Monthly Archives

April 2022

ଲଘୁଚାପ ଆଣିବ କି ବାତ୍ୟା? ପଢନ୍ତୁ କଣ କହିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର?

କନକ ବ୍ୟୁରୋ: ଲଘୁଚାପ ଆଣିବ କି ବାତ୍ୟା । ମେ’ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତୀ ୨୪ ଘଂଟା ମଧ୍ୟରେ ଏହି ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ କ୍ଷେତ୍ର…

ବିଜୁଳି ପାଲଟିଛି ସାତ ସପନ: ଅସହ୍ୟ ଖରା ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଗାଁରେ ରହୁଥିବା ୭୬ଟି ପରିବାର

କନକ ବ୍ୟୁରୋ: ଲୋ-ଭୋଲଟେଜ୍ ଓ ଅଘୋଷିତ ବିଦ୍ୟୁତ କାଟ୍ ବର୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁନ୍ଦରଗଡ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଭାଲୁବାହାଲ ଗ୍ରାମବାସୀଙ୍କ ପାଇଁ ଏହି ଚର୍ଚ୍ଚାର ମାନେ କିଛି ନାହିଁ । କାରଣ ବିଜୁଳି ଏମାନଙ୍କ ପାଇଁ ସାତ ସପନ…

ଆକାଶରୁ ବର୍ଷୁଛି ନିଆଁ, ଜଳୁଛି ବୌଦ୍ଧ: ଲଗାତର ତୃତୀୟ ଦିନ ପାଇଁ ସହରର ତାପାମତ୍ରା ୪୫ଡିଗ୍ରୀ

କନକ ବ୍ୟୁରୋ: ଆକାଶରୁ ବର୍ଷୁଛି ନିଆଁ, ଜଳୁଛି ବୌଦ୍ଧ । ଲଗାତର ଭାବେ ତୃତୀୟ ଦିନ ପାଇଁ ବୌଦ୍ଧ ସହରର ତାପାମତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀର ଓ ସୋନପୁରରେ ବି ହିଟ୍ୱେଭ ଜାରି ରହିଛି । ବିଶେଷ କରି ଉତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିଛି ।…

ଫରେକ୍ସ ଆଇନ ଉଲଙ୍ଘନ କରିବା ପଡିଲା ମହଙ୍ଗା, ସାଓମୀ କମ୍ପାନୀର ୫.୫୫୧ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଫରେକ୍ସ ଆଇନ ଉଲଙ୍ଘନ କରିବା ଅଭିଯୋଗରେ ସାଓମୀ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୫୫୧,୨୭ କୋଟି ଟଙ୍କାର ସମ୍ପତି ଜବତ କରିଛି । କହିରଖୁ କି ସାଓମୀ ଇଣ୍ଡିଆ ଚୀନରେ ଥିବା ସାଓମୀ କମ୍ପାନୀର ଏକ ସହାୟକ କମ୍ପାନୀ । ଏବେ ଇଡି ଏହି…

ସିଲିଗୁଡି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ । ବିଡିଓଙ୍କୁ ଆକ୍ରମଣ କଲେ ବିଜେପି ବିଧାୟକ ସୁବାଷ…

କନକ ବ୍ୟୁରୋ: ଦେବଗଡ ଜିଲ୍ଲା ସିଲିଗୁଡି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ । ବିଡିଓଙ୍କୁ ଆକ୍ରମଣ କରିଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ତେବେ ଆକ୍ରମଣ ପରେ ବିଡିଓ ଜଣକ ଗୁରୁତର ହୋଇପଡିଥିଲେ । ଆଉ ଏହାପରେ ବିଡିଓଙ୍କୁ ତାଙ୍କ ସହକର୍ମୀମାନେ ହସ୍ପିଟାଲରେ…

ବିହାରରେ ଥମୁନି ବିଷାକ୍ତ ମଦମୃତ୍ୟୁ ମାମଲା, ପୁଣି ୬ ଜଣଙ୍କ ମୃତ୍ୟୁ ପରେ ତେଜିଲା ବିବାଦ

କନକ ବ୍ୟୁରୋ : ବିହାରରେ ରାଜ୍ୟ ସରକାରଙ୍କ ଦ୍ୱାରା ମଦ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଳଗାଯାଇଛି । ହେଲେ ଏହା କେବଳ ଆଇନକୁ ଆଖିଠାର ଭଳି ଦୈନିକ ବିଷାକ୍ତ ମଦପିଇ କେଉଁଠି ନା କେଉଁଠି ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ଏହି କ୍ରମରେ ଏବେ ସାରଣ ଜିଲ୍ଲାର ତରୈୟା ଗ୍ରାମରେ ବିଷାକ୍ତ ମଦ ପଇ ୬…