Daily Archives

June 14, 2022

ସଫଳ ହେଲା ମିଶନ ରାହୁଲ। ବୋରୱେଲରୁ ଉଦ୍ଧାର ହେଲା ରାହୁଲ ।

କନକ ବ୍ୟୁରୋ : ୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ଉଦ୍ଧାର ହେଲା ରାହୁଲ । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା…

ଜାରି ରହିଛି ଅପରେସନ୍ ରାହୁଲ: ଶହେ ଘଣ୍ଟା ପରେ ବି ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

କନକ ବ୍ୟୁରୋ: ଶହେ ଘଂଟାର ଅପରେସନ୍ ପରେ ବି ଜାରି ରହିଛି ୧୦ ବର୍ଷର ଭିନ୍ନକ୍ଷମ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ । ଦିନ ରାତି ଏକ କରି ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ହେବା କ୍ଷଣି ରାହୁଲ ଗ୍ରୀନ୍ କରିଡର କରି ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ସବୁ…

ରାଜଧାନୀରୁ ଉଭେଇଯାଇଛି ବର୍ଷା। ଗତ ୧୩୩ ଦିନରେ ବର୍ଷିଛି ମାତ୍ର ୧୧ ଦିନ।

କନକ ବ୍ୟୁରୋ : ଦିନ ୧୦ ନହେଉଣୁ ଅସହାୟ ହେଉଛି ତାତି । ଘରୁ ବାହାରିବ ବି ମୁସ୍କିଲ ହୋଇପଡୁଛି । ଖରାରେ ଥକିପଡି କିଏ ଗଛ ତଳେ ଆଶ୍ରୟ ନେଉଛି ତ ପୁଣି କିଏ ଛତା ଧରି ଘରୁ ବାହାରୁଛି ।  ଏଭଳି ଚିତ୍ର ରାଜଧାନୀ ଭୁବନେଶ୍ୱରରୁ ଆସୁଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ହନ୍ତସନ୍ତ ରାଜଧାନୀବାସୀ ।…

ନୁପୂର ବିବାଦ, ଭାରତ ଉପରେ ସାଇବର ଆଟାକ୍: ଏକା ସାଙ୍ଗରେ ୧୩ ହଜାର ହ୍ୟାକରଙ୍କ ଆକ୍ରମଣ

କନକ ବ୍ୟୁରୋ: ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାର ଧମକ ପରେ ଭାରତ ଉପରେ ହୋଇଛି ବଡ଼ ଧରଣର ସାଇବର ଆଟାକ୍ । ଇସ୍ରାଇଲରେ ଥିବା ଭାରତୀୟ ଦୂତବାସ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚର ମ୍ୟାନେଜମେଂଟ୍ ଏବଂ କୃଷି ଗବେଷଣା କେନ୍ଦ୍ରର ଇ-ପୋର୍ଟାଲ ସମେତ ମୋଟ…

ସେନାରେ ଅସ୍ଥାୟୀ ନିଯୁକ୍ତି ପାଇଁ ଅଗ୍ନୀପଥ ଯୋଜନାର ଶୁଭାରମ୍ଭ: ୪ ବର୍ଷ ଦେଶ ପାଇଁ ଲଢିବେ ଯୁବପିଢି

କନକ ବ୍ୟୁରୋ: ସେନାବାହୀନୀର ରୁୂପାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନୀପଥ’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୪ ବର୍ଷ ପାଇଁ ଦେଶର ସେବା କରିବା ପାଇଁ ଯୁବପିଢିଙ୍କୁ ଅଗ୍ନିବୀର ହେବାକୁ ସୁଯୋଗ ମିଳିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି…

ସାରାରାଜ୍ୟରେ ପହିଲି ରଜର ଧୁମ। ଦୁଇ ବର୍ଷ ପରେ ରଜର ମଜା ଉଠାଇଲେ ଲୋକେ। 

କନକ ବ୍ୟୁରୋ : ବରଷକ ଥରେ ଆସିଛି ରଜ  । ଅବଶ୍ୟ ପୁଣି ବର୍ଷେ ପରେ ନୂଆ ଉତ୍ସାହ ନେଇ ରଜ ପର୍ବ ଆସିଛି  । ହେଲେ ଏଥର କିଛି ନିଆରା ପାଲଟିଛି  । କାରଣ କୋଭିଡ ଯୋଗୁଁ ଦୁଇ ବର୍ଷ ଧରି ସର୍ବସାଧାରଣରେ ରଜ ପର୍ବ ପାଳନ ଉପରେ କଟକଣା ପରେ ଏଥର ଅନୁମତି ମିଳିଛି  । ଆଉ ରଜ ପର୍ବ ମଉଜରେ ମସଗୁଲ…