Monthly Archives

April 2022

ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ: ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର

କନକ ବ୍ୟୁରୋ: ରାଜ୍ୟରେ ବଢିଲା ଦିନମଜୁରିଆଙ୍କ ପାରିଶ୍ରମିକ । ଶ୍ରମିକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ଶ୍ରମିକ ଦିବସରୁ ଲାଗୁ ହେବ ନୂଆ ମଜୁରୀ ତଥା ମହଙ୍ଗା ଭତ୍ତା । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୧୫ରୁ ୩୨୬କୁ ବୃଦ୍ଧି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ରୁ ୪୧୬କୁ…

ଏପ୍ରିଲ, ମେ’ ମାସର ଡହଡହ ଖରାରେ ଶୋଷିଲା ରହିବେନି ପଶୁ । ଗ୍ରୀଷ୍ମରେ ଗୋରୁଗାଈଙ୍କ ପାଇଁ ଆଗେଇ ଆସିଲା ମଣିଷ ।

କନକ ବ୍ୟୁରୋ: ଏପ୍ରିଲ ମାସର ଅସହ୍ୟ ତାତି, ମେ ମାସର ମୁଣ୍ଡଫଟା ଖରା । ସବୁଠି ଉତ୍ତପ୍ତ, ଅଣନିଶ୍ୱାସୀର ବାତାବରଣ । ଜୁଆଡେ ଚାହିଁଲେ ଖାଲି ନିଆଁ ଆଉ ନିଆଁ, ଗରମ ହିଁ ଗରମ । ଏହି ଖରାର ମୁକାବିଲା ପାଇଁ ମଣିଷ କେତେ କଣ କରୁଛି । ଘରେ ରହୁଛି, ଏସିରେ ଶୋଉଛି, ଫ୍ୟାନ ଚଲାଉଛି । ଆଉ ଶୋଷ ଲାଗିଲେ…

ଗୋରଖନାଥ ମନ୍ଦିର ଆକ୍ରମଣ ଘଟଣାରେ ନୂଆ ମୋଡ, ଆଇଏସଆଇଏସ ସହ ସଂପର୍କରେ ଥିଲା ଅଭିଯୁକ୍ତ ମୁର୍ତୁଜା

କନକ ବ୍ୟୁରୋ : ଗୋରଖପୁର ଠାରେ ଥିବା ଗୋରଖନାଥ ମନ୍ଦିର ନିକଟରେ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଏବେ ନୂଆ ମୋଡ ନେଇଛି । ଏହି ମାମଲାର ଅଭିଯୁକ୍ତ ଭାବେ ଗିରଫ ହୋଇଥିବା ମୁର୍ତୁଜାର ସଂପର୍କ ଆଇଏସଆଇଏସ ସହ ଥିବା କଥା କହିଛନ୍ତି ଉତ୍ତର ପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର । ସେ କହିଛନ୍ତି କି…

 ଟ୍ୱିଟରର ପୁରୁଣା କର୍ମଚାରୀଙ୍କୁ ନେଇ ମସ୍କଙ୍କ ବୟାନ, ପରାଗଙ୍କ ପାଇଁ ବଢିଲା ଅଡୁଆ

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ଏକ ବୟାନ ଏବେ କମ୍ପାନୀରେ କାମ କରୁଥିବା ପୁରୁଣା କର୍ମଚାରୀଙ୍କ ପାଇଁ ଅଡୁଆ ବଢାଇଛି । ନ୍ୟୁଜ ଏଜେନ୍ସି ରୟଟର୍ସ ମୁତାବକ ଏଲନ ମସ୍କ ଟ୍ୱିଟରର ଚେୟାରମ୍ୟାନ ବ୍ରେଟ ଟେଲରଙ୍କୁ କହିଛନ୍ତି କି କମ୍ପାନୀର ମ୍ୟାନେଜମେଣ୍ଟ ଉପରେ ତାଙ୍କର ବିଲକୁଲ…

ଫର୍ମକୁ ଫେରିଲେ କୋହଲି: ଗୁଜରାଟ ବିପକ୍ଷରେ ହାସଲ କଲେ ଅର୍ଦ୍ଧଶତକ

କନକ ବ୍ୟୁରୋ: ଆଜି ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଓ ଗୁଜରାଟ ମୁହାଁ ମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଏହି ମ୍ୟାଚ ଜରିଆରେ ବିରାଟ କୋହଲି ନି ଫର୍ମକୁ ଫେରିଥିବା ନଜର ଆସିଛନ୍ତି । ସେ ୫୩ ବଲରୁ ୫୮ ରନ କରି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।…

ଲେମ୍ବୁ ପରେ ଏବେ ଆମ୍ବ ଦର ଆକାଶ ଛୁଆଁ: କିଲୋ ପ୍ରତି ୧୦୦ରୁ ୧୮୦ ଟଙ୍କାରେ ଆମ୍ବ କିଣୁଛନ୍ତି ଗ୍ରାହକ

କନକ ବ୍ୟୁରୋ: ଆମ୍ବକୁ ଫଳ ଭିତରେ ରାଜା କୁହାଯାଏ । ବିଶେଷକରି ଗ୍ରୀଷ୍ମ ରୁତୁରେ ଆମ୍ବ ପ୍ରଚୁର ପରିମାଣରେ ଫଳିଥାଏ । କିନ୍ତୁ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ରୁତୁ ଆରମ୍ଭ ହୋଇଥିଲେ ମଧ୍ୟ ଆମ୍ବ ଦର ଆକାଶ ଛୁଆଁ ରହିଛି । ମାର୍ଚ୍ଚ ଓ ଏପ୍ରିଲ ମାସରେ ନିଅଂଟିଆ ବର୍ଷା ଯୋଗଗୁଁ ଅମ୍ବ ଫସøଲ…