Daily Archives

June 4, 2022

ଗୋଟିଏ ଫୋନକଲରେ ଚାଲିଗଲା ମନ୍ତ୍ରୀପଦ: ଫୋନ ଆସିବା ପୂର୍ବରୁ ମନ୍ତ୍ରିମଣ୍ଡଳର ପରିବର୍ତନ ନେଇ କାହା ପାଖେ ନଥିଲା ସୂଚନା

କନକ ବ୍ୟୁରୋ: ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ଦେବା ବେଳେ ମନ୍ତ୍ରୀ ଭାବରେ ସେ ମ୍ୟାଟ୍ରିକ ଫଳ ବାବଦରେ ସୂଚନା ଦେଉଥିଲେ । ଏପରିକି ପୁରୀ ପରିକ୍ରମା ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ ମଧ୍ୟ କରୁଥିଲେ । ପରେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏକ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ: ଅପରାଜିତା କହିଲେ, କୋର୍ଟରେ ସତ ମାନିଛନ୍ତି ସରକାର। ପୂରା ଘଟଣାର ମୁଖ୍ୟ ଦୋଷୀ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ୬ଟି ବିନ୍ଦୁକୁ ନେଇ ସେ ତର୍ଜମା କରିଛନ୍ତି । କହିଛନ୍ତି ପରିକ୍ରମା ପ୍ରକଳ୍ପର ଶୁଣାଣି ହାଇକୋର୍ଟରେ ଚାଲିଥିଲା ବେଳେ, ଆବେଦନକାରୀ କାହିଁକି ସୁପ୍ରିମକୋର୍ଟ ଗଲେ ତାହା…

ସେବାୟତଙ୍କ ବିବାଦରେ ବଳି ପଡ଼ିଲା ବର୍ଷ ବର୍ଷର ପରମ୍ପରା: ଏଥର ବନ୍ଦ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ

କନକ ବ୍ୟୁରୋ: ଅଟକିଲା ବର୍ଷ ବର୍ଷର ପରମ୍ପରା । ଏଥର ହେବନି ଶୀତଳ ଷଷ୍ଠୀ ଯାତ୍ରା । ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ । ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହରେ ପ୍ରଭୁ କପିଳେଶ୍ୱର…

ନବୀନ ସରକାରରେ ପ୍ରଥମ: ଏକାଥରେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ଗତ ଏପ୍ରିଲରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଯେମିତି ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ରାଜ୍ୟ ରାଜନୀତିକୁ ଚମକାଇ ଦେଇଥିଲେ । ଏବେ ସମାନ ଢଙ୍ଗରେ ଗୋଟି ଚଳାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋଟିଏ ରାଜ୍ୟର ତିନିଟି ରାଜଧାନୀ…

ନବୀନଙ୍କ ମନ୍ତ୍ରିମଣ୍ଡଳର ହେବ ନବକଳେବର: କାହାକୁ ମିଳିବ ମନ୍ତ୍ରୀପଦ ଆରମ୍ଭ ହେଲା ଅଙ୍କକଷା

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳର ନେତା, ମନ୍ତ୍ରୀ ବେଶ ଉତ୍ସାହିତ ଥିଲେ । କିନ୍ତୁ ଦିନ ପ୍ରାୟ ଗୋଟାଏ ବେଳେ ଆରମ୍ଭ ହୋଇଗଲା ରାଜନୈତିକ ହଲଚଲ୍ । ଚଳଚଂଚଳ ହୋଇଉଠିଲା ବିଜେଡି ଶିବିର । କାରଣ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ…

ନବୀନଙ୍କ ନୂଆ ଟିମରେ ରୀତା ସାହୁଙ୍କୁ ମିଳିବ କି ସ୍ଥାନ? ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରୀତା ସାହୁ ପହଞ୍ଚିବା…

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ରୀତା ସାହୁଙ୍କୁ ମିଳିପାରେ ସ୍ଥାନ । ବିଜେପୁର ବିଧାୟିକା ରିତା ସାହୁଙ୍କ ନାଁକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି ରୀତା ସାହୁ । ସେ ପହଞ୍ଚିବା ପରେ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର…