏ ୟୁପିଏସସି ପରୀକ୍ଷାରେ କେବଳ କୃତକାର୍ଯ୍ୟ ହୋଇନାହାନ୍ତି ବରଂ ସମସ୍ତଙ୍କୁ ଚକିତ କରିଛନ୍ତି । ଆଉ ଏହାସହ ସଂଘର୍ଷ ଭିତରେ ସଫଳତା ହାସଲ କରିବାର ନୂଆ ଉଦାହରଣ ସାଜିଛନ୍ତି କୃଷ୍ଣପାଲ ସିଂ ରାଜପୁତ । ମାତ୍ର ୨୩ ବର୍ଷ ବୟସରେ…

ଟ୍ୱିଟର ଉତ୍ତର ରଖିଲେ ବିସିସିଆଇ ସଭାପତି। ବିଶ୍ୱବ୍ୟାପୀ ଶିକ୍ଷା ଆପ ଆରମ୍ଭ ଯୋଜନା : ସୌରଭ ଗାଙ୍ଗୁଲି

କନକ ବ୍ୟୁରୋ:  ଶେଷରେ ନିଜ ଟ୍ୱିଟ୍ ନେଇ ମୁହଁ ଖୋଲିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି, ମୁଁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହିଁ । ଗୋଟିଏ ନୂଆ ବିଶ୍ୱବ୍ୟାପୀ ଶିକ୍ଷା ଆପ ଆରମ୍ଭ କରିବାକୁ ଯୋଜନା ରଖୁଛି । ଏହା ଛଡା ଅନ୍ୟ କିଛି କଥା ନାହିଁ । I have…

କେକେ ତୁମେ ମନେରହିବ। ସେଲସମ୍ୟାନରୁ ସଫଳ ଗୀତିକାର। କେକେଙ୍କ ଲମ୍ବା ଯାତ୍ରା ପଢନ୍ତୁ …

କନକ ବ୍ୟୁରୋ: ମୃତ୍ୟୁ ଏମିତି ବି ଆସେ । କେହି କେବେବି କଳ୍ପନାରେ ଭାବିନଥିବେ । ଯେଉଁ ପଦ ଧରି ସେ ଗୀତ ଗାଉଥିଲେ ସେହି କଥା ସତ ହେବ ଆଉ ସବୁଦିନ ପାଇଁ ସେ ଚିରନିଦ୍ରାରେ ଶୋଇପଡିବେ । ଏ ଘଟଣାକୁ ସହଜରେ ବିଶ୍ୱାସ କରିହେଉନି । ମଙ୍ଗଳବାର କୋଲକାତାରେ ଲାଇଭ କନସର୍ଟରେ ଦର୍ଶକଙ୍କୁ ମନୋରଂଜନ…

ପଞ୍ଜାବରେ ହୋଇପାରେ ଗ୍ୟାଙ୍ଗୱାର। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଅଶାନ୍ତ ପଞ୍ଜାବ।

କନକ ବ୍ୟୁରୋ: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ବଡ ଖବର ଆସୁଛି । ହତ୍ୟାକାଣ୍ଡରେ ୬ରୁ ୭ଜଣ ଅପରାଧୀ ଘଟଣାସ୍ଥଳରେ ସିଦ୍ଧୁଙ୍କ ଉପରେ ଫାୟରିଂ କରିଥିଲେ ଓ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା କହିଛି ପଞ୍ଜାବ ପୁଲିସ ଏସଆଇଟି ଟିମ୍ । ମାନସାର ଏସଏସପି ଗୌରବ ତୁରାଙ୍କ ସୂଚନା…

ଭୟାବହ ହେବ ରୁଷ-ୟୁକ୍ରେନ ଯୁଦ୍ଧ! ୟୁକ୍ରେନକୁ ଆମେରିକା ଦେବ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ।

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଛି ଆଉ ଏକ ବଡ ଖବର । ରୁଷ ବିରୋଧୀ ଲଢେଇରେ ୟୁକ୍ରେନକୁ ଅଧିକ ବଳଦେବ ଆମେରିକା । କ୍ରେମଲିନ ସେନାର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରବତି ଜୋ ବାଇଡେନ ବଡ ନିଷ୍ପତି ନେଇ ୟୁକ୍ରେନକୁ ଆଡଭାନ୍ସ ଆର୍ଟିଲେରୀ ରକେଟ ସିଷ୍ଟମ ପଠାଇବା ପାଇଁ ଗ୍ରୀନ…

ବିଶ୍ୱରେ ମଙ୍କିପକ୍ସ ଆତଙ୍କ । ଦେଶବାସୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ମାର୍ଗଦର୍ଶିକା । ସଙ୍ଗରୋଧରେ ରହିବାକୁ…

କନକ ବ୍ୟୁରୋ: ବିଶ୍ୱରେ ଦୃତ ଗତିରେ ବ୍ୟାପିବା ଆରମ୍ବ କରିଛି ମଙ୍କିପକ୍ସ ସଂକ୍ରମଣ । ଏ ପର୍ଯ୍ୟନ୍ତ ବିଶ୍ୱର ୨୩ଟି ଦେଶରେ ବ୍ୟାପିସାରିଛି ଏହି ମାରାତ୍ମକ ଭୂତାଣୁ । ସାରା ବିଶ୍ୱରେ ମୋଟ ୨୫୭ ଜଣ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଛନ୍ତି । ଏହାରି ଭିତରେ ମଙ୍କିପକ୍ସକୁ ନେଇ ମଙ୍ଗଳବାର ନୂଆ…