Daily Archives

June 8, 2022

ଟିମ୍ ଇଣ୍ଡିଆକୁ ବଡ ଝଟକା । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ପଡିଲେ ରାହୁଲ । ରିଷଭ ପନ୍ତ ସମ୍ଭାଳିବେ ଦଳର…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ବଡ ଝଟକା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଅଧିନାୟକ କେ ଏଲ ରାହୁଲ । ଆହତ ଜନିତ ସମସ୍ୟା କାରଣରୁ ସମ୍ପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ସେ ବାଦ୍ ପଡିଛନ୍ତି । ଅନ୍ୟପଟେ ତାଙ୍କ ସ୍ଥାନରେ ଯୁବ ୱିକେଟ୍ କିପର ରିଷଭ ପନ୍ତ ଦଳର…

ଉଦଘାଟନ୍ ପୂର୍ବରୁ ପଡିଲା କାନ୍ଥ: ନିିର୍ମାଣର ମାସେ ନପୁରୁଣୁ ଭୁଶୁଡି ପଡିଲା ପାଚେରୀ

କନକ ବ୍ୟୁରୋ: ଉଦଘାଟନ ଆଗରୁ ଭାଙ୍ଗି ପଡିଲା ସ୍କୁଲ ପାଚେରୀ । ଫାଇଭ୍-ଟି କାର୍ଯ୍ୟକ୍ରମରେ ସ୍କୁଲ ଉଦଘାଟନ୍ ପୂର୍ବରୁ ପାଚେରୀ ଭୁଶୁଡି ପଡିଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ନାହିଁ । ପୁରୁଣା କାନ୍ଥରେ ରଙ୍ଗ ଲଗାଇ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି…

ହାତୀ-ମଣିଷ ଲଢେଇରେ ଅଙ୍କୁଶ ଲଗାଇବ ମହୁଫେଣା: ଗାଁ ଆଡକୁ ମାଡି ଆସୁଥିବା ହାତୀପଲଙ୍କ ବାଟ ରୋକିବ ମହୁମାଛି

କନକ ବ୍ୟୁରୋ: ହାତୀପଲଙ୍କୁ ଜଗିବେ ମହୁମାଛି । ହାତୀ-ମଣିଷ ଲଢେଇରେ ଅଙ୍କୁଶ ଲଗାଇବ ମହୁଫେଣା । ହାତୀ ଗାଁ ମୁହାଁ ହେଲେ ବାଟ ରୋକିବେ ମହୁମାଛି । ଏଥିପାଇଁ ଯୋଜନା କରୁଛି ବନବିଭାଗ । ଉଭୟ ହାତୀ ଓ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରାଯାଉଛି । ହାତୀ ଯେଉଁ ରାସ୍ତା ଦେଇ ଗାଁ ଭିତରକୁ…

ଫେରିଲା କରୋନା କଟକଣା, ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

କନକ ବ୍ୟୁରୋ : ପୁଣି ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମାସ୍କ କଟକଣା ଜାରି କରାଯାଇଛି । ଏହି କ୍ରମରେ ଡିଜିସିଏ କହିଛି କି ବିମାନରେ ଯାତ୍ରା କରିବା ଓ ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି…

ଆଇସିସି ଟେଷ୍ଟ ରାଙ୍କି: ରୁଟ୍, ବାବର ଆଜମଙ୍କୁ ଫାଇଦା, କ୍ଷତିରେ ଜସପ୍ରୀତ ବୁମରା । ଜାଣନ୍ତୁ, ଲିଷ୍ଟର କେତେ ନମ୍ବର…

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ଟେଷ୍ଟ ଖେଳାଳିଙ୍କ ରାଙ୍କି ଜାରି କରିଛି । ଏହି ରାଙ୍କିରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ସଫଳତା ମିଳିବା ସହିତ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ଫାଇଦା ମିଳିଛି । ଅନ୍ୟପଟେ ଭାରତୀୟ ବୋଲର…

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୧୭ ଟି ଫସଲ ଉପରେ ଏମଏସପି ବୃଦ୍ଧିକୁ କ୍ୟାବିନେଟର ମଞ୍ଜୁରୀ

କନକ ବ୍ୟୁରୋ : କୃଷକଙ୍କ ପାଇଁ କେନ୍ଦ୍ର କ୍ୟାବିନେଟରେ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଖରିଫ୍ ଋତୁରେ ୧୪ ଟି ଫସଲ ଉପରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିଛନ୍ତି । କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ…