Daily Archives

May 8, 2022

ଅଲିଭ ରିଡଲେ ଉପରେ ବାତ୍ୟାର ପ୍ରଭାବ: ନଷ୍ଟ ହୋଇଯିବ ହଜାର ହଜାର କଇଁଛ ଅଣ୍ଡା !

କନକ ବ୍ୟୁରୋ: ବାତ୍ୟା ଅସାନୀ ପାଇଁ ଅଶାନ୍ତ ରହିବ ସମୁଦ୍ର । ଏହାର ପ୍ରଭାବରେ କିଛି ସ୍ଥାନରେ ଲଗାଣ ବର୍ଷା ହେବ । ଆଉ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ରୁଷିକଲ୍ୟା ମୁହାଣରେ ଥିବା ବାଲି ଭିତରେ ପୋତି ହୋଇ ରହିଥିବା ଅଣ୍ଡା ନଷ୍ଟ ହୋଇପାରେ । ଏହା ପୂର୍ବରୁ…

ସାମ୍ନାକୁ ଆସିଲା ମାଓ ସଙ୍ଗଠନର ସାଂଘାତିକ ସତ! ବିବାହ କଲେ ପରିବାର ନିୟୋଜନ ଅସ୍ତ୍ରୋପଚାର ବାଧ୍ୟତାମୂଳକ

କନକ ବ୍ୟୁରୋ: ନଜର ପକାଇବା ଏକ ଚାଂଚଲ୍ୟକର ଖବର ଉପରେ । ବିଶ୍ୱ ମାତୃ ଦିବସରେ ମାଓ ସଂଗଠନକୁ ନେଇ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ନକ୍ସଲ ସଂଗଠନରେ ସାମିଲ ହେବା ପୂର୍ବରୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଉଛି । ଅର୍ଥାତ ହାତରେ ବନ୍ଧୁକ ଧରି ନରସଂହାର କରୁଥିବା କ୍ୟାଡର ମାଓବାଦୀ…

ଭୀଷଣ ବାତ୍ୟାର ରୂପ ନେଲା ‘ଅସାନି’ । ଘଣ୍ଟାପ୍ରତି ୧୪ କିିିମି ବେଗରେ ସ୍ଥଳଭାଗ ମୁହାଁ । ପୁରୀ ଠାରୁ ୮୮୦ କିମି ଦୂରରେ…

କନକ ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେଲା ‘ଅସାନି’ । ଘଣ୍ଟାପ୍ରତି ୧୪ କିିିମି ବେଗରେ ଏହା ସ୍ଥଳଭାଗ ମୁହାଁ ହେଉଛି । ପୁରୀ ଠାରୁ ୮୮୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହେଉଛି । ଭୀଷଣ ସାମୁଦ୍ରିକ ଝଡ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ମୁହାଁ ହେବାରେ ଲାଗିଛି । ବାତ୍ୟା ପ୍ରଭାବରେ ସମୁଦ୍ର…

ନବକଳେବର ପାଇଁ ନୂଆଦିଲ୍ଲୀ ଗସ୍ତ: ହାଇକମାଣ୍ଡଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା

କନକ ବ୍ୟୁରୋ: ଓଡିଶା ଉପରେ ବାତ୍ୟାର ବାଦଲ ଘୂରି ବୁଲୁଥିବା ବେଳେ, ରାଜ୍ୟର କଂଗ୍ରେସ ସଂଗଠନରେ ମଧ୍ୟ ନେତୃତ୍ୱକୁ ନେଇ ଝଡ ଉଠିଛି । ପିସିସିର ମଙ୍ଗ କିଏ ଧରିବ, ସେ ନେଇ ୯ ବିଧାୟକଙ୍କ ସହ ୧୭ ନେତା ହାଇକମାଣ୍ଡଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ…

ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛି ବ୍ରଜରାଜନଗର: ବିଜେଡିର କିଏ ହେବେ ପ୍ରାର୍ଥୀ ଏଯାଏଁ ରହିଛି ସସପେନ୍ସ

କନକ ବ୍ୟୁରୋ: ବ୍ରଜରାଜନଗର ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି, ବିଜେଡିର ପ୍ରାର୍ଥୀଙ୍କ ଉପରେ । ଅନ୍ୟପଟେ ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ, ଉପନିର୍ବାଚନରେ କିଏ କେତେ ଭୋଟରେ ବିଜୟୀ ହେବେ ସେନେଇ ମଧ୍ୟ ରାଜନେତାମାନେ ଅଙ୍କ…

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପରିବାରକୁ ସମବେଦନା ଜଣାଇଲେ ନବୀନ

କନକ ବ୍ୟୁରୋ : ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱର୍ଗତ କର ଓଡ଼ିଆ ସାରସ୍ୱତ ଜଗତକୁ ସମୃଦ୍ଧ କରିଥିଲେ । ଭଞ୍ଜ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ସମସ୍ତଙ୍କୁ ପ୍ରେରଣା ଦେଇଛି । ଓଡ଼ିଆ…