Daily Archives

June 19, 2022

ଟ୍ରକରେ ଲୁଚାଇ ନେଉଥିଲେ ୬୪୭ କିଲୋ ଗଞ୍ଜେଇ, କୋରାପୁଟରେ ଧରିଲା ପୋଲିସ ।

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ ପୂର୍ବସୂଚନା ମୁତାବକ ପାତ୍ରପୁଟ ଠାରେ ୩୨୬ ନମ୍ବର ଜାତୀୟ ରାଜପଥରେ ବ୍ଲକିଂ କରି ଯାଞ୍ଚ କରୁଥିବା ବେଳେ ଗୋଟିଏ କଣ୍ଟେନରରୁ ୬୪୭କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୟପୁର ସଦରଥାନା ଆଇଆଇସି ଇଶ୍ବର…

ରାଞ୍ଚି ବିମାନବନ୍ଦରରେ ଓୱେସିଙ୍କୁ କରାଗଲା ସ୍ୱାଗତ । ଭିଡ ଭିତରେ ପଡିଲା, ପାକିସ୍ତାନ ଜିନ୍ଦାବାଦ ନାରା ।

କନକ ବ୍ୟୁରୋ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ରାଞ୍ଚି ବିମାନବନ୍ଦରରେ ସ୍ୱାଗତ କଲା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାନ୍ଦ ନାରା । ମାଣ୍ଡର ବିଧାନସଭା ଆସନରେ ଉପ-ନିର୍ବାଚନରେ ପ୍ରଚାର ପାଇଁ ଝାଡଖଣ୍ଡରେ ପହଞ୍ଚିଥିଲେ ଅସଦୁଦ୍ଦିନ ।  ଦଳର ବିଧାୟକ ପ୍ରାର୍ଥୀ ଦେବ କୁମାର ଧାନଙ୍କ…

ବାଙ୍ଗାଲୋର ଟି-୨୦ ମ୍ୟାଚରେ ବର୍ଷା ବାଧକ । ବାତିଲ ହେଲା ଶେଷ ମ୍ୟାଚ୍,ସିରିଜ ବରାବର କଲେ ଭାରତ-ଦକ୍ଷିଣ ଆଫ୍ରିକା ।

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦ରେ ବର୍ଷା ସାଜିଲା ବାଧକ । ୨-୨ ସିରିଜ ବରାବର । ଶେଷ ଟି-୨୦ ମ୍ୟାଚରେ ବର୍ଷା କାରଣରୁ ରଦ୍ଦ ହୋଇଛି ମ୍ୟାଚ୍ । ଏହା ସିରିଜର ଶେଷ ମ୍ୟାଚ୍ ଥିବା ବେଳେ ଏଥିରେ ବିଜୟୀ ହୋଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଥିଲେ ଉଭୟ ଦଳ । କିନ୍ତୁ ଲଗାଣ…

ଗୀତ ଶୁଣୁଛି ଗାଈ: ଗାଇ ଗୁହାଳରେ ପଙ୍ଖା ଓ ମିଉଜିକ୍ ସିଷ୍ଟମ ଲଗାଇଛନ୍ତି ଚାଷୀ

କନକ ବ୍ୟୁରୋ: ଗୀତ ଶୁଣୁଛି ଗାଈ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଆଳିର ଜଣେ ଯୁବଚାଷୀ ଗୋ-ପାଳନ କରିଛନ୍ତି । ଗାଈଙ୍କ ପାଇଁ ଉଦ୍ଧିଷ୍ଟ ଗୁହାଳରେ ଗାଇ ମାନେ ଗୀତ ଶୁଣିବା ପାଇଁ ଲଗାଇଛନ୍ତି ୨ଟି ସ୍ପିକର । ଏହା ସହ ଗାଇ ବାଛୁରୀଙ୍କ ପାଇଁ ମଧ୍ୟ ପଂଖା ବ୍ୟବସ୍ଥା କରିଛନ୍ତି । ଏହି…

ଗୋଖାଦ୍ୟ ଓ ଜାଳେଣି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଦୁଗ୍ଧ ଚାଷୀ: ନିଆଳି ଅଂଚଳରେ ରୋଜଗାରର ମାଧ୍ୟମ ପାଲଟିଛି କ୍ଷୀର ଓ…

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଅଂଚଳରେ ଅଧିକାଂଶ ଲୋକେ କ୍ଷୀର ଓ ଛେନାକୁ ବ୍ୟବସାୟ ରୂପେ ଗ୍ରହଣ କରିଛନ୍ତି । ଗାଁ ଗାଁ ବୁଲି ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ସହରରେ ବିକ୍ରି କରି କିଛି ରୋଜଗାର କରୁଛନ୍ତି । ଲୋକଙ୍କ ଠାରୁ କ୍ଷୀର ସଂଗ୍ରହ କରି ସେଥିରୁ ଛେନା ଓ ପନିର ପ୍ରସ୍ତୁତ…

ଆପଣ ପିଇଛନ୍ତି କି ମାଣ୍ଡିଆ ଚା’ । ପାଟିକୁ ସୁଆଦିଆ, ଶରୀର ପାଇଁ ହିତକର । ମାଣ୍ଡିଆ ଚା’ ପିଇବାକୁ ଜୟପୁରର ଜଗନ୍ନାଥଙ୍କ…

କନକ ବ୍ୟୁରୋ : ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ, ବିରି, ମୁଗ, ମାଣ୍ଡିଆ, ବିରି, ପେଶୁ ଭଳି ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥାଏ । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାରେ ଆଧିକ ପରିମାଣର ମାଣ୍ଡିଆ ଚାଷ କରନ୍ତି ଚାଷୀ । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ…