Daily Archives

April 4, 2022

ପ୍ରତିବର୍ଷ ବଢ଼ିଚାଲିଛି ଆତ୍ମହତ୍ୟା । ଏନସିଆରବି ତଥ୍ୟ ଅନୁସାରେ ହତ୍ୟା ମାମଲା ତୁଳନାରେ ଆତ୍ମହତ୍ୟା ମାମଲା ଢେର ଅଧିକ ।

କନକ ବ୍ୟୁରୋ: ହତ୍ୟା ତୁଳନାରେ ବଢୁଛି ଆତ୍ମହତ୍ୟା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋର ତଥ୍ୟ କହୁଛି ଭାରତରେ ଆତ୍ମହତ୍ୟାର ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ବି ହତ୍ୟା ତୁଳନାରେ ଆତ୍ମହତ୍ୟା ଅଧିକ ହୋଇଥିବା ରିପୋର୍ଟ ହୋଇଛି । ଏନସିଆରବି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଟୁଇଟ୍ କରି ସାଂସଦ ଅପରାଜିତାଙ୍କୁ  ଟାର୍ଗେଟ କଲେ ବର୍ଷା ପ୍ରିୟଦର୍ଶିନୀ । କହିଲେ,…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଥିବା ବେଳେ ଏହି ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ବ୍ୟକ୍ତିଗତ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଲେଖି ବର୍ଷା ଭୁବନେଶ୍ୱର ସାଂସଦଙ୍କୁ…

୪୦ ଦିନର ଯୁଦ୍ଧ ପରେ ୟୁକ୍ରେନରୁ ଆସିଲା ବିକଳ ଚିତ୍ର । ରୁଷ ସେନା ପଛକୁ ହଟିବା ପରେ ୟୁକ୍ରେନରୁ ମିଳୁଛି କୁଢ କୁଢ ଶବ ।

କନକ ବ୍ୟୁରୋ : ୪୦ ଦିନରେ ପହଞ୍ଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ । ରାଜଧାନୀ କିଭ୍ ଓ ଏହାର ଆଖପାଖ ଅଞ୍ଚଳରୁ ରୁଷ ସେନା ପଛକୁ ହଟିବା ପରେ ଏହି ଅଂଚଳକୁ ଖାଲି କରାଯାଇଛି । ଏହି ଭିତରେ ବେଶ ବିକଳ ଚିତ୍ର ସାମ୍ନାକୁ ଆସିଛି । ୟୁକ୍ରେନରେ ରାସ୍ତା ଉପରେ କୁଢ କୁଢ ଶବ ଦେଖିବାକୁ ମିଳିଛି । ଯାହା ରୁଷ…

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବି ଚଳଚଞ୍ଚଳ ବିଜେଡି ରାଜନୀତି । ରାଜ୍ୟସଭା ପାଇଁ ଲବି ଆରମ୍ଭ

କନକ ବ୍ୟୁରୋ: ଉଭୟ ଗାଁ ଓ ସହର ନିର୍ବାଚନରେ ବଡ଼ ସଫଳତା ପରେ ମଧ୍ୟ ଚଳଚଞ୍ଚଳ ରହିଛି ବିଜେଡି ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଲବି ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ଓ ନିଗମ ଦାୟିତ୍ୱ ପରିବର୍ତ୍ତନ ହେବା ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ହେଉଛି । ଆଉ…

ବଜାରରେ ଉଚ୍ଚ ଦରରେ ବିକ୍ରି ହେଉଥିଲେ ବି ଅଣ୍ଡା ପାଇଁ ଓଡିଶା ଚାଷୀଙ୍କୁ ମିଳୁଛି କମ୍ ମୂଲ୍ୟ । ଆନ୍ଧ୍ର ସରକାରଙ୍କ…

କନକ ବ୍ୟୁରୋ: ଆନ୍ଧ୍ର ଅଣ୍ଡା ଟ୍ରକକୁ ଅଟକାଇ ପ୍ରତିବାଦ କରିଛନ୍ତି ଓଡିଶା ଅଣ୍ଡାଦିଆ କୁକୁଡା ଚାଷୀ ସଂଘ । ଜାତୀୟ ଅଣ୍ଡା ସମନ୍ୱୟ କମିଟିର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡିଶାର ଚାଷୀ କ୍ଷତି ସହୁଛନ୍ତି । ଆନ୍ଧ୍ର କୁକୁଡା ଚାଷୀ ଓ ଜାତୀୟ ଅଣ୍ଡା ସମ୍ବନୟ କମିଟିର ମଧୁଚନ୍ଦ୍ରିକା ଓଡିଶା…