ବିକ୍ରମ କେଶରୀ ଆରୁଖ ହୋଇପାରନ୍ତି ବାଚସ୍ପତି! ପଦରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର

192

କନକ ବ୍ୟୁରୋ: ବିକ୍ରମ କେଶରୀ ଆରୁଖ ହୋଇପାରନ୍ତି ନୂଆ ବାଚସ୍ପତି । ଏନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଶନିବାର ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ତେବେ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି । ଭଞ୍ଜନଗରୁ ବିଧାୟକ ଥିବା ବିକ୍ରମ ନବୀନଙ୍କ ପଞ୍ଚମ ପାଳିରେ ସଂସଦୀୟ ବ୍ୟାପାର ସହ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଥିଲେ ।