Daily Archives

June 15, 2022

ମେଡାଲ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ନୀରଜ ଚୋପ୍ରା। କହିଲେ, ପଦକ ଆଣିବି ବୋଲି ଆଶାରଖିଥିଲି।

କନକ ବ୍ୟୁରୋ : ଫିନଲାଣ୍ଡରେ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା । ପଦକ ଆଣିବି ବୋଲି ଆଶା ଥିଲା ବୋଲି କହିଛନ୍ତି ସେ । ମୋର ବିଶ୍ୱାସ ଅନୁସାରେ ମୁଁ ପ୍ରଦର୍ଶନ କରିଛି । ଫିିନଲାଣ୍ଡରେ ଅନୁଷ୍ଠିତ ପ୍ରତିଯୋଗିତାରେ ୮୯.୩୦ ମିଟର ଜାଭେଲିନ…

ଅଭାବି ପରିବାରରେ ବସା ବାନ୍ଧିଛି ଦୁଃଖ: ଅଜଣା ରୋଗରେ ପୀଡିତ ଗୋଟିଏ ପରିବାରର ୪ ପୁଅ

କନକ ବ୍ୟୁରୋ: ପଙ୍ଗୁ ପାଲଟିଗଲାଣି ପୁରା ପରିବାର । ଗୋଟିଏ ପରିବାରର ଚାରୋଟି ପୁଅ ସଂପୂର୍ଣ୍ଣ ଅଚଳ ହୋଇଗଲେଣି । ଖେଳିବା ବୁଲିବା ବୟସରେ କଙ୍କାଳସାର ଶରୀର ସେମାନଙ୍କୁ ଅଣନିଶ୍ୱାସୀ କରିଦେଲାଣି । ୪ ଭାଇଙ୍କୁ ଦେଖିଲେ ଲାଗୁଛି, ଯେମିତି ହାଡ ଉପରେ ଚମଡା ଢଙ୍କା ହୋଇଛ । ଏଇ ୪ ଭାଇ ହେଉଛନ୍ତି,…

୨ ମାସ ପରେ ଚଳଚଞ୍ଚଳ ପାରାଦୀପ ମାଛ ଧରା ବନ୍ଦର: ବରୁଣ ଦେବଙ୍କ ପୂଜାର୍ଚ୍ଚନା ପରେ ସମୁଦ୍ର ମାଛ ମାରିବାକୁ ଯାଇଛନ୍ତି…

କନକ ବ୍ୟୁରୋ: ହଟିଛି ଦୁଇ ମାସର କଟକଣା । ପାରାଦୀପ ମାଛଧରା ବନ୍ଦରରେ ପୁଣି ଗହଳଚହଳ ଆରମ୍ଭ ହୋଇଛି । ସରକାରଙ୍କ ମାଛଧରା କଟକଣା ହଟିବା ପରେ ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ପୂର୍ବରୁ ବରୁଣ ଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ବୋଟ ମାଲିକମାନେ । ମାଛ ବଂଶ ବୃଦ୍ଧି ପାଇଁ ସବୁ ବର୍ଷ ଏପ୍ରିଲ…

ପୁଅ ପୁନର୍ଜନ୍ମ ପାଇବା ପରେ… ହସ୍ପିଟାଲରେ ରାହୁଲକୁ ଭେଟିଲେ ମାଆ । କୋହ ସମ୍ଭାଳି ନପାରି ପୁଅକୁ କୁଣ୍ଢେଇ…

କନକ ବ୍ୟୁରୋ: ଧନରେ ! ତୁ ଫେରିଆସିବୁ ବୋଲି ମୋର ବିଶ୍ୱାସ ଥିଲା । ମୃତ୍ୟୁକୁ ମାତ୍ ଦେଇ ମାଆ କୋଳକୁ ଫେରିବୁ ବୋଲି ମୋର ପୂରା ବିଶ୍ୱାସ ଥିଲା । ଭଗବାନ ଏତେ ନିଷ୍ଠୁର ନୁହଁନ୍ତିରେ ଧନ । ଅସମୟରେ ତତେ ମୋଠୁ ଛଡେଇ ନେବେ । ମୋ ପୁଅକୁ ମୋ ଠୁ କେହି ଛଡେଇ ନେଇପାରିବେନି, ମୋଠୁ ତତେ କେହି ଅଲଗା…

ରାହୁଲଙ୍କ ପାଇଁ ପ୍ରତିବାଦ କରିବାକୁ ଆସିଥିଲେ ୧୫୦ କର୍ମୀ। ଖାଦ୍ୟଗ୍ରହଣ ପରେ ପ୍ରତିବାଦ ନକରି ଚାଲିଗଲେ କଂଗ୍ରେସ ନେତା।…

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି । ତୃତୀୟ ଦିନରେ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଥିଲେ । ତେବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରତିବାଦ କରୁଛି । ତେବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଚିନ୍ତା ବଢାଇଛି । ରାଜସ୍ଥାନ…

ଆପଣ ମୋ ଭଗବାନ… ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡିଗଲେ ରାହୁଲର ମାଆ। ଡାକ୍ତରଙ୍କୁ ବି କଲେ ପ୍ରଣାମ।

କନକ ବ୍ୟୁରୋ : ଆପଣ ମୋର ପ୍ରଭୁ... ଏ ସମସ୍ତେ ଭଗବାନ, ସମସ୍ତଙ୍କ ସହଯୋଗ ଯୋଗୁ ମୋ ପୁଅ ବଞ୍ଚିପାରିଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପାଦତଳେପଡି କୋହଭରା କଣ୍ଠରେ ରାହୁଲର ମାଆ ଏଭଳି କହିଚାଲିଥିଲେ । ତାଙ୍କ ପୁଅର ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେଉଥିଲେ । ମଙ୍ଗଳବାର…