Daily Archives

April 14, 2022

ମୌସୁମୀ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ । ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

କନକ ବ୍ୟୁରୋ: ମୌସୁମୀକୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତବର୍ଷର୍ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ ଏବଂ ଜୁନରୁ ସେପ୍ଟେମ୍ବର ମଧ୍ୟରେ…

ସୋନପୁର ଦେଶର ଉତ୍ତପ୍ତ ସହର । ଏପ୍ରିଲ ମାସରେ ଦାଉ ସାଧିଲାଣି ତାତି, ୧୬ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ।

କନକ ବ୍ୟୁରୋ : ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ସୋନପୁର ହୋଇଛି ଦେଶର ସବୁଠୁ ଉତପ୍ତ ସହର । ୪୪ଦଶମିକ ୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦେଶରେ ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୨ ଦଶମିକ ୮,…

ଇମ୍ରାନ ଖାନଙ୍କ ବିରୋଧରେ ଆସିବ କି ଦେଶଦ୍ରୋହ ମାମଲା? ବିରୋଧୀଙ୍କୁ ମାତ୍ ଦେବା ପାଇଁ ନେଇଥିବା ପଦକ୍ଷେପ ପଡିପାରେ…

କନକ ବ୍ୟୁରୋ: ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିପାରେ ରାଷ୍ଟ୍ରଦ୍ରୋହ ମାମଲା । ବିରୋଧୀଙ୍କୁ ମାତ୍ ଦେବା ପାଇଁ ଇମ୍ରାନ ନେଇଥିବା ପଦକ୍ଷେପ ଗୁଡିକ ଅସାମ୍ବିଧାନିକ ବୋଲି କୁହାଯାଇଛି ଏବଂ ଏହାକୁ ନେଇ ତାଙ୍କ ନାଁରେ କୋର୍ଟରେ…

ୟୁକ୍ରେନ-ରୁଷିଆ ଯୁଦ୍ଧରେ ୟୁକ୍ରେନକୁ ବଡ ସଫଳତା । ରୁଷିଆର ଯୁଦ୍ଧ ଜାହାଜକୁ ଧ୍ୱଂସ କରିଥିବା ୟୁକ୍ରେନର ଦାବି

କନକ ବ୍ୟୁରୋ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୫୦ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷକୁ ଲାଗିଛି ବଡ ଝଟକା । ବ୍ଲାକ ସିରେ ରୁଷିଆର ଯୁଦ୍ଧ ପୋତ ଉଡ଼ାଇଦେଇଛି ୟୁକ୍ରେନ୍ । ଲଢେଇ ଭିତରେ ରୁଷିଆକୁ ବଡ କ୍ଷତି ପହଞ୍ଚାଇଥିବା ଦାବି କରିଛି ୟୁକ୍ରେନ । ବ୍ଲାକ ସିରେ ରୁଷିଆର ବଡ ଯୁଦ୍ଧଜାହାଜରେ…