Daily Archives

June 15, 2022

ଜୟ ଜଗନ୍ନାଥ ନାରାରୁ ଆରମ୍ଭ ହୋଇଥିଲା ଅପରେସନ୍ ରାହୁଲ: ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ନାରା ଦେଇଥିଲେ ଜିଲ୍ଲାପାଳ

କନକ ବ୍ୟୁରୋ: ଜୟ ଜଗନ୍ନାଥରୁ ଆରମ୍ଭ ହୋଇଥିଲା ଅପରେସନ୍ ରାହୁଲ । ଶୁକ୍ରବାର ସଂଧ୍ୟାରୁ ମଙ୍ଗଳବାର ରାତି ପ୍ରାୟ ୧୨ଟା ଯାଏଁ ୬୦ ଫୁଟ୍ ମାଟି ତଳେ ଫସି ରହିଥିବା ରାହୁଲକୁ ସାହା ହୋଇଛନ୍ତି କାଳିଆ । ଅପରେସନ୍ ରାହୁଲ ଆରମ୍ଭରୁ ଜୟ ଜଗନ୍ନାଥ ନାରା ଦେଇଥିଲେ ଜାଞ୍ଜଗିରର ଜିଲ୍ଲାପାଳ ଜିତେନ୍ଦ୍ର…

ହସ୍ପିଟାଲରେ ରାହୁଲଙ୍କୁ ଭେଟିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ: ରାହୁଲଙ୍କ ସହ କଥା ହେଲେ, ପରିବାରକୁ ଆଶ୍ୱସନା ଦେଲେ

କନକ ବ୍ୟୁରୋ: ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଦିଲ୍ଲୀରୁ ଆସି ସିଧାସଳଖ ହସ୍ପିଟାଲ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ସଂଧ୍ୟାରେ ହସ୍ପିଟାଲରେ ପହଂଚିବା ପରେ ରାହୁଲଙ୍କୁ ଭେଟିବା ସହ ତାଙ୍କ ପରିବାର ଲୋକଙ୍କ ସହ…

ଟେଷ୍ଟ ରାଙ୍କିଙ୍ଗରେ ଖସିଲେ ବିରାଟ, ରୋହିତ: ୧ ନମ୍ବର ସ୍ଥାନରେ ଏହି ଖେଳାଳି…

କନକ ବ୍ୟୁରୋ: ଇଂଲଣ୍ଡ ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଜବରଦସ୍ତ ଫର୍ମରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ହେଉଥିବା ଟେଷ୍ଟ ସିରିଜରେ ରୁଟ୍ ରନର ବର୍ଷା କରୁଛନ୍ତି, ଯାହାର ଫଳ ତାଙ୍କୁ ଏବେ ମିଳିଛି । ଜୋ ରୁଟ ଏବେ ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗରେ ୧…

ପ୍ରୟାଗରାଜ ହିଂସାରେ ଅଭିଯୁକ୍ତଙ୍କ ପୋଷ୍ଟର ଜାରି। ସିସିଟିଭିରୁ ଚିହ୍ନଟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ନମାଜ ପରେ ହିଂସା ଘଟଣାରେ ଅଭିଯୁକ୍ତଙ୍କ ପୋଷ୍ଟର ଜାରିକରିଥିଲା । ପୋଲିସ ଉପଦ୍ରବକାରୀଙ୍କ ପୋଷ୍ଟର ଜାରି ପୂର୍ବରୁ ବିଭିନ୍ନ ସିସିଟିଭି, ମିଡିଆକର୍ମୀଙ୍କ କ୍ୟାମେରାର ଭିଡିଓ ଫୁଟେଜରୁ ଏହି ସମସ୍ତ ଫଟୋ ଏକାଠି କରିଥିଲା । ପୋଲିସ ହିଂସାରେ ସାମିଲ…

ବୋରୱେଲରୁ ଉଦ୍ଧାର ରାହୁଲଙ୍କ ନିଖୋଜ କାହାଣୀ: ପରିବାର ସହ ବୁଲିବାକୁ ଆସି ପୁରୀରେ ହଜିଯାଇଥିଲେ ରାହୁଲ୍

କନକ ବ୍ୟୁରୋ: ବୋରୱେଲରୁ ଉଦ୍ଧାର ହୋଇଥିବା ନାବାଳକ ରାହୁଲଙ୍କର ରହିଛି ଓଡ଼ିଶା ଲିଙ୍କ । ପରିବାର ଲୋକଙ୍କ ସହ ରାହୁଲ ପୁରୀ ଆସିଥିବା ବେଳେ ବଡ଼ ଦାଣ୍ଡରେ ହଜି ଯାଇଥିଲେ । ପରିବାର ଲୋକେ ରାହୁଲଙ୍କୁ ବହୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ । ପରେ ତାଙ୍କୁ ବିମଳା ମନ୍ଦିର ନିକଟରୁ ରାହୁଲଙ୍କୁ…

ରାଜ୍ୟରେ ରଜର ଧୁମ୍ । ନୟାପଲ୍ଲୀ କସ୍ତୁରବା ଖେଳ ପଡ଼ିଆରେ ପୁଚି, ଦୋଳିରେ ଖେଳି ରଜ ପାଳିଲେ ବିଏମସିର ମହିଳା କର୍ପୋରେଟର…

କନକ ବ୍ୟୁରୋ: ସାରା ରାଜ୍ୟରେ ରଜର ଧୁମ୍ । ଦୋଳି ଖେଳ, ପୁଚି ଖେଳ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ଏହାରି ଭିତରେ ରାଜନେତାମାନେ ମଧ୍ୟ ରଜ ପାଳନର ଦୃଶ୍ୟ ସାମ୍ନାକୁ ଆସିଛି । ଭୁବନେଶ୍ୱର ନୟାପଲ୍ଲୀ କସ୍ତୁରବା ଖେଳ ପଡ଼ିଆରେ ଚାଲିଥିବା ରଜ ମହୋତ୍ସବରେ ସାମିଲ ହୋଇଥିଲେ…