Daily Archives

May 26, 2022

ରାମାୟଣ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ । ୨୧ରୁ ଆରମ୍ଭ ହେବ ଟ୍ରେନ ସେବା । 

କନକ ବ୍ୟୁରୋ:  ରାମାୟଣ ଯାତ୍ରା ପାଇଁ ଭାରତୀୟ ରେଲବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟଟନ ଟ୍ରେନ ଶ୍ରୀରାମ ଓ ସୀତାଙ୍କ ସହ ସଂପର୍କିତ ତୀର୍ଥସ୍ଥଳକୁ ଶ୍ରଦ୍ଧାଳୁଙ୍କୁ ନେଇ ଯିବ । ରେଲବାଇ ଅଧିକାରୀ କହିଛନ୍ତି ପ୍ରଥମ ଥର ପାଇଁ ପର୍ଯ୍ୟଟନ…

ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବା ପାଇଁ ବଡ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି । ଗାଁ ଗାଁରେ ଲିଫଲେଟ୍ ବାଣ୍ଟିବ…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବା ପାଇଁ ଏକ ବଡ ଧରଣର ଆନ୍ଦୋଳନର ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଏଥିପାଇଁ କୁଆଡେ ୧୫ ଲକ୍ଷ ଲିଫଲେଟ ଓ ବ୍ୟାନର ତିଆରି କରାଯାଇଛି । ଗାଁ ଗାଁରେ ଘରେ ଘରେ ଏସବୁ ବଣ୍ଟାଯିବ ଏବଂ ପରିକ୍ରମା ପ୍ରକଳ୍ପ ବିରୋଧରେ ଜୋରଦାର ଆନ୍ଦୋଳନ…

ରାଜ୍ୟରେ ଶିଶୁ ମୃତ୍ୟୁହାର ହ୍ରାସ । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । 

କନକ ବ୍ୟୁରୋ: ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡିଶାର ବଡ ସଫଳତା । ରାଜ୍ୟରେ ଶିଶୁ ମୃତ୍ୟୁ ହାର ପ୍ରତି ଏକ ହଜାରରେ ୩୬କୁ ହ୍ରାସ ପାଇଛି । ମୋ ସରକାରର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚନା ଦେଇ କହିଛନ୍ତି ଓଡିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ…

କାହାକୁ ଦିଲ୍ଲୀ ପଠାଇବେ ନବୀନ, ଜାରି ରହିଛି ସସପେନ୍ସ । ୪ ରାଜ୍ୟସଭା ଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି ବିଜେଡି । ଆଜି ଦଳ ପକ୍ଷରୁ ୧୨ ସେଟ୍ ନାମାଙ୍କନ ପତ୍ର ନିଆଯାଇଛି । ସୁବାସ ସିଂ ମେୟର ନିର୍ବାଚିତ ହେବା ପରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ୪ଟି ଯାକ ଆସନ ବିଜେଡି ହାତରେ ଥିବା ବେଳେ ଦୁଇ…

ଅନୁଭବ–ବର୍ଷା ବିବାଦ । ସୋସିଆଲ ମିଡିଆରେ ଅନୁଭବଙ୍କ ଆକ୍ରମଣ ।

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବର୍ଷା ସାଇବର ଥାନାରେ ଏତଲା ଦେବା ପରେ ସୋସିଆଲ ମିଡିଆରେ ପୁଣି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଅନୁଭବ । କହିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା କିଛି ଫେକ୍ ଆକାଉଂଟ…

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ଦେହ ବ୍ୟବସାୟ ଏକ ବୃତ୍ତି । ସମ୍ମାନର ସହ ବଞ୍ଚିବାର ରହିଛି ଯୌନକର୍ମୀଙ୍କ ଅଧିକାର

କନକ ବ୍ୟୁରୋ: ଦେହ ବ୍ୟବସାୟକୁ ଏକ ବୃତ୍ତି ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ନିଜ ଇଚ୍ଛାରେ ସେମାନେ ଏହି ବୃତ୍ତିକୁ ଗ୍ରହଣ କରିନେଇଥିଲେ ସେଥିରେ ପୋଲିସ ବାଧା ଦେଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ପୋଲିସ ନିର୍ଯାତନା ଦେଇପାରିବ ନାହିଁ ।…