Daily Archives

June 30, 2022

ଓଡିଶାର ଷ୍ଟାର୍ଟ ଅପ ବୋନ୍-ଭି କମ୍ପାନୀକୁ ମିଳିଲା ସଫଳତା: ସେନା ପାଇଁ ଇଲେକ୍ଟ୍ରିକାଲ ଏୟାରକ୍ରାଫ୍ଟ ତିଆରି କରିଛନ୍ତି…

କନକ ବ୍ୟୁରୋ: ଓଡିଶାର ଷ୍ଟାର୍ଟ ଅପ ବୋନ୍-ଭି କମ୍ପାନୀକୁ ମିଳିଲା ସଫଳତା । ୪ ଜଣ ଯୁବ ଓଡିଆ ଇଂଜିନିଅର ଏକ ଇଲେକ୍ଟ୍ରିକାଲ ଏୟାରକ୍ରାଫ୍ଟ ତିଆରି କରିଛନ୍ତି । ୫୦ କେଜି ଓଜନ ବହନ କରିପାରୁଥିବା ଡ୍ରୋନ ସଦୃଶ ଏୟାରକ୍ରାଫ୍ଟ ନିର୍ମାଣ କରି ଏବେ ଚର୍ଚାରେ ଯୁବ ଇଂଜିନିୟର । ବିଶ୍ୱରେ ଦିନକୁ ଦିନ…

ଜିଲ୍ଲା ଓ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ରାୟଗଡା ଜିଲ୍ଲାର କେତେ ଶ୍ରମିକ: ଜିଲ୍ଲା ଶ୍ରମ ବିଭାଗ ପାଖରେ ନାହିଁ…

କନକ ବ୍ୟୁରୋ: ଜିଲ୍ଲାରୁ ବାର୍ଷିକ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି? ଶ୍ରମିକମାନେ ରାଜ୍ୟ ବାହାର ସୁରକ୍ଷିତ ଅଛନ୍ତି କି ନାହିଁ? ଗ୍ରାମାଂଚଳରେ ଦାଦନ ଚାଲାଣ କାହିଁକି ରୋକାଯାଇପାରୁନି? ଏହାର କାରଣ ଜାଣିବା ପାଇଁ ପଂଚାୟତ ସ୍ତରରେ ସରକାରଙ୍କ ପକ୍ଷରୁ ପଞ୍ଜିକରଣର ବ୍ୟବସ୍ଥା ରହିଛି ।…

କଲେଜରେ ଚାଲିଛି ଭୋଜି, ଖିଆପିଆରେ ମାତିଛନ୍ତି ଅଧ୍ୟାପକ: ଶ୍ରେଣୀଗୃହ ଛାଡି ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ: କଲେଜରେ ଚାଲିଛି ଭୋଜି । ପାଠପଢା ଛାଡି ଖିଆପିଆରେ ମଜି ଯାଇଛନ୍ତି ଅଧ୍ୟାପକ । ତେଣୁ କ୍ଲାସ ରୁମ୍ ଛାଡି ବାହାରେ ବୁଲୁଛନ୍ତି ଛାତ୍ରଛାତ୍ରୀ । ଆପଣମାନେ ଦେଖୁଛନ୍ତି, ମୟୂରଭଂଜ ଜିଲ୍ଲାର ବାରିପଦା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର । କରୋନା ଯୋଗୁଁ ୨…

ପୁଣି ରାଜଧାନୀକୁ ଫେରିଲା ମାସ୍କ କଟକଣା, ବାଧ୍ୟତାମୂଳକ କଲା ବିଏମସି

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ପ୍ରଥମେ ରାଜଧାନୀରେ ମାସ୍କ କଟକଣାକୁ ପୁଣି ଲାଗୁ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଏମସିର ନିର୍ଦ୍ଦେଶ ମୁତାବକ ଏବେ…

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ: ବୁମରାହ ହେଲେ ଅଧିନାୟକ, ପନ୍ତ ଉପ-ଅଧିନାୟକ

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ଯଶପ୍ରିତ ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହାସହ ରିଷବ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଟ୍ୱିଟ କରି ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇ ଆଇସୋଲେସନରେ ଥିବାରୁ ତାଙ୍କ…

କେବେ ଥାନେ ରାସ୍ତାରେ ଚଲାଉଥିଲେ ଅଟୋ, ଏବେ ମହାରାଷ୍ଟ୍ରର ମୁଖିଆ ହୋଇ ଚଳାଇବେ ସରକାର

କନକ ବ୍ୟୁରୋ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଆଜି ସନ୍ଧ୍ୟା ସନ୍ଧ୍ୟା ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଗତକାଲି ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି…