Daily Archives

May 27, 2022

କଂକ୍ରିଟ ଜଙ୍ଗଲରେ ଅଣନିଶ୍ୱାସୀ ହୋଇପଡୁଛି ବଡ ବଡ ଗଛ । ଗଛ ମୂଳକୁ କରାଯାଇଛି କଂକ୍ରିଟ, ବିଛାଇ ଦିଆଯାଇଛି ଟାଇଲ

କନକ ବ୍ୟୁରୋ: ଗଛ ହେଉ କି ଲତା, ପ୍ରକୃତି ସମସ୍ତଙ୍କୁ ବଞ୍ଚିବା ପାଇଁ ଅଧିକାର ଦେଇଛି । ହେଲେ, ଆଧୁନିକୀକରଣ ମୋହରେ ଗଛକୁ ପ୍ରକୃତି ଦେଇଥିବା ସେହି ଅଧିକାରକୁ ମଣିଷ ଛଡାଇ ନେଇଛି । ଭୁବନେଶ୍ୱର ସହରରେ ଥିବା ରାସ୍ତା କଡ ଗଛ ମୂଳ ଚାରିପଟେ କଂକ୍ରିଟ ଓ ଟାଇଲ ବିଛାଇ ଦିଆଯାଇଛି । ଆଉ ଏହାକୁ…

କ୍ଷମତା ପରିବର୍ତ୍ତନ ପରେ ବି ସୁଧୁରିନି ପାକିସ୍ତାନର ସ୍ଥିତି। ୩୦ ଟଙ୍କା ବଢିଲା ପେଟ୍ରୋଲ, ଡିଜେଲ, କିରୋସିନ ଦର।

କନକ ବ୍ୟୁରୋ : ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଭିତରେ ପେଟ୍ରୋଲ ଓ ଡିଜେଲ ଦାମ ବଢିବାରେ ଲାଗିଛି । ପାକିସ୍ତାନ ସରକାର ଦରଦାମ ବୃଦ୍ଧି ରୋକିବାରେ ବିଫଳ ହେଉଛନ୍ତି । ସଙ୍କଟ ଭିତରେ ପାକିସ୍ତାନବାସୀଙ୍କୁ ପୁଣି ବଡ ଝଟକା ଲାଗିଛି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩୦ଟଙ୍କା…

ଶ୍ରୀଲଙ୍କା ପରେ ଭୁଟାନରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ଭାରତଠାରୁ ସହାୟତା ଲୋଡିଲା ଭୁଟାନ ।

କନକ ବ୍ୟୁରୋ : ସାରା ବିଶ୍ୱରେ ମାନ୍ଦାବସ୍ଥା । ସେପଟେ ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରଭାବିତ ହୋଇଛି ବିଶ୍ୱବଜାର । ଗତ କିଛି ଦିନ ହେବ ବଢୁଥିବା ଦରଦାମ ପ୍ରଭାବରେ ଅନେକ ଦେଶରେ ଦେଖା ଦେଉଛି ଖାଦ୍ୟ ସଙ୍କଟ । ପାକିସ୍ତାନ, ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଭୁଟାନରେ ଦେଖା…

ଆଫଗାନିସ୍ତାନ ସମ୍ପର୍କରେ କୌଣସି ପରିବର୍ତ୍ତନ ଆସିବନାହିଁ । ଜାତୀୟ ସୁରକ୍ଷାପରାମର୍ଶଦାତା ଅଜିତ ଡୋଭାଲଙ୍କ ଦୃଢୋକ୍ତି ।

କନକ ବ୍ୟୁରୋ : ଆଂଚଳିକ ଶାନ୍ତି ଓ ନିରାପତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦ ଓ ଆତଙ୍କବାଦୀ ସଂଗଠନଗୁଡିକର ମୁକାବିଲା ପାଇଁ ଆଫଗାନିସ୍ତାନର ସାମର୍ଥ୍ୟ ବୃୃଦ୍ଧି କରାନ୍ତୁ ବୋଲି ଚୀନ ସମେତ ୭ଦେଶର ନିରାପତା ଉପଦେଷ୍ଟାଙ୍କ ସହ ଅନୁଷ୍ଠିତ ଆଲୋଚନାରେ ଭାରତର ଜାତୀୟ ସୁରକ୍ଷା ପରାର୍ମଶଦାତା…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର । ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ପୂର୍ବତନ କୁଳପତି ଓ…

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ଉଲଂଘନ କରୁଥିବା ଅଭିଯୋଗରେ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଛନ୍ତି ପୂର୍ବତନ କୁଳପତି ଓ ପ୍ରଧ୍ୟାପକ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦କୁ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ…

ଶାହାରୁଖଙ୍କ ପୁଅକୁ ଫସାଇଥିଲା ଏନସିବି । ଆରୟନ ଖାନଙ୍କୁ ମିଳିଲା କ୍ଲିନଚିଟ

କନକ ବ୍ୟୁରୋ: ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ କେସରେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆରୟନ ଖାନଙ୍କୁ ମିଳିଲା କ୍ଲିନଚିଟ୍ । ଶୁକ୍ରବାର ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି । ଏନସିବି ଚାର୍ଜସିଟରେ ଆରୟନ ନିର୍ଦ୍ଦୋଷ ବୋଲି…