Daily Archives

May 26, 2022

ଦିନିକିଆ ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ । ବଂଶବାଦ ରାଜନୀତିକୁ ନେଇ ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

କନକ ବ୍ୟୁରୋ: ଗୋଟିଏ ପଟେ ମୋଦୀ ସରକାରଙ୍କ କାର୍ଯ୍ୟକାଳକୁ ୮ ବର୍ଷ ପୂରଣ ହୋଇଛି । ଅନ୍ୟପଟେ ବିରୋଧୀ ଦଳକୁ ଗାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଲେଙ୍ଗାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଂଶବାଦ ରାଜନୀତିକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି । ସେପଟେ ମୋଦୀଙ୍କ…

କେନ୍ଦ୍ରରେ ପୂରା ହେଲା ମୋଦୀ ସରକାରର ୮ ବର୍ଷର ଶାସନ । ପଢନ୍ତୁ, ବିଜେପି ସରକାରର ବଡ ନିଷ୍ପତ୍ତି…

କନକ ବ୍ୟୁରୋ: କେନ୍ଦ୍ରରେ ମୋଦି ସରକାର ୮ବର୍ଷର ଶାସନ ପୂରା କରିଛନ୍ତି । ଗତ ୮ ବର୍ଷରେ ଦୁଇ ଦୁଇଥର ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକ ବୃହତ ବିଜୟ ହାସଲ କରିଛି । ବର୍ତ୍ତମାନ ଦଳର ଫୋକସରେ ରହିଛି ୨୦୨୪ ସାଧାରଣ ନିର୍ବାଚନ । ଯଦି ଆମେ ବିଜେପ…

କିଡନୀ ରୋଗରେ ପଡ଼ିଛି ୨୨ବର୍ଷର ପୁଅ । ପୁଅକୁ ବଂଚାଇବା ପାଇଁ ଭିକ୍ଷାଥାଳ ଧରିଲେ ବାପା-ମାଆ ।

କନକ ବ୍ୟୁରୋ:   ଆଖିରେ ଲୁହ, ହାତରେ ଭିକ୍ଷା ଥାଳ ଆଉ ମନରେ ପୁଅକୁ ବଂଚାଇବା ପାଇଁ ବାପା ମାଙ୍କ ସଂଘର୍ଷ । ଭେଣ୍ଡିଆ ପୁଅ ଯେତେବେଳେ ମୃତ୍ୟୁ ସହ ସଂଘର୍ଷ କରୁଥିବ ଆଉ ବାପା ମା ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିବ, ସରକାରୀ ସହାୟତା ମିଳୁନଥିବ, ସେତେବେଳେ ଏମିତି ଭିକ୍ଷା ବୃତି ଆପଣେଇବାକୁ…

ଟିଭି ଅଭିନେତ୍ରୀଙ୍କ ଉପରେ ଆତଙ୍କୀ ହମଲା । ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ଉପରେ ଆଖିବୁଜା ଗୁଳିମାଡ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ପୁଣିଥରେ ଟାର୍ଗେଟ କିଲିଂ । ଟିଭି ଅଭିନେତ୍ରୀ ଅମରିନ ଭଟ୍ଟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି । ୩୫ ବର୍ଷୀୟ ଅମରିନଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କ ଦେହାନ୍ତ ହୋଇଛି ।…

ମୋ ସରକାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଲେ ନବୀନ ।

କନକ ବ୍ୟୁରୋ: ମୋ ସରକାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ମଧ୍ୟ କହିଛନ୍ତି । ନବୀନ କହିଥିଲେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ…

ୟୁକେନ୍-ରୁଷିଆ ଯୁଦ୍ଧ ଆଣିପାରେ ବିଶ୍ୱରେ ଖାଦ୍ୟ ସଙ୍କଟ । ଭୋକରେ ରହିପାରନ୍ତି କୋଟି କୋଟି ଲୋକ ।

କନକ ବ୍ୟୁରୋ: ଲୋକେ ରହିବେ ଭୋକିଲା: ଆସିପାରେ ଖାଦ୍ୟ ସଙ୍କଟବିଶ୍ୱରେ ଖାଦ୍ୟ ପଦାର୍ଥକୁ ନେଇ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଏପରିକି ଏକ ଖାଦ୍ୟ ସଙ୍କଟ ବି ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି । ରୁଷ-ୟୁକ୍ରେନରୁ ଗହମ ରପ୍ତାନୀ ବନ୍ଦ ହୋଇଯାଇଛି । ଭାରତ ବି ଗହମ…