Daily Archives

June 5, 2022

ବଲିଉଡରେ କରୋନାର କାୟା ବିସ୍ତାର, ଶାହାରୁଖ ଖାନ ଓ କାଟ୍ରିନା କୈଫ କରୋନା ସଂକ୍ରମିତ

କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି କ୍ରମରେ ଏବେ ବଲିଉଡର କଳାକାରମାନେ ବି କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଆଦିତ୍ୟ ରାୟ କପୁରଙ୍କ ପରେ ଏବେ ବଲିଉଡର କିଙ୍ଗ କୁହାଯାଉଥିବା ଶାହାରୁଖ ଖାନ ଓ ଅଭିନେତ୍ରୀ କାଟ୍ରିନା କୈଫ କରୋନ ଭୂତାଣୁ ଦ୍ୱାରା…

ବଦଳିଗଲା ବାସନ୍ତୀଙ୍କ ଭାଗ୍ୟ: ସମିତି ସଭ୍ୟାରୁ ରାଷ୍ଟ୍ରମନ୍ତ୍ରୀ…

କନକ ବ୍ୟୁରୋ: ସମିତି ସଭ୍ୟରୁ ରାଷ୍ଟ୍ର ମନ୍ତ୍ରୀ । ରାଜନୀତିରେ ଆଦିବାସୀ ମହିଳା ବାସନ୍ତି ହେମ୍ବ୍ରମଙ୍କ ସଫଳତାର ଯାତ୍ରା ଯୁବନେତାଙ୍କୁ ନିଶ୍ଚିନ୍ତ ପ୍ରେରଣା ଯୋଗାଇବ । ଆଜି ରାଷ୍ଟ୍ର ମନ୍ତ୍ରୀ ଭାବେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବାସନ୍ତିଙ୍କୁ ମିଳିଛି ।…

ନବୀନଙ୍କ ନୂଆ ଟିମ: ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ବିଭାଗ ମନ୍ତ୍ରୀ ହେଲେ ଅଶ୍ୱିନୀ ପାତ୍ର । ଅବକାରୀ ବିଭାଗର…

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମର ଆଉ ଜଣେ ସରପ୍ରାଇଜ ମନ୍ତ୍ରୀ  ଜଳେଶ୍ୱରରୁ ବିଧାୟକ ଥିବା ଅଶ୍ୱିନୀ ପାତ୍ର । ନବୀନଙ୍କ ନୂଆ ଟିମରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ହୋଇଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତାଙ୍କୁ ନବୀନ ଦେଇଛନ୍ତି । ପର୍ଯ୍ୟଟନ,…

ଅସୁସ୍ଥ ସୂର୍ଯ୍ୟ, ଆଶୁ ଆରୋଗ୍ୟ କାମନା କଲେ ନବୀନ

କନକ ବ୍ୟୁରୋ : ଅସୁସ୍ଥ ହୋଇ ପଡିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ସୂଚନା ପାଇବା ପରେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା…

ନବୀନଙ୍କ ନୂଆ ଟିମ: ବିଜ୍ଞାନ, କାରିଗରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ହେଲେ ପ୍ରୀତିରଞ୍ଜନ ଘଡେଇ। ରାଷ୍ଟ୍ରମନ୍ତ୍ରୀ ଭାବେ…

କନକ ବ୍ୟୁରୋ: ପ୍ରୀତିରଞ୍ଜନ ଘଡେଇ ନବୀନଙ୍କ ନୂଆ ଟିମର ଆଉ ଜଣେ ସରପ୍ରାଇଜ ମନ୍ତ୍ରୀ ଥିଲେ। ଜଣେ ଯୁବ ଚେହେରା ଭାବେ ସେ ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଛନ୍ତି । ସାଙ୍ଗଠନିକ ଦକ୍ଷତା ଦେଖାଇ ସାରିଥିବା ପ୍ରୀତିରଞ୍ଜନ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ । ଦଳ ପ୍ରତିଥିବା ଆନୁଗତ୍ୟ…

ନବୀନଙ୍କ ନୂଆ ଟିମ: ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ଶ୍ରୀକାନ୍ତ ସାହୁ। ସମ୍ଭାଳିବେ ଶ୍ରମ ବିଭାଗ ଦାୟିତ୍ୱ। 

କନକ ବ୍ୟୁରୋ: ନବୀନଙ୍କ ଟିମରେ ଗଞ୍ଜାମ ଜିଲ୍ଲାରୁ ସୁଯୋଗ ପାଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ନୂଆ ମନ୍ତ୍ରିମଣ୍ଡଳରେ ସେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶ୍ରମ ବିଭାଗର ନୂଆ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେବେ । ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଛନ୍ତି । ସାଙ୍ଗଠନିକ…