Daily Archives

June 28, 2022

ଆମେରିକାକୁ ରୁଷର ପାଲଟା ଜବାବ: ଜୋ ବାଇଡେନଙ୍କ ସମେତ ୨୫ଜଣଙ୍କ ରୁଷ ପ୍ରବେଶ ଉପରେ ଲାଗିଲା କଟକଣା

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ଏବଂ ଝିଅ ସମେତ ୨୫ଜଣ ଆମେରିକୀୟ ନାଗରିକଙ୍କ ଉପରେ କଟକଣା ଲଗାଇଲା ରୁଷ । କଟକଣା ଲାଗିବା ପରେ ଏମାନେ ଏଣିକି ରୁଷରେ ପ୍ରବେଶ କରିପାରିବେନି । ରୁଷ ବୈଦେଶିକମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରୁଷ କହିଛି ନିୟମିତ…

ପ୍ରଳୟକାରୀ ବନ୍ୟାରେ ଭାସୁଛି ଆସାମ: ୭ଦିନରେ ୧୩୦ଜଣଙ୍କ ମୃତ୍ୟୁ, ଲକ୍ଷ ଲକ୍ଷ ଲୋକ ହେଲେଣି ବାସହରା

କନକ ବ୍ୟୁରୋ: ଆସାମରେ ଦିନକୁ ଦିନ ବିଗୁଡୁଛି ବନ୍ୟା ସ୍ଥିତି । ପ୍ରାୟ ଏକମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଏବେ ବଡ ସମସ୍ୟା ଆଣିଛି । କେଉଁଠି ବନ୍ୟାରେ ଘରଦ୍ୱାରା ତାସ ଘର ପରି ଭାଙ୍ଗିଯାଉଛି ତ ପୁଣି କେଉଁଠି ଧନଜୀବନ ଓ ଗୋରୁଗାଇ ବନ୍ୟାର…

ଜ୍ୱରରୁ ଉଠିଲେଣି ଜଗନ୍ନାଥ, ଦର୍ଶନ କରିବ ଏ ଜଗତ । କାଲି ନବଯୌବନ ଦର୍ଶନ । ଶ୍ରୀକ୍ଷେତ୍ର ଚଳଚଞ୍ଚଳ ।

କନକ ବ୍ୟୁରୋ: ପୁରୀରେ ବଢୁଛି ଗହଳି । ୧୪ ଦିନ ଧରି ଅସୁସ୍ଥ ରହିବା ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । କାଲି ସକାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । କୋଭିଡ ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ନବଯୌବନ ଦର୍ଶନ କରିପାରିନଥିଲେ । କାଳିଆ ସାଆନ୍ତର ନବଯୌବନ ବେଶକୁ ସ୍ୱଚକ୍ଷୁରେ ଦେଖିବାରୁ ବଞ୍ଚିତ…

ବନ୍ୟାରେ ଭାସୁଛି ଆସାମ, ହନ୍ତସନ୍ତ ଜନଜୀବନ: ଗୁଆହାଟୀରେ ଭାସୁଛି ବିଧାୟକଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟରାଜନୀତିରେ ହଟଚମଟ ଜାରି ରହିଛି । ସେପଟେ ଆସାମ ଗୁଆହାଟୀରେ ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ । ମୁମ୍ବାଇରେ ଠାକରେ କ୍ୟାମ୍ପ ଓ ଗ୍ରୁଆହାଟୀରେ ସିନ୍ଦେ ସେନା ରହି ନିଜର ନିଜର ରଣନୀତି ଉପରେ ଫୋକସ କରୁଛନ୍ତି । ଏହା ଭିତରେ ଚର୍ଚ୍ଚାକୁ ଆସିଛି ଆସାମ ବନ୍ୟା…

ବିଶ୍ୱ ଦରବାରରେ ଝଲସିଲା ଭାରତର କଳା ସଂସ୍କୃତି: ଜି ୭ ସମ୍ମିଳନୀରେ ରାଷ୍ଟ୍ରନେତାଙ୍କୁ ମୋଦିଙ୍କ ଉପହାର

କନକ ବ୍ୟୁରୋ: ଜର୍ମାନରେ ଆୟୋଜିତ ଜି ୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକାର ରାଷ୍ଟ୍ରନେତାଙ୍କ ସହ ଗୋଟିଏ ମଂଚରେ ଛିଡା ହୋଇ ବିଶ୍ୱକୁ ବାର୍ତା ଦେଇଛନ୍ତି ମୋଦି । ଏହା ଭିତରେ ସବୁଠୁ ଅଧିକ ଚର୍ଚ୍ଚା…

କାହିଁକି ବିଭାଜନ ହେଲା ଶିବସେନା? କ’ଣ ପାଇଁ ବିଧାୟକଙ୍କୁ ଏକାଠୀ ରଖିପାରିଲେନି ଉଦ୍ଧବ

କନକ ବ୍ୟୁରୋ: ବିଜେପି ଏବଂ ଶିବସେନା ମେଂଟ ଯୋଗୁ ୨୦୦୪ ରେ ବିଜେପି ନେତୃତ୍ୱାଧିନ ଏନଡିଏ ପୁଣି ଥରେ ସରକାର ଗଠନ କରିôଥଲା । ବାଲ ଠାକରେଙ୍କ ସମର୍ଥନରେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥଲେ ଅଟଳ ବିହାରୀ ବାଜପେୟୀ । ସେବେଠାରୁ ମହାରାଷ୍ଟ୍ରରେ ଶିବସେନାର ପ୍ରଭାବ ରହିଆସିଛି । ୨୦୧୨ରେ ବାଲ…