Daily Archives

June 8, 2022

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

କନକ ବ୍ୟୁରୋ : ଆଜି ଦ୍ବିତୀୟ ପର୍ଯ୍ୟାୟର ପଞ୍ଚମ ଦିବସରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୫ ଟି ଜିଲ୍ଲାର ୪୪୫ ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆଲୋଚନାରେ ଭାଗ ନେଇ ବାଲେଶ୍ବରରୁ ପ୍ରଜ୍ଞାସ୍ମିତା, ପୁରୀରୁ ସ୍ବୟଂସ୍ନିଗ୍ଧା, ନୟାଗଡରୁ ପ୍ରତ୍ୟାଶା,…

୩ ବର୍ଷ ତଳୁ ସରିଲାଣି ନିର୍ମାଣ ଅବଧି, କେବେ ସରିବ କାମ? କେବେ ନିରବଛିନ୍ନ ଭାବେ ମିଳିବ ବିଜୁଳି?

କନକ ବ୍ୟୁରୋ: ଧାଡ଼ି ଧାଡ଼ି ହୋଇ ବିଦ୍ୟୁତ ଟାୱାର ବସିଛି, ଅଧା ତାର ଟଣା ହୋଇଛି ତ ଆଉ ଅଧା ନାହିଁ । ଆଉ କିଛି ତାର ଗଛରେ ବନ୍ଧା ହୋଇଛି । ପାୱାର ଗ୍ରୀଡ ଭିତରେ କାମ ବି ଚାଲୁଛି ହେଲେ କେବେ ସରିବ ତା’ର ଠିକଣା ନାହିଁ । ୨୦୧୬ ମସିହାରୁ ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ପାୱାର ଗ୍ରୀଡ଼…

ଶିକୁଳିରେ ବନ୍ଧା ପଡିଛନ୍ତି ଜଗନ୍ନାଥ: ମହାକାଳପଡା କାକଟପୁରର ନିଆରା କିମ୍ବଦନ୍ତି

କନକ ବ୍ୟୁରୋ: ଲୁହା ଶିକୁଳିରେ ବନ୍ଧା ହୋଇ ପୂଜା ପାଉଛନ୍ତି ଭକ୍ତ ବତ୍ସଳ କାଳିଆ ସାଆନ୍ତ । ବନ୍ଧା ହୋଇଛନ୍ତି ଜଗନ୍ନାଥ । ଭକ୍ତ ଏବଂ ଭଗବାନଙ୍କର ଅନାବିଳ ପ୍ରେମର ଡୋରିରେ ବନ୍ଧା, ଏପରି ଏକ ନିଆରା କିମ୍ବଦନ୍ତି ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ କାକଟପୁର ଜଗନ୍ନଥ ମନ୍ଦିରରେ…

ବାସ ସ୍ଥାନ ପାଲଟିଛି ଉଈ ହୁଙ୍କା: ଦିନେ କି ମାସେ ନୁହେଁ ୯ ବର୍ଷ ହେଲା ଉଈହୁଙ୍କାରେ ରହୁଛନ୍ତି ପାଟଣାଗଡର ପେଣ୍ଠଦେଇ…

କନକ ବ୍ୟୁରୋ: ‘ମୋତେ କିଛି କୁହନ୍ତୁ ନାହିଁ ବାବୁ, ମୋ ଘରକୁ ମୟୂର ଭାଙ୍ଗି ଦେଉଛି । ମୁଁ ଏଇ ଘରେ ହିଁ ରହିବି । ଭଲ ଘରେ ହରିବାକୁ ଚାହେଁ ନାହିଁ । ଏହା ହିଁ ମୋ ପାଇଁ ସ୍ୱର୍ଗ ।’ ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ ବଲାଙ୍ଗିର ପାଟଣାଗଡ ବ୍ଲକ ବାଲିପଟା ଗାଁରେ ଉଇ…

ବି.ଆଇ.ଆଇ.ଟି.ଏମରେ ପୋଲିସ୍ କମିଶନରଙ୍କ ସହଭାଗିତାରେ ରକ୍ତଦାନ ଶିବିର ଅନୁଷ୍ଠିତ

କନକ ବ୍ୟୁରୋ: ଗତ ୦୭ ତାରିଖ ଦିନ ବି.ଆଇ.ଆଇ.ଟି.ଏମ୍ ରେ ପୋଲିସ୍ କମିଶନରଙ୍କ ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୮୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏ.ସି.ପି ଲଲାଟେନ୍ଧୁ ମହାନ୍ତି ଏବଂ ଅଧକ୍ଷ ମିହିର ରଞ୍ଜନ ମାହାନ୍ତି ରିବନ କାଟି ଉକ୍ତ କାର୍ଯ୍ୟକ୍ରମ…

ରାୟଗଡା ଜିଲ୍ଲାର ପ୍ରଥମ ମହିଳା ଯବାନ ବନିଲେ ରଶ୍ମିତା କୁମ୍ଭାର: ଆସାମରୁ ଟ୍ରେନିଂ ନେଇ ଘରକୁ ଫେରିଛନ୍ତି ଯବାନ ଝିଅ

କନକ ବ୍ୟୁରୋ: ଝିଅ ଦେହରେ ସେନା ବର୍ଦ୍ଦି । ସେନା ପୋଷାକରେ ଝିଅକୁ ଦେଖି ବାପା-ମାଆଙ୍କ ଛାତି କୁଣ୍ଢେମୋଟ । କାରଣ ବାପାଙ୍କ ସ୍ୱପ୍ନ ସାକାର କରିଛି ଝିଅ । ବାପାଙ୍କର ଇଛା ଥିଲା, ୪ ପୁଅ ଝିଅ ମଧ୍ୟରୁ କେହି ହେଲେ ବି ଜଣେ ସେନା ବାହିନୀରେ ସାମିଲ ହୁଅନ୍ତୁ । ଆଉ ବାପାଙ୍କ ସ୍ୱପ୍ନକୁ ସାକାର…