Daily Archives

June 20, 2022

ଇଟାଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାଟିକାନରେ ଖ୍ରୀଷ୍ଟ ଧର୍ମଗୁରୁ ପୋପ ଫ୍ରାନସିସଙ୍କୁ ଭେଟି ଇତିହାସ ରଚିବେ…

କନକ ବ୍ୟୁରୋ : ଇଟାଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ରୋମସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଖାଦ୍ୟ ସୁରକ୍ଷା ଅଭିଯାନ ଓ ବିପର୍ଯ୍ୟୟ ପରିଚାଳନା ନେଇ ନବୀନ ପଟ୍ଟନାୟକ ସେଠାରେ ମତ ରଖିବେ ।…

ସନ୍ଦେହ ଘେରରେ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା। ସୁଇସାଇଡ ନୋଟରେ କାହାରିକୁ ଦାୟୀ କରିନାହାନ୍ତି ଅଭିନେତ୍ରୀ।

କନକ ବ୍ୟୁରୋ : ରଶ୍ମିରେଖା ଓଝା । ଓଡିଆ ଟେଲି ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା । ହଠାତ୍ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିର ଭଡ଼ାଘରୁ ମିଳିଲା ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତଦେହ । ପରିବାରର ଅଭିଯୋଗ ତାଙ୍କ ଝିଅକୁ ହତ୍ୟା କରାଯାଇଛି । ଦେଢମାସ ହେବ ସ୍ୱାମୀର ପରିଚୟ ଦେଇ ସନ୍ତୋଷ ପାତ୍ର ନାମକ…

ଅଗ୍ନିପଥ ଯୋଜନାକୁ ବିରୋଧ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ। ସ୍ଥଳସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରକାଶ…

କନକ ବ୍ୟୁରୋ :  ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ଜାରି ରହିଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଗ୍ନିପଥ ଯୋଜନାର ନାଁ ନନେଇ ମୋଦୀ କହିଛନ୍ତି ଅନେକ ଯୋଜନା ପ୍ରଥମରୁ ଠିକ୍ ଲାଗିନପାରେ କିନ୍ତୁ ଭବିଷ୍ୟତରେ ଏହା ଦେଶ ନିର୍ମାଣରେ ସାହାଯ୍ୟ କରେ ।…

ଅଭିଯୋଗ ଶୁଣିଲେ ନାହିଁ ପ୍ରଶାସନିକ ଅଧିକାରୀ କି ରାଜନେତା: ବାଧ୍ୟ ହୋଇ ଚାନ୍ଦା ଆଦାୟ କରି କାଠ ପୋଲ ବନେଇଲେ ଗାଁ ଲୋକ

କନକ ବ୍ୟୁରୋ: ଗାଁ ସମସ୍ୟା ବୁଝିଲା ନାହିଁ ପ୍ରଶାସନ । ବାରମ୍ବାର ଗୁହାରି କରି ନିରାସ ହେଲେ ଗ୍ରାମବାସୀ । ଶେଷରେ ବର୍ଷା ହେବା ଆଗରୁ ନିଜ ଉଦ୍ୟମରେ ନିଜ ଗାଁକୁ କାଠ ପୋଲ ତିଆରି କରିଛନ୍ତି । ପୋଲ ତିଆରି ପାଇଁ ଶ୍ରମଦାନ କରିବା ସହ ଅର୍ଥଦାନ ମଧ୍ୟ କରିଛନ୍ତି । ନିଜ ନିଜ ଭିତରେ ୨ ଲକ୍ଷ ଟଙ୍କା…

ଏମିତି ବି ଆସେ ମୃତ୍ୟୁ: ଟ୍ରକ ଚଳାଉ ଚଳାଉ ଡ୍ରାଇଭରଙ୍କୁ ହେଲା ହୃଦଘାତ

କନକ ବ୍ୟୁରୋ: ଏମତି ବି ଆସେ ମୃତ୍ୟ । ଟ୍ରକ ଚଳାଉ ଚଳାଉ, ଅଟକି ଗଲା ଚାଳକଙ୍କ ନିଶ୍ୱାସ । ଚଳନ୍ତା ଟ୍ରକରେ ଲିଭି ଯାଇଛି ଡ୍ରାଇଭରଙ୍କ ଜୀବନ ଦୀପ । କିନ୍ତୁ ସୌଭାଗ୍ୟ ବଶତଃ ଡ୍ରାଇଭରଙ୍କ ମୃତ୍ୟୁ ପରେ ଡିଭାଇଡରରେ ପିଟି ହୋଇ ଅଟକିଯାଇଛି ଟ୍ରକ ଆଉ ବର୍ତି ଯାଇଛି ବଡ ଦୁର୍ଘଟଣା । ଏମିତି ଏକ ଘଟଣା…

ଶିକାରୀ ଫାସରେ ଫସିଗଲା କଲରାପତିଆ: ଅନୁଗୁଳ ପୁରୁଣାକୋଟ ଜଙ୍ଗଲରୁ ବାଘକୁ ଉଦ୍ଧାର କଲେ ବନବିଭାଗ କର୍ମଚାରୀ 

କନକ ବ୍ୟୁରୋ: ଫାସରେ ପଡିଲା ବାଘ । ଶିକାରି ଫାସରେ ଫସିଗଲା କଲରାପତରିଆ ବାଘ । ଅନଗୁଳ ଜିଲ୍ଲା ପୁରୁଣାକୋଟ ଜଙ୍ଗଲରେ ବାଘଟି ଫାଶରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଡ଼ିଏଫଓ ପହଂଚି କଲରାପତରିଆକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆପଣ ଟିଭି ସ୍କ୍ରିନରେ ଦେଖୁଛନ୍ତି ବାଘ ଉଦ୍ଧାର ସମୟର ଦୃଶ୍ୟ…