Daily Archives

June 20, 2022

ଭାଗ ହୋଇଗଲା ଶ୍ରେଣୀଗୃହ: ଗୋଟିଏ ଘରେ ବସି ପାଠ ପଢୁଛନ୍ତି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ହେଲେ ରାଜ୍ୟରେ ଏବେ ବି ଏମିତି ସ୍କୁଲ ରହିଛି, ଯେଉଁ ଭିତିଭୂମିର ଅଭାବ ରହିଛି । କୋରାପୁଟ ଜୟପୁର ସହରର ପାରାବେଡ଼ା ବ୍ଳକ ଅଫିସ ନିକଟରେ ରହିଛି ଏହି ସରକାରୀ ପ୍ରଥମିକ ଉଚ୍ଚ ବିଦ୍ୟାଳୟ । ୮ଟି ଶ୍ରେଣୀର ୩୧୦…

ସମବାୟ ନିର୍ବାଚନ ଇତିହାସରେ ବିରଳ ଘଟଣା: ଜଣେ ଭୋଟରକୁ ୪ ଜଣ ପ୍ରାର୍ଥୀ

କନକ ବ୍ୟୁରୋ: ସମବାୟ ନିର୍ବାଚନ ଇତିହାସରେ ବିରଳ ଘଟଣା । ଜଣେ ଭୋଟରକୁ ୪ ଜଣ ପ୍ରାର୍ଥୀ । ତେଣୁ କାହାକୁ ଭୋଟ ଦେବେ, ଏହାକୁ ନେଇ ଅକଳରେ ପଡିଛନ୍ତି ଭୋଟର । ଏଭଳି ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ପ୍ରାଥମିକ କୃଷି ସମବାୟ ସମିତିରେ । ସମବାୟ ନିର୍ବାଚନରେ ୧୪ ନମ୍ବର ଜୋନରେ ୪…

ଫ୍ଲାସ ଲାଇଟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖିଲେ ଅଧ୍ୟାପକ: ୧୦ ଦିନ ହେଲା ନବରଙ୍ଗପୁର କଲେଜରେ ନାହିଁ ବିଦ୍ୟୁତ୍…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା । ନବରଙ୍ଗପୁର ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ସାଙ୍ଘାତିକ ଦୃଶ୍ୟ । ଅନ୍ଧାରରେ ପରୀକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ । କେବଳ ଏତିକି ନୁହଁ ମୋବାଇଲର ଫ୍ଲାସ ଲାଇଟରେ…

ଟ୍ରକ ଡାଲାରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର: ଚୋରି ଅଭିଯୋଗରେ ଅପହରଣ କରି ନେଉଥିବା ଅଭିଯୋଗ

କନକ ବ୍ୟୁରୋ: ହାତ, ଗୋଡ ବନ୍ଧା ଅବସ୍ଥାରେ ଟ୍ରକ ଡାଲାରୁ ଯୁବକ ଉଦ୍ଧାର । ମାର୍ଶାଘାଇ ହଜାରୀ ଛକ ନିକଟରୁ ଯୁବକକୁ ଉଦ୍ଧାର କରି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଦେଖନ୍ତୁ ଏହି ଦୃଶ୍ୟକୁ, କିଭଳି ଜଣେ ଯୁବକଙ୍କ ହାତ ଓ ଗୋଡକୁ ରଶିରେ ବାନ୍ଧି ଦିଆଯାଇଛି । ଟ୍ରକ ଡାଲାର ଗୋଟିଏ କଣରେ…

ଇଟାଲୀରୁ ଆସିଲା ନବୀନଙ୍କ ପ୍ରଥମ ଫଟୋ। ଭାରତର ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ।

କନକ ବ୍ୟୁରୋ : ଇଟାଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଦେଶରୁ ତାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଦୀର୍ଘ ବର୍ଷ ପରେ ବିଦେଶ ଗସ୍ତରେ ଯାଇଥିବା ନବୀନ ସେଠାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମଲହୋତ୍ରାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟ ବିଭିନ୍ନ…

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ: ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ । ଭିଜିଲାନ୍ସ ବିଭାଗର ଅନେକାଂଶ ଆରଟିଆଇ ପରିସରଭୁକ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ନିର୍ଦ୍ଦେଶ…