Daily Archives

June 5, 2022

ଟଳିଲା ବିଭ୍ରାଟ, କମ୍ପିଲା ଏକାମ୍ରକ୍ଷେତ୍ର: ବିଳମ୍ବିତ ରାତିରେ ହେଲା ଦେବଦମ୍ପତିଙ୍କ ବିବାହ

କନକ ବ୍ୟୁରୋ: ଗୋଟିଏ ଦିନରେ ହେଲା ଶ୍ରୀଲଙ୍ଗରାଜଙ୍କ ମଙ୍ଗଳ ଓ ବିବାହ ଉତ୍ସବ । ମନ୍ଦିର ପ୍ରଶାସନ ଓ ସେବାୟତମାନେ ନିିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଘନ ଘନ ବୈଠକ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର କେତୋଟି ଦାବି ପୂରଣ…

ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର: ମାହେନ୍ଦ୍ର ବେଳାରେ ବିବାହ ଉତ୍ସବ ପରେ ଦର୍ଶନ ଦେଉଛନ୍ତି ଦେବଦମ୍ପତି

କନକ ବ୍ୟୁରୋ: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ମାହେନ୍ଦ୍ର ବେଳାରେ ସମ୍ପନ୍ନ ହୋଇଛି । ମାଆ ପାର୍ବତୀ ଓ ଶିବଙ୍କ ବିବାହ ସଂପୂର୍ଣ୍ଣ ପରମ୍ପରା ଓ ରୀତିନୀତିରେ ହୋଇଥିଲା । ସ୍ୱର୍ଣ୍ଣ, ରୌପ୍ୟ ଅଳଙ୍କାରରେ ଆଭୂଷିତ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ…

ନବୀନଙ୍କ ନୂଆ ଟିମ: ରୋହିତ ପୂଜାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସମ୍ଭାଳିବେ ଉଚ୍ଚଶିକ୍ଷା ବିଭାଗ। 

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଉଚ୍ଚଶିକ୍ଷା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ରୋହିତ । ଯୁବ ଚେହେରା ଭାବେ ନବୀନଙ୍କ ନୂଆ ଟିମରେ ସେ ସାମିଲ ହୋଇଥିବା ବେଳେ ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର…

ଅକାଳରେ ଝରିଗଲା ଗର୍ଭବତୀ ବଧୂର ଜୀବନ । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

କନକ ବ୍ୟୁରୋ: ଝିଅକୁ ଝୁରି ବାଡେଇଛାଟି ହୋଇ ମାଟିରେ ଗଡିଯାଉଛି ମା’ । ଅନ୍ତଚିରି ଜନ୍ମ ଦେଇଥିଲା । କେତେ ଅଲିଅଳିରେ ବଢିଥିଲା ଝିଅ । ଅସୁମାରୀ ସ୍ୱପ୍ନ ନେଇ ବାପଘର ଛାଡିଥଲା ଝିଅ । ଅନେକ ଆଶା ନେଇ ପ୍ରେମିକର ହାତ ଧରି ସଂସାର କରିବାକୁ ଆସିଥିଲା । ହେଲେ ଏଠି ବି ଭାଗ୍ୟ ସାଥ୍ ଦେଲାନି ।…

ମହଙ୍ଗା ପଡିଲା ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ, ଦଳରୁ ସସପେଣ୍ଡ ହେଲେ ନୂପୁର ଶର୍ମା ଓ ନବୀନ ଜିନ୍ଦଲ

କନକ ବ୍ୟୁରୋ : ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଦଳରୁ ବହିସ୍କୃତ ହୋଇଛନ୍ତି ବିଜେପି ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ । ଏକ ଇଂଗ୍ରାଜୀ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ବେଳେ ନୂପୁର ଶର୍ମା ପେଗାମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାକୁ…

ନବୀନଙ୍କ ନୂଆ ଟିମ: ରାଷ୍ଟ୍ର୍ରମନ୍ତ୍ରୀ ଭାବେ ଶପଥ ନେଲେ ରିତା ସାହୁ । ସମ୍ଭାଳିବେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ। 

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରେ ମହିଳା ଚେହେରାଙ୍କୁ ଅଧିକ ସୁଯୋଗ ମିଳିଛି । ରାଷ୍ଟ୍ର୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପୁର ବିଧାୟକ ରିତା ସାହୁ । ତାଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଦାୟିତ୍ୱ ମିଳିଛି । ୨୦୧୯ରେ ସେ ବିଜେପୁରରୁ ଦ୍ୱିତୀୟ ଥର ବିଧାୟିକା ହୋଇଥିଲେ । ଏହା…