Daily Archives

June 4, 2022

ବିକ୍ରମ କେଶରୀ ଆରୁଖ ହୋଇପାରନ୍ତି ବାଚସ୍ପତି! ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର

କନକ ବ୍ୟୁରୋ: ବିକ୍ରମ କେଶରୀ ଆରୁଖ ହୋଇପାରନ୍ତି ନୂଆ ବାଚସ୍ପତି । ଏନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଶନିବାର ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ତେବେ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଭଞ୍ଜନଗରୁ ବିଧାୟକ ଥିବା ବିକ୍ରମ…

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଦୃଢୋକ୍ତି ପ୍ରକାଶ କଲେ ପ୍ରମିଳା ମଲ୍ଲିକ, କହିଲେ ମୁଁ ପୁଣି…

କନକ ବ୍ୟୁରୋ : ଏକ ନାଟକୀୟ ଢଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମରେ କ୍ୟାବିନେଟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ହେଲେ ଆସନ୍ତାକାଲି ମନ୍ତ୍ରୀମଣ୍ଡଳରେ ହେବାକୁ ଯାଉଥିବା ନବକଳେବରରେ କିଏ ସାମିଲ ହେବେ ଓ କିଏ ବାଦ ପଡିବେ ତାହାକୁ ନେଇ ସସ୍ପେନ୍ସ ଲାଗି…

ହ୍ୟାଲୋ ! ଆପଣ ମନ୍ତ୍ରୀ ହେବେ… ନବକଳେବର ହେବ ନବୀନଙ୍କ ନୂଆଟିମ୍ । ବିଭିନ୍ନ ବିଧାୟକଙ୍କୁ ଯାଉଛି ଫୋନ୍ ।

କନକ ବ୍ୟୁରୋ: ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ନେଇ ସକାଳେ ଯାଇଥିଲା ସମସ୍ତ ମନ୍ତ୍ରୀଙ୍କୁ ଫୋନ । ଆଉ ଏବେ ନୂଆ ମନ୍ତ୍ରୀ ହେବାକୁ ବିଭିନ୍ନ ବିଧାୟକଙ୍କୁ ଯାଉଛି ଫୋନ୍ ।  ସେମାନଙ୍କୁ ଫୋନ୍ କଲ ଯାଉଥିବା ନେଇ ବର୍ତ୍ତମାନ ସମୟର ବଡ ସୂଚନା ମିଳିଛି । ଆସନ୍ତାକାଲି ନବୀନଙ୍କ ନୂଆ ଟିମ୍…

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ, ୫ ଟି ଜିଲ୍ଲାର ୪୪୦ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

କନକ ବ୍ୟୁରୋ : ଶନିବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୪୪୦ ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି। କେନ୍ଦୁଝର ଜିଲ୍ଲାର ୧୪୫ଟି ହାଇସ୍କୁଲ, ସୁନ୍ଦରଗଡର ୧୮୦ଟି, ରାୟଗଡର ୭୦ଟି,ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ସୂଚନାଯୋଗ୍ୟ ଯେ ଦ୍ବିତୀୟ ପର୍ୟ୍ୟାୟରେ…

ବିଦ୍ୟୁତ ସଂଯୋଗ କାଟିଦେଇଛି ବିତରକ କମ୍ପାନୀ। ଗରମରେ ହନ୍ତସନ୍ତ ବସ୍ତିବାସିନ୍ଦା । 

କନକ ବ୍ୟୁରୋ: ରାଜଧାନୀର ନିଳାଦ୍ରିବିହାର ଟ୍ରାଞ୍ଜିଟ୍ କ୍ୟାମ୍ପ । ଗଛମୂଳେ ଏକାଠି ହୋଇଛନ୍ତି ଲୋକେ । ଘରେ ବିଦ୍ୟୁତ୍ ସଂଯୋଗ କଟିଯାଇଛି, ପାଣି ବି ଆସୁନାହିଁ  । ବିଜୁଳୀ ବିଲ୍ ବାକି ଥିବା କହି ସଂଯୋଗ କାଟିଦେଇଛି ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର  । ଫଳରେ ଅସହ୍ୟ ଗରମରେ ଆଉ କ’ଣ…

କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ବଡ ସୂଚନା, ଖୁବଶୀଘ୍ର ରାସ୍ତାରେ ଗଡିବ ଇଲେକ୍ଟ୍ରିକ୍ ଟ୍ରାକ୍ଟର ଓ ଟ୍ରକ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଶନିବାର ଦିନ ସୁଗାର କନଫରେନ୍ସ ୨୦୨୨ କୁ ସମ୍ବୋଧିତ କରି ଏକ ବଡ ସୂଚନା ଦେଇଛନ୍ତି । ବଢୁଥିବା ଇନ୍ଧନ ଦରକୁ ନେଇ ସେ କହିଛନ୍ତି କି ଏହାର ବିକଳ୍ପ ଲୋକମାନଙ୍କୁ ଗ୍ରହଣ କରିବାକୁ ପଡିବ । ଏହି କ୍ରମରେ ସେ କହିଛନ୍ତି କି ଇଲେକ୍ଟ୍ରିକ୍ କାର ଓ…