Daily Archives

May 27, 2022

ବାଟ ଦେଖାଇଲେ ଦୃଷ୍ଟିହୀନ ଦିଲ୍ଲୀପ ବରାଳ: ଆଖିକୁ ଦେଖା ଯାଉନଥିଲେ ବି କରୁଛନ୍ତି ସାଇକେଲ ମରାମତି

କନକ ବ୍ୟୁରୋ: ଅନେକ ଲୋକ ଅଛନ୍ତି, ଶାରିରୀକ ଗଠନରେ ସଂପୂର୍ଣ୍ଣ ହୋଇଥିଲେ ବି କାମ ନକରି ପେଟ ପାଇଁ ସଂଘର୍ଷ କରନ୍ତି । ରାସ୍ତାଘାଟରେ ବୁଲି ଆକୁତାକୁ ହାତ ପତାନ୍ତି, କାହା ସହାୟତାରେ ବଂଚିଯିବାକୁ ଚେଷ୍ଟା କରନ୍ତି । ଆଉ କିଛି ଲୋକ ଅଛନ୍ତି ଦିବ୍ୟାଙ୍ଗ ବୋଲି ନିଜକୁ ଅସହାୟ ମନେ କରନ୍ତି ।…

ଗୁହାଳ ପାଲଟିଛି ସରକାରୀ ଅର୍ଥରେ ନିର୍ମିତ ଦୋକାନ ଘର: ନିର୍ମାଣର ୪ ବର୍ଷ ପରେ ବି ହୋଇ ପାରୁନାହିଁ ଆବଂଟନ 

କନକ ବ୍ୟୁରୋ: ନବୀକରଣ ନାଁରେ ପୁରୁଣାକୁ ଭଙ୍ଗା ଯାଉଛି । ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ଲୋକଙ୍କ ଜୀବିକାକୁ ଛଡେଇ ନିଆଯାଉଛି । ମାର୍କେଟ୍ କମ୍ପେଲେକ୍ସ କରିବା ପାଇଁ ଦୋକାନ ଘରକୁ ଭାଙ୍ଗି ଦିଆଯାଉଛି । ଗଣମାଧ୍ୟମରେ ଏମିତି ଅନେକ ଖବର ଆପଣମାନେ ଜାଣିବାକୁ ପାଉଛନ୍ତି, ହେଲେ ଏବେ ଆମେ ଦେଖିବୁ,…

ଉପରାଜ୍ୟପାଳଙ୍କୁ ଭେଟିଲେ ଅରବିନ୍ଦ କେଜରିୱାଲ । ଦାୟିତ୍ୱ ନେବା ପରେ ପ୍ରଥମ ଥର ଆଲୋଚନା ।

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନବନିଯୁକ୍ତ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କେଜରିୱାଲ କହିଛନ୍ତି ପଦଭାର ସମ୍ଭାଳିବା ପରେ ଏହା ମୋର ପ୍ରଥମ ସାକ୍ଷାତ । ଉଭୟ ସକରାତ୍ମକ କଥାବାର୍ତ୍ତା କଲୁ । ଆମେ ଅନେକ ପ୍ରସଙ୍ଗରେ…

ଖରାଦିନେ ଅଧିକ କୋଲ୍ଡ ଡ୍ରିଙ୍କସ ପିଉଥିଲେ ସାବଧାନ । ଆଡ଼ଭାଇଜରୀ ଜାରି କଲା ସ୍ୱାସ୍ଥ୍ୟ ବିଭାଗ।

କନକ ବ୍ୟୁରୋ: ଖରାଦିନ ଆସିଲେ କୋଲଡ୍ରିଙ୍କସର ଚାହିଦା ବଢ଼େ । ଖରାରୁ ଆସି କୋଲ ଡ୍ରିଙ୍କସ୍ ପିଇ ଶାନ୍ତିର ନିଶ୍ୱାସ ମାରନ୍ତି ଅନେକ ଲୋକ । ହେଲେ ଆଜି ଓଡ଼ିଶା ସରକାର ଏନେଇ ସାବଧାନ କରାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏନେଇ ବିଜ୍ଞାପନ ବି ଦେଇଛଇ ଏବଂ ଟୁଇଟ୍ କରି କହିଛି, ଖରାରୁ ଆସି କୋଲ…

ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଗିରଫଦାରୀକୁ ବିରୋଧ: ଠେଙ୍ଗା ଧରି ବୌଦ୍ଧ ବଘିଆପଡା ରେଂଜ ଅଫିସରେ ପଶିଲେ ଗ୍ରାମବାସୀ

କନକ ବ୍ୟୁରୋ: ୨ଟି ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଗିରଫଦାରୀକୁ ବିରୋଧ । ଠେଙ୍ଗା ଧରି ବୌଦ୍ଧ ବଘିଆପଡା ରେଂଜ ଅଫିସରେ ପଶିଲେ ଗ୍ରାମବାସୀ । ଭଙ୍ଗାରୁଜା କରିବା ପରେ ରେଂଜ ଅଫିସରେ ତାଲା ପକାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତେଜନାମୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବା…

ବର୍ଷା-ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ । ପରସ୍ପର ବିରୋଧରେ ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ।

କନକ ବ୍ୟୁରୋ: ଅନୁଭବ ଓ ବର୍ଷା ବିବାଦ ମାମଲାରେ ଆଜି ଏକ ନୂଆ ମୋଡ଼ ନେଇଛି । ବର୍ଷାଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଉଭୟ ଅନୁଭବ ଓ ବର୍ଷା ଆଉ ସୋସିଆଲ ମିଡିଆରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଇ ପାରିବେ ନାହିଁ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ତାଗିଦ କରି…