Daily Archives

June 21, 2022

କନକ ନ୍ୟୁଜକୁ ପ୍ରଥମ ପ୍ରତିକ୍ରିୟା ଦେଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । କହିଲେ, ମୋ ରାଜ୍ୟ ଉପରେ ମୋର…

କନକ ବ୍ୟୁରୋ: “ମୁଁ ଆଶା କରିବି ସମସ୍ତେ ମୋତେ ସହଯୋଗ କରିବେ । ଭାରତର ଯେତିକି ରାଜ୍ୟ ଅଛି, ମୁଁ ସବୁ ରାଜ୍ୟକୁ ଯାଇ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିବି । ମୋ ନିଜ ରାଜ୍ୟ ପ୍ରତି ତ ମୋର ଅଧିକାର ଅଛି ତେଣୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହଯୋଗ ଆଶା କରିବି”,…

କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ । ପଢନ୍ତୁ, ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ ଯାତ୍ରା…

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ଆଉ ଏଥିସହିତ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନା ଓ…

ଶ୍ରୀଲଙ୍କାରେ ଦୁର୍ବିସହ ହେଉଛି ଜନଜୀବନ: ଚିକେନ କେଜି ୧୩ଶହ, ଅଣ୍ଡା ଗୋଟାକୁ ୫୦ଟଙ୍କା

କନକ ବ୍ୟୁରୋ: ସମୟ ଗଢୁଛି କିନ୍ତୁ ବଦଳୁନି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ଦିନକୁ ଦିନ ଦୁର୍ବିସହ ହେଲାଣି ଦେଶର ପରିସ୍ଥିତି । ଖାଦ୍ୟଭାବଠୁ ନେଇ ଅତ୍ୟାବଶକୀୟ ଜିନିଷର ଘୋର ଅଭାବ ଭିତରେ ଶ୍ରୀଲଙ୍କାବାସୀଙ୍କ ଦିନ ବିତୁଛି । ଶ୍ରୀଲଙ୍କାର ବିପଦର ବନ୍ଧୁ ସାଜି ଭାରତ ସାହାଯ୍ୟ ଜାରି…

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ପ୍ରେସମିଟ କରି ନାଁ ଘୋଷଣା କଲା ବିଜେପି 

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଓଡିଶାର ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ବିଜେପି ନେତୃତାଧୀନ ଏନଡିଏ ମେଣ୍ଟ । ଏନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା…

କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଅଗ୍ନିପଥ ଯୋଜନା: ଡୋଭାଲ କହିଲେ, ଦେଶର ମାହୋଲ ଦ୍ରୁତ ଗତିରେ ବଦଳୁଛି

କନକ ବ୍ୟୁରୋ: ପରିବର୍ତନ ଆସିଲେ, ମନରେ ଭୟ ରହିବା ସ୍ୱାଭାବିକ । ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ସୁରକ୍ଷିତ । ଏଏନଆଇକୁ ଏକ ସାକ୍ଷାତକାର ଦେବା ଅବସରରେ ଏପରି କଥା କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ । ସେ କହିଛନ୍ତି, ଦିନକୁ ଦିନ ଭାରତର ଆଖପାଖ…

ନ୍ୟାସନାଲ ହେରାଲ୍ଡ ମାମଲାରେ ଚାଲିଛି ଜେରା: ୫ମ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ପଚାଉଚରା 

କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ ମଙ୍ଗଳବାର ପୁଣି ଥରେ ଜେରାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୫ମ ଥର ପାଇଁ ରାହୁଲଙ୍କୁ କରାଯାଇଛି ଜେରା । କଡ଼ା ସୁରକ୍ଷା ଭିତରେ ଆଜି ସକାଳ ୧୧ଟ।। ୧୫ ମିନିଟରେ ଇଡି ଅଫିସରେ ପହଁଚିଥିଲେ ରାହୁଲ । ସୋମବାର  ରାହୁଲଙ୍କୁ ପ୍ରାୟ…