Daily Archives

May 1, 2022

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା: ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନରଙ୍କ ମୃତ୍ୟୁ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା…

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ । ସିଂହଦ୍ୱାର ଗୁମୁଟରୁ ଡେଇଁ କିନ୍ନର ମୃତ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରେ ଜଣେ କିନ୍ନର ଡେଇଁ ତାଙ୍କର ମୃତ୍ୟୁ ହୋଇଛିା କିନ୍ନରଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ତାତିରେ ପୁଣି ସିଝିଲା ପଶ୍ଚିମ ଓଡ଼ିଶା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫ ଡିଗ୍ରୀ…

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଜନଜୀବନକୁ କଲବଲ କରିଛି । ଦିନ ସାଢ଼େ ୨ଟା ସୁଦ୍ଧା ଟିଟିଲାଗଡ଼ରେ ସର୍ବାଧିକ ୪୫ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ବଲାଙ୍ଗିରରେ ୪୫ ଡିଗ୍ରୀ, ବୌଦ୍ଧରେ ୪୫ ଡିଗ୍ରୀ…

ପ୍ରତିଶ୍ରୁତି ଦେଇ ପାଳନ କଲାନି ପ୍ରଶାସନ । ୩ ବର୍ଷ ହେବ ପଞ୍ଚାୟତ ଅଫିସରେ ରହୁଛନ୍ତି ୩ ପରିବାର

କନକ ବ୍ୟୁରୋ: ଶୌଚାଳୟ ପାଲଟିଛି ବାସଗୃହ, ଡିବିରି ଆଲୁଅରେ ଚାଲିଛି ପାଠପଢା । କଅଁଳ ଆଖିରେ ରହିଛି ଅନେକ ଅସୁମାରି ସ୍ୱପ୍ନ, ହେଲେ ଗରିବୀର ଲକ୍ଷ୍ମଣ ରେଖା, ସତେ ଯେମିତି ଏମାନଙ୍କୁ ପଛରୁ ଟାଣି ଧରିଛି । ପୁରୀ ଜିଲ୍ଲା ଅଣ୍ଡାରସିଂହ ଗ୍ରାମପଞ୍ଚାୟତରେ ୩ ବର୍ଷରୁ ଅଧିକ ଦିନ ହେଲାଣି ପଞ୍ଚାୟତ…

ହୁତୁହୁତୁ ହୋଇ ଜଳୁଛି ଏକର ଏକର ଜମିର ପାଖୁଡି ବଣ । ୫ କିଲୋମିଟର ଯାଏଁ ବ୍ୟାପିଲାଣି ଧୂଆଁ ।

କନକ ବ୍ୟୁରୋ: ହୁତହୁତ ହୋଇ ଜଳୁଛି ପାଖୁଡି ବଣ । ଅସ୍ତରଙ୍ଗ ସିଲାରୀରେ ପାଖୁଡି ବଣରେ ନିଆଁ ଲାଗିଯାଇଛି । ଏକର ଏକର ଜମିରେ ଚାଷ ହୋଇଥିବା ପାଖୁଡି ଜଳିଯାଉଥିବା ବେଳେ ନିଆଁକୁ ଆୟତ୍ତ କରିପାରୁନାହାଁନ୍ତି ଅଗ୍ନିଶମ ବାହିନୀ । ନିଆଁ, ଧୂଆ ଦେଖି ଲୋକ ଆତଙ୍କିତ ହୋଇପଡିଥିବା ବେଳେ ବର୍ଷକର…

ଜ୍ୟାକଲିନଙ୍କୁ ସୁକେଶ ଦେଇଥିଲେ ଏହିସବୁ ଦାମୀ ଉପହାର, ଜାଣିଲେ ଆପଣ ହୋଇଯିବେ ଚକିତ

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଠକ ସୁକେଶ ଚନ୍ଦ୍ର ଶେଖରଙ୍କୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଇଡି ତରଫରୁ ଜେରା ଜାରି ରହିଛି । ଏହି କ୍ରମରେ ଇଡି ନିକଟରେ ଜ୍ୟାକଲିନ ସ୍ୱୀକାର କରିଛନ୍ତି କି, ସୁକେଶ ତାଙ୍କୁ ଅନେକ ଦାମୀ ଉପହାର ଦେଇଛନ୍ତି । ଆପଣ ଜାଣିଲେ…

ଆମକୁ ଥରେ ମାତ୍ର ସୁଯୋଗ ଦିଅନ୍ତୁ, କାମ ନକଲେ ବାହାର କରିଦେବେ । ପଢନ୍ତୁ, ଗୁଜରାଟବାସୀଙ୍କୁ ଏପରି କାହିଁକି କହିଲେ…

କନକ ବ୍ୟୁରୋ: ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ନିର୍ବାଚନ ହୋଇପାରେ, ହେଲେ ଏହା ପୂର୍ବରୁ ସେଠାରେ ନିର୍ବାଚନୀ ରଣନୀତି ଆରମ୍ଭ କରିଦେଇଛନ୍ତି ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ । ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟର ଭରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ…