Daily Archives

June 16, 2022

ଋଷ- ୟୁକ୍ରେନ ଯୁଦ୍ଧ। ୟୁକ୍ରେନରେ ପହଞ୍ଚିଲେ ୩ ରାଷ୍ଟ୍ରନେତା । 

କନକ ବ୍ୟୁରୋ: ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚିଲେ ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରନେତା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜର୍ମାନ ଚାନସଲର ଓଲାଫ ସ୍କୋଲଜ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମୋରିଓ ଡ୍ରେଗୀ ପୋଲାଣ୍ଡରୁ  ମିଳିତ ଟ୍ରେନ ଯାତ୍ରା କରି କିଭରେ ପହଞ୍ଚିଲେ । ୟୁକ୍ରେନ…

ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀର କଙ୍କାଳ ଉଦ୍ଧାର: ମରଣ ଯନ୍ତା ପାଲଟିଛି ଓଡ଼ିଶାର ଜଙ୍ଗଲ

କନକ ବ୍ୟୁରୋ: ବଡମ୍ବା ଅଂଚଳରେ ମାଟିତଳୁ ପୁଣି ମିଳିଛି ଦନ୍ତାହାତୀ କଂକାଳ । ଗତ କିଛି ଦିନ ଭିତରେ ଆଠଗଡ ବନଖଣ୍ଡର କେବଳ ନରସିଂହପୁର ଓ ବଡମ୍ବାରେ ଏସଟିଏଫ ପକ୍ଷରୁ ୪ଟି ହାତୀର ଗଳିତ ମୃତ ଦେହକୁ ଖୋଳି ଉଦ୍ଧାର କରାଗଲାଣି । ଯାହା ହାତୀସୁରକ୍ଷା ନେଇ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ…

ଆର୍ଥିକ ସଙ୍କଟରେ ପାକିସ୍ତାନ। ଦେଶବାସୀଙ୍କୁ ଚା’ ପିଇବା କମ କରିବାକୁ କହିଲେ ମନ୍ତ୍ରୀା 

କନକ ବ୍ୟୁରୋ: ଆର୍ଥିକ ସଙ୍କଟରୁ ମୁକୁଳିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସରକାର ଦେଶର ନାଗରିକଙ୍କୁ ଚା ପିଇବା କମ କରିବାକୁ ଅପିଲ କରିଛି । ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଅହସାନ ଇକବାଲ ଦେଶବାସୀଙ୍କୁ ସମ୍ବୋଧିତ କରି ଦିନକୁ ଗୋଟିଏରୁ ଦୁଇ କପ ଚା ପିଇବା କମାଇବାକୁ ଅନୁରୋଧ…

ଆସାମରେ ସ୍ଥାନେ ସ୍ଥାନେ ଭୁସ୍କଳନ। ଲଗାଣ ବର୍ଷାରେ ବେହାଲ ରାଜ୍ୟ।

କନକ ବ୍ୟୁରୋ: ପୂର୍ବୋତ୍ତର ରାଜ୍ୟ ଆସାମ ଓ ମେଘାଳୟରେ ଲଗାତାର ଦୁଇଦିନର ମୁସଳଧାରାର ବର୍ଷା ପରେ ଏବେ ଏକା ସହ ବନ୍ୟା ଓ ଭୁସ୍କଳନ ବଡ ସମସ୍ୟା ଭାବେ ଛିଡା ହୋଇଛି । ୩ଦିନର ଲଗାଣବର୍ଷା ଭୁସ୍କଳନ ସହ ଆଣିଛି ବଡ ଧରଣର ବନ୍ୟା ସମସ୍ୟା । ବିଶେଷ କରି ଦକ୍ଷିଣ ମେଘାଳୟର ଓ ପୂର୍ବ ଆସାମର ସ୍ଥିତି…

ସାରା ଦେଶରେ କଂଗ୍ରେସର ପ୍ରତିବାଦ। ରାସ୍ତାରେ ପୋଡାଜଳା, ପୋଲିସ ସହ ଧସ୍ତାଧସ୍ତି । 

କନକ ବ୍ୟୁରୋ: ଉତ୍ତରଭାରତରୁ ପୂର୍ବ ଭାରତ, ପଶ୍ଚିମରୁ ଦକ୍ଷିଣ । ଆଜି ଦେଖିବାକୁ ମିଳିଛି କଂଗ୍ରେସର ହଲ୍ଲାବୋଲ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଗୁରୁବାର ବଡଧରଣର ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । କେଉଁଠି ପୋଡାଜଳା ତ ପୁଣି କେଉଁଠି ସ୍ଲୋଗାନ । ଶହ ଶହ ସଂଖ୍ୟକ କଂଗ୍ରେସ କର୍ମୀ,…

ରଜ ପ୍ରଶ୍ନ ନେଇ ଟ୍ରୋଲ ହେବା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ଅଭିନେତା ସମ୍ବିତ: କହିଲେ, ଏମିତି କଥା…

କନକ ବ୍ୟୁରୋ: ସମ୍ବିତ ଆଚାର୍ଯ୍ୟ । ଓଲିଉଡର ଏହି ହିରୋ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲର ଶୀକାର ହେଉଛନ୍ତି । କାରଣ କୌଣସି ପ୍ରତିଯୋଗିତାରେ ସେ ଯେତେବେଳେ ଜଜ୍ ବନନ୍ତି, ସମସ୍ତଙ୍କୁ ଅଡ଼ୁଆରେ ପକାଇବା ଭଳି ପ୍ରଶ୍ନ ପଚାରନ୍ତି ଓ ପ୍ରତିଯୋଗୀଙ୍କୁ ଅପମାନ ଦିଅନ୍ତି ବୋଲି ଅଭିଯୋଗ ହୋଇଥାଏ ।…