Daily Archives

June 10, 2022

ଲଦାଖକୁ ନେଇ ମୁହାଁମୁହିଁ ଆମେରିକା-ଚୀନ। ଚୀନ କହିଲା ନିଆଁକୁ ଇନ୍ଧନ ଯୋଗାଉଛି ୟୁଏସ୍।

କନକ ବ୍ୟୁରୋ: ୟୁଏସ୍ ଜେନେରାଲଙ୍କ ଭାରତ ଗସ୍ତରେ ପୂର୍ବ ଲଦାଖକୁ ନେଇ ଦେଇଥିବା ବୟାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଆମେରିକା ଜେନେରାଲ ପୂର୍ବ ଲଦାଖରେ ଚୀନ ଗତିବିଧି ଆଖି ଖୋଲିଦେବା ଭଳି କହିବା ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ। ଘୋଡାବେପାର ଅଭିଯୋଗ ଆଣିଲା ଜେଡିଏସ୍ । 

କନକ ବ୍ୟୁରୋ: ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ରାଜ୍ୟସଭାର ମୋଟ ୧୬ଟି ଆସନ  ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ସକାଳ ୯ଟାରୁ ଅପରାହ୍ଣ ୪ ଟା ମଧ୍ୟରେ ଭୋଟ ଗ୍ରହଣ ହୋଇଛି । ଯେପରି କ୍ରସ ଭୋଟି ନହେବ ସେଥିପ୍ରତି ସବୁ ଦଳ ଗୁରୁତ୍ୱ ଦେଇଥିଲେ ମଧ୍ୟ କ୍ରସ ଭୋଟିଂକୁ…

ପ୍ରବଳ ବର୍ଷା ଓ ଭୁସ୍କଳନରେ ଧରାଶାୟୀ ମେଘାଳୟ ଓ ଆସାମ। ୩ଦିନରେ ମୋଟ ୪୦ଜଣଙ୍କ ଜୀବନ ନେଲାଣି କରାଳ ବନ୍ୟା। 

କନକ ବ୍ୟୁରୋ: ଉତ୍ତପ୍ତ ଗରମରେ ସିଜୁଛି ସାରା ଦେଶ ।  ଖରା ଗରମରେ ଛଟପଟ ହେଉଛି ଉତ୍ତର ଭାରତ । ସେପଟେ ପୂର୍ବୋର୍ତ୍ତର ରାଜ୍ୟ ଆସାମ ଓ ମେଘାଳୟରେ ପୁଣି  ଦେଖାଦେଇଛି ବନ୍ୟାର କରାଳ ରୂପ । ୩ ଦିନର ଲଗାଣବର୍ଷା ମେଘାଳୟରେ ଆଣିଛି ବଡଧରଣର ବନ୍ୟା ସମସ୍ୟା । ବିଶେଷ କରି ଦକ୍ଷିଣ ମେଘାଳୟର ସ୍ଥିତି…

ଦେଶରେ ପୁଣି ଲଗାତାର ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨ୟ ଦିନରେ ଦୈନିକ ସଂକ୍ରମଣ ୭ହଜାର ପାର ।

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ଦେଶରେ ପୁଣି ଭୟର ବାତାବରଣ ଖେଳାଇଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ବୃଦ୍ଧି ପାଇବା ଯୋଗୁଁ ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୭ହଜାର ଟପିଛି । କ୍ରମାଗତ ୨ୟ ଦିନରେ ଦେଶରେ ୭ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ୟ୍ୟାୟ ଶେଷ । ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ୟ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ୟ୍ୟାୟରେ ୧୦୭୫ ଟି ସ୍କୁଲ…

ନୂପୁର ଶର୍ମାଙ୍କ ଗିରଫ ଦାବିରେ ଜଳୁଛି ନିଆଁ। ଦିଲ୍ଲୀ,ୟୁପି, ଜମ୍ମୁରେ ଜୋରଦାର ବିକ୍ଷୋଭ।

କନକ ବ୍ୟୁରୋ: କେଉଁଠି ପଥରମାଡ ତ ପୁଣି କେଉଁଠି ନିଆଁ ଲଗାଇଲେ ଉପଦ୍ରବୀ । ଶୁକ୍ରବାର ନମାଜ ପାଠ ପରେ ଦେଶର ବିଭିନ୍ନ ରାଜ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ନିଲମ୍ବିତ ନେତ୍ରୀଙ୍କ ବିରୋଧରେ ଜୋରଦାର ହେଉଛି…