Daily Archives

May 22, 2022

ଅନୁଭବଙ୍କ ବିରୋଧରେ ଏତଲା ଦେଲେ ବର୍ଷା । ପଢନ୍ତୁ, ଏତଲାରେ କଣ ଲେଖିଲେ ବର୍ଷା ପ୍ରିୟଦର୍ଶିନୀ?

କନକ ବ୍ୟୁରୋ: ଅଭିନେତା ତଥା ସାଂସଦ ଅନୁଭବ ଓ ତାଙ୍କ ପତ୍ନୀଙ୍କ ଭିତରେ ବିବାଦ ଥମିବାର ନାଁ ନେଉନି । ଗତ ଦୁଇ ଦିନ ଧରି ଅନୁଭବ ତାଙ୍କ ପତ୍ନୀଙ୍କୁ ନେଇ ଅନେକ କିଛି କହିବା ସହିତ ଦୁଇଟି ଭିଡିଓ ସେୟାର କରିଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ…

ବ୍ୟବସାୟର ମାଧ୍ୟମ ପାଲଟିଛି ଲିଚୁକୋଳି । ଚାଷୀଙ୍କ ଠାରୁ ଲିଚୁ କିଣି ବିକ୍ରି କରୁଛନ୍ତି ଏସଏଚଜି ମହିଳା ।

କନକ ବ୍ୟୁରୋ: ରାସ୍ତାଘାଟ ଦୋକାନ ବଜାର ଏବେ ସବୁଠି ଲିଚୁ କୋଳିର ଆସର । ଖରାଦିନେ ସଭିଁଙ୍କ ମନରେ ରାଜ୍ କରୁଥାଏ ଲିଚୁ କୋଳି । ଲିଚୁକୋଳି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେମିତିି ସୁଆଦିଆ । ତେବେ ଏହି ଲିଚୁ ବିକି ସ୍ୱାବଲମ୍ବୀ ହେଉଛନ୍ତି ମହିଳା । ସମ୍ବଲପୁର କୁଚିଣ୍ଡା ଅଂଚଳରେ…

ଜୀବିକା ଯୋଗାଉଛି ଜଳସେଚନ ପ୍ରକଳ୍ପ । ଉପକୃତ ହେଉଛନ୍ତି ଚାଷୀ । ୧୫ଟି ପରିବାରଙ୍କ ମୁହଁରେ ଫୁଟିପାରିଛି ହସ ।

କନକ ବ୍ୟୁରୋ:  ଡହ ଡହ ଖରାରେ ଚାରିଆଡୁ ପାନୀୟ ଜଳ ସମସ୍ୟାର ଚିତ୍ର ସାମ୍ନାକୁ ଆସୁଥିବାବେଳେ ଜଳ ସେଚନ ପ୍ରକଳ୍ପ ଲୋକଙ୍କ ସମସ୍ୟା ଦୂର କରିଛି  । ବିଲ ବାଡରେ ଲହଡି ଭାଙ୍ଗୁଛି ଗଭିର ନଳ କୁପର ପାଣି । ସରକାର ଯୋଗାଇ ଦେଇଥିବା ଉଠା ଜଳ ସେଚନ ପ୍ରକଳ୍ପର ସୁବିନିଯୋଗ କରି ଚାଷୀ ରବି ରୁତୁ ସହ ୧୨…

ଅନୁଭବଙ୍କ ନାଁରେ ଥାନାରେ ଅଭିଯୋଗ କଲେ ବର୍ଷା: କହିଲେ, ମନଗଢ଼ା କାହାଣୀ କହି କରୁଛନ୍ତି ଆକ୍ଷେପ, ହାନି ହେଉଛି ସମ୍ମାନ

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଛନ୍ତି, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ…

ବଢିଲା ହ୍ୟୁମାନ ସାଗର-ଜାପାନୀ ବିବାଦ । ସୋସିଆଲ ମିଡିଆରେ ପୁଣି କଡା ଜବାବ ଦେଲେ କଣ୍ଠଶିଳ୍ପୀ ।

କନକ ବ୍ୟୁରୋ: ଜଗନ୍ନାଥ ଭଜନ ଗାଇବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ବିବାଦ ଭିତରେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନମାନଙ୍କୁ ଏଭଳି ମେସେଜ ଦେଇଛନ୍ତି ହ୍ୟୁମାନ । ଏହି ଗୀତରେ ନିଜେ କଣ୍ôଠଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ହ୍ୟୁମାନ । ଆଉ ଶୀର୍ଷକ ରହିଛି ଦଣ୍ଡବତ ହେଲି…

ଆକ୍ସିଡେଣ୍ଟ ଷ୍ଟାଇଲରେ ହତ୍ୟା ଅଭିଯୋଗ: ନମ୍ବର ପ୍ଲେଟକୁ ଲିଭାଇ ଚଢାଇ ଦେଲେ ମିନି ଟ୍ରକ

କନକ ବ୍ୟୁରୋ: ଫିଲ୍ମରେ ଯେମିତି କୌଣସି ଶତ୍ରୁକୁ ହଟାଇବା ପାଇଁ ଗୋଟିଏ ପକ୍ଷ, ଅନ୍ୟ ପକ୍ଷର ଲୋକଙ୍କ ଉପରେ, ଯୋଜନାବଦ୍ଧ ଭାବେ ଗାଡି ଚଢ଼ାଇ ଦେଇଥାନ୍ତି, ଏହି ଦୁର୍ଘଟଣା ଠିକ୍ ସେମିତି ଘଟିଥିବା ଅଭିଯୋଗ ହୋଇଛି । ଆଗରେ ଏକ ବାଇକରେ ଜଣେ ଲୋକ ଯାଉଛନ୍ତି । ପଛରେ ଏକ ମିନିଟ୍ରକ ଆସୁଛି । ଆଉ ଏହି…