Daily Archives

April 27, 2022

ଦିଲ୍ଲୀରେ ପୁଣି ଗଡିବ ବୁଲଡୋଜର: ଜବରଦଖଲକାରୀଙ୍କ ତାଲିକା ତିଆରି କଲା ଦିଲ୍ଲୀ ମୁନସିପାଲିଟି

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ଆରମ୍ଭ ହେବାକୁ ଯାଉଛି ଜବର ଦଖଲ ଉଚ୍ଛେଦ । ସରକାରୀ ଜମିକୁ ଜବର ଦଖଲ କରି ରହୁଥିବା ଲୋକଙ୍କ ଘରକୁ ଚିହ୍ନଟ କରି ପୁଣି ଜବରଦଖଲ ଆରମ୍ଭ କରିବାକୁ ଯାଉଛି ଦିଲ୍ଲୀ ମୁନସିପାଲିଟି । ସେପଟେ ଘଟଣାକୁ ବିରୋଧ କରି ଧାରଣା ବସିଲା ଆମ ଆଦମି ପାର୍ଟି । ଏହା…

ତାମିଲନାଡୁରେ ଧାର୍ମିକ ଶୋଭାଯାତ୍ରା ବେଳେ ଅଘଟଣ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାପରେ ୧୧ ଜଣଙ୍କ ଘଟଣା ସ୍ଥଳରେ…

କନକ ବ୍ୟୁରୋ: ତାମିଲନାଡୁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମନ୍ଦିରରେ ଶୋଭାଯାତ୍ରାବେଳେ ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି  ୧୧ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସୁଚନା ଅନୁସାରେ, ତାମିଲନାଡୁ ତାଞ୍ଜାଭୋର ଜିଲ୍ଲାରେ ଏକ ଧାର୍ମିକ…

କଂଗ୍ରେସରେ ଏଣ୍ଟ୍ରି ପାଇଁ କଣ୍ଟା ସାଜିଲା ସର୍ତ୍ତ: ପ୍ରଶାନ୍ତ କିଶୋରଙ୍କ କଥାକୁ ଦଳର କିଛି ବରିଷ୍ଠ ନେତାଙ୍କ ଆପତ୍ତି

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଘନ ଘନ ବୈଠକ ପରେ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶ୍ରୋ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସବୁ ଚର୍ଚ୍ଚା ଆଲୋଚନା ଉପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ କିଶୋର । ପିକେ କହିଛନ୍ତି, ସେ କଂଗ୍ରେସ…

ଟୁଇଟରରେ ଫ୍ରି ସ୍ପିଚକୁ ନେଇ ପୁଣି ଚର୍ଚ୍ଚାରେ ଏଲନ ମସ୍କ: ବାକ୍ ସ୍ୱାଧୀନତା ଉପରେ ଟୁଇଟ କରିବା ପରେ ୟୁଜରଙ୍କ…

କନକ ବ୍ୟୁରୋ: ପୁଣି ଚର୍ଚ୍ଚା ଘେରକୁ ଆସିଲେ ଟେସଲା ଓ ଟୁଇଟର କମ୍ପାନୀର ମାଲିକ ଏଲନ ମକ୍ସ । ଟୁଇଟର କିଣିବା ପରେ ସେ ଫ୍ରି ସ୍ପିଚକୁ ନେଇ ଏକ ଟୁଇଟ କରିଥିଲେ । ଯାହାକୁ ନେଇ ତାଙ୍କୁ ୟୁଜରଙ୍କ କଡା ପ୍ରଶ୍ନର ସାମ୍ନା କରିବାକୁ ପଡିଲା । ପରେ ଟୁଇଟ କରି ସ୍ପଷ୍ଟିକରଣ ରଖିଛନ୍ତି ଏଲନ । କହିଛନ୍ତି…

‘ଜୁପିଟର୍’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଜମିଲା ‘ସମର୍ ସିଣ୍ଡିଙ୍ଗ୍’: ଯୋଗଦେଲେ ଚଳଚ୍ଚିତ୍ର ଅଭିନେତା…

କନକ ବ୍ୟୁରୋ: ପରୋପକାର ଓ ଜନହିତରେ ନିଜକୁ ଉତ୍ସର୍ଗ କର । ଏଭଳି ଆଦର୍ଶ ସୃଷ୍ଟି କରିବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କର । ଜୁପିଟର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସ୍ ନିଜସ୍ୱ କ୍ୟାମ୍ପସ୍ ଗଙ୍ଗପଡ଼ାରେ ଇତିମଧ୍ୟରେ ଅନୁଷ୍ଠିତ ‘ସମର ସିଣ୍ଡିଙ୍ଗ' ସେଲିବ୍ରେସନ୍ ଅବସରରେ ଯୋଗଦେଇ ଓଡ଼ିଆ ଚଳଚ୍ଚିତ୍ର…

ସାମ୍ବାଦିକତାରୁ ରାଜନୀତି । ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ ମହାପାତ୍ର । ବିଜେଡିରେ ଯୋଗଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର…

କନକ ବ୍ୟୁରୋ : ଶଙ୍ଖ ଧରିଲେ ସ୍ୱୟଂପ୍ରକାଶ । ବିଜେଡିରେ ଯୋଗ ଦେଲେ ଓଡ଼ିଶା ଗଣମାଧ୍ୟମ ଜଗତର ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ସ୍ୱୟଂ ପ୍ରକାଶ ମହାପାତ୍ର । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ…