Daily Archives

June 25, 2022

ମୁମ୍ବାଇରେ ୧୪୪ ଧାରା ଲାଗୁ ସହ ହାଇଆର୍ଲଟ ଜାରି। ପୁଣେ, ମୁମ୍ବାଇର ବିଭିନ୍ନ ସ୍ଥାନରେ ଶିବସୈନିକଙ୍କ ହାଲ୍ଲାବୋଲ। 

କନକ ବ୍ୟୁରୋ : ମହାରାଷ୍ଟ୍ର୍ରରେ  ଶିବସେନା ଦଳ ଭିତରେ ସୃଷ୍ଟି ହୋଇଥିବା ବିଦ୍ରୋହର ଝଡ ଦିନକୁ ଦିନ ଘନେଇବାରେ ଲାଗିଛି । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ ଘୋଷଣା କରିଥିିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ  ଏକ ପ୍ରକାର ଲଢେଇ ଘୋଷଣା…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ନୂଆ ବିବାଦ। ବାଲାସାହେବଙ୍କ ନାଁକୁ ନେଇ ଶିବସେନା ଓ ବିଦ୍ରୋହୀଗୋଷ୍ଠୀଙ୍କ ମଧ୍ୟରେ…

କନକ ବ୍ୟୁରୋ : ଉଠୁଛି ପଡୁଛି ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଦିନ ଯେତିକି ଗଢୁଛି ସେତିକି ଦ୍ୱନ୍ଦ ବଢୁଛି । ଶିବସେନା ବନାମ ବିଦ୍ରୋହୀ ବିଧାୟକଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ବର୍ତ୍ତମାନ ସରଗରମ ସ୍ଥିତି ଜାରିରହିଛି । ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ…

ୟୁକ୍ରେନରେ ବର୍ବରକାଣ୍ଡ ଘଟାଇଚାଲିଛି ଋଷ। ୟୁକ୍ରେନକୁ ମିଳିପାରେ ଇୟୁରେ ସଦସ୍ୟତା।

କନକ ବ୍ୟୁରୋ: ଦୀର୍ଘ ୪ ମାସ ଧରି ୟୁକ୍ରେନ ଛାତିରେ ବର୍ବରତାକାଣ୍ଡ ଘଟାଇ ଚାଲିଛି ରୁଷ । ଯୁଦ୍ଧ ଭିତରେ କେତେ କଣ କ୍ଷତି ହେଲାଣି ତାର ଆକଳନ କରିବା କାଠିକର ପାଠ । ରୁଷ ସହ ଦମ୍ଭର ସହ ଲଢେଇ କରୁଥିବା ୟୁକ୍ରେନ ଆଗକୁ ବଡଆଶ୍ୱସ୍ତି ପାଇଛି । କାରଣ ଜୁନ ୨୩ ତାରିଖରେ ୟୁରୋପୀୟ ସଂଘର ସଦସ୍ୟତା…

ରୋମରେ ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଯୁବ ବୈଜ୍ଞାନିକଙ୍କ କଥା ଶୁଣି ଆଖିରେ ଜକେଇ ଆସିଲା…

କନକ ବ୍ୟୁରୋ: ନବୀନଙ୍କ ଆଖିରେ ଲୁହ । ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ଓଡ଼ିଶାର ଗରିବ ଛାତ୍ରର କଥା ଶୁଣି କୋହ ସମ୍ଭାଳି ପାରିଲେନି, ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ ନବୀନ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ କଥା…

ଆସାମରେ ବନ୍ୟା ପରିସ୍ଥିତି ସଙ୍ଗୀନ। ବନ୍ୟା ଯୋଗୁ ଗଲାଣି ୧୧୮ ଜୀବନ।

କନକ ବ୍ୟୁରୋ : ଆସାମରେ ବନ୍ୟା ପରିସ୍ଥିତି ଥମିବାରେ ନାଁ ଧରୁନାହିଁ । ଶହ ଶହ ଲୋକ ବନ୍ୟା କାରଣରୁ ନିଜ ବାସ ହରାଇଥିବାବେଳେ ସେମାନଙ୍କ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଚାରିଆଡେ ଜଳର ଅତ୍ୟାଧିକ ମାତ୍ରା ଉଭୟ ମଣିଷ ଓ ଜୀବଙ୍କୁ ବିପଦରେ ପକାଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୧୧୮…

ଦେଶରେ ଉପରମୁହାଁ କରୋନା ସଂକ୍ରମଣ। ଲାନସେଟରର ରିପୋର୍ଟ, କରୋନା ଟିକା ୪୨ ଲକ୍ଷ ଭାରତୀୟଙ୍କ ବଞ୍ଚାଇ ଦେଲା ଜୀବନ।

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ପୁଣି ଉପରମୁହାଁ ହୋଇଛି । ଗତକାଲି କରୋନା ସଂକ୍ରମଣ ସଂଖ୍ୟା ୧୭ ହଜାର ପରେ ଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ଆଉ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ଆଜି ୮ ପ୍ରତିଶତ କମ୍ କରୋନା ଆକ୍ରାନ୍ତ ଚିହ୍ନ୍ଟ ହୋଇଛନ୍ତି । ଯଦିଓ…