Daily Archives

June 9, 2022

ପବ୍ଲିସିଟି ପାଇଁ ସଲମାନଙ୍କୁ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ଗିରଫ ପରେ ମହାକାଳ କଲା ଖୁଲାସା । 

କନକ ବ୍ୟୁରୋ : ଗତ କିଛିଦିନ ହେବ ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସଲମାନଙ୍କୁ ହତ୍ୟା ଧମକ ମିଳିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।  ତେବେ ଏହି ଘଟଣାକୁ ନେଇ ସେତେବେଳେ କ୍ରାଇମବ୍ରାଞ୍ଚ  ବେଶ ତତ୍ପର ହୋଇ ଉଠିଥିଲା । ମୁମ୍ବାଇର କ୍ରାଇମବ୍ରାଞ୍ଚ ଟିମ୍…

ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଷ୍ଟାଡିୟମରେ ହେଲା ଛକା ଓ ଚୌକାର ବର୍ଷା, ମିଲରଙ୍କ ବିଧ୍ୱଂସୀ ଦକ୍ଷିଣ…

କନକ ବ୍ୟୁରୋ : ଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଦମଦାର ବିଜୟ । ଭାରତ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଡେଭିଡ ମିଲରଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆ । ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟକୁ ବେଶ ସହଜରେ ହାସଲ କରିଛି…

ଯେବେ ଭୋ ଭୋ ହୋଇ କାନ୍ଦିଥିଲେ କୋହଲି । ଦିଲ୍ଲୀର ସାଥୀ ଖେଳାଳୀ କହିଲେ ପୁରୁଣା କାହାଣୀ ।

କନକ ବ୍ୟୁରୋ : ଆଇପିଏଲ ୨୦୨୨ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଆରସିବି ପାଇଁ ସେଭଳି ବଡ ସ୍କୋର କରିବାରେ ବିଫଳ ହୋଇଥିଲେ କୋହଲି ।  ଏପରିକି ୨୦୨୨ ଆଇପିଏଲରେ ଲଗାତାର ୩ ଥର ଶୂନ ରନରେ ଆଉଟ ହେବା ପ୍ରଂଶସକଙ୍କୁ ବହୁତ ନିରାଶ କରିଥିଲା । ଏସବୁ ଭିତରେ ଇଂଲଣ୍ଡ ବିପକ୍ଷ…

ଜୀବନ ଯୁଦ୍ଧରେ ଲଢୁଛନ୍ତି ଅଭିନେତ୍ରୀ ମହିମା ଚୌଧୁରୀ । ବରିଷ୍ଠ କଳାକାର ଅନୁପମ ଖେର ଜାରି କଲେ ଭାବବିହ୍ୱଳ ଭିଡିଓ ।

କନକ ବ୍ୟୁରୋ: ହଠାତ ବଦଳିଯାଇଛି ଚେହେରା । ସାମ୍ନାକୁ ଆସିଛି ଏମିତି କିଛି ଫଟୋ ଓ ଭିଡିଓ ଯେଉଁଥିରେ ତାଙ୍କୁ ଚିହ୍ନିବା ମଧ୍ୟ ମୁସ୍କିଲ ହେଉଛି । କର୍କଟରୋଗରେ ପୀଡିତ ହେବା ପରେ ଇଏ ହେଉଛି ବଲିଉଡର ଲୋକପ୍ରିୟ ଓ ଜଣାଶୁଣା ଅଭିନେତ୍ରୀ ମହିମା ଚୌଧୁରୀଙ୍କ ପ୍ରଥମ ଭିଡିଓ । ବିଦେଶରେ ତାଙ୍କର…

୫୦ହଜାର ଟଙ୍କା ଲାଞ୍ଚମାଗିଲା ଡାକ୍ତରଖାନା। ମୃତଦେହ ପାଇଁ ବାପା ମା ମାଗୁଛନ୍ତି ଭିକ୍ଷା।

କନକ ବ୍ୟୁରୋ: ଘରକୁ ଘର ବାର ଦୁଆର ବୁଲୁଛନ୍ତି ବୃଦ୍ଧ ଦମ୍ପତି । ଏଠି, ସେଠି ଯେଉଁଠି ଯିଏ ଯାହା ଦେଉଛନ୍ତି ତାକୁ ନେଉଛନ୍ତି । ଖାଲି ପେଟକୁ ଆଖିରେ ଲୁହ, ମନରେ ଅକୁହା କଷ୍ଟ ସାଙ୍ଗକୁ ମୁଣ୍ଡରେ ବଡ ଚିନ୍ତା । କେମିତି କରିବେ ୫୦ହଜାର ଟଙ୍କାର ବନ୍ଦୋବସ୍ତ । ଆପଣ ଭାବୁଥିବେ ହୁଏତ ଏହି ଗରିବ…

ହେଟସ୍ପିଚ୍ ମାମଲାରେ ଆକ୍ସନ ନେଲା ଦିଲ୍ଲୀ ପୁଲିସ । ନୂପୁର ଶର୍ମା, ଓୱେସୀଙ୍କ ସମେତ ୨୨ଜଣଙ୍କ ନାଁରେ ମାମଲା ରୁଜୁ।

କନକ ବ୍ୟୁରୋ: ଦେଶରେ ବଢୁଛି ହେଟସ୍ପିଚ୍ ମାମଲା । ନୂପୁରଙ୍କ ପରେ ଓୱେସୀଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି । ହେଟସ୍ପିଚ୍ ମାମଲା ବୃଦ୍ଧି ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ସୋସିଆଲ ମିଡିଆରେ ଘୃଣାଭାବନା ସୃଷ୍ଟି କରୁଥିବା ଅଭିଯୋଗରେ ଏବେ ବଡ ଆକ୍ସନ ନେଇଛି ଦିଲ୍ଲୀ ପୁଲିସର ସାଇବର ସେଲ । ଭିନ୍ନ…