Daily Archives

April 16, 2022

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦିଲ୍ଲୀରେ ତୁମୁଳକାଣ୍ଡ । ଜାହାଙ୍ଗୀରପୁରାରେ ପଥର ମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ…

କନକ ବ୍ୟୁରୋ : ଦିଲ୍ଲୀରେ ହନୁମାନ ଜୟନ୍ତୀରେ ହିଂସାକାଣ୍ଡ । ଦିଲ୍ଲୀର ଜାହାଙ୍ଗୀରପୁରା ଅଂଚଳରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିବା ବେଳେ ଏହି ଅଘଟଣ ଘଟିଛି । ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥର ମାଡ ହୋଇଛି । ଯାହାକୁ ନେଇ ଜାହାଙ୍ଗୀରପୁରା ଅଂଚଳରେ ଉତ୍ତେଜନା…

ଆମେରିକା ଓ ନାଟୋକୁ ରୁଷିଆର ଧମକ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଭ୍ଲାଦିମିର ପୁଟିନଙ୍କ ଚେତାବନୀ

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷିଆର ଲଗାତର ଆକ୍ରମଣ ପରେ ବି ୟୁକ୍ରେନ ଏହାର କଡାକଡି ଜବାବ ଦେଉଛି । ମୁଖ୍ୟତଃ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକୁ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ଯାହାଫଳରେ ୟୁକ୍ରେନ ବିଜୟ ରୁଷିଆ ପାଇଁ କଷ୍ଟକର ହୋଇପଡୁଛି । ଏଥିରେ…

ସାଂଘାଇରେ କରୋନାକୁ ବଳି ଗଲା ଲକଡାଉନ କଟକଣା: ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ନିୟମ

କନକ ବ୍ୟୁରୋ: ଚୀନ ସାଂଘାଇରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଅଧିକ ମାତ୍ରାରେ ସଂକ୍ରମଣ ହେଉଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଠାରେ ପ୍ରଶାସନ ଶକ୍ତ କଟକଣା ଲଗାଇଛନ୍ତି । ଯାହାକୁ ନେଇ ସହରରେ ଦୀର୍ଘ ସମୟ ଧରି ଲକଡାଉନ୍ କଟକଣା ଲଗାଯାଇଛି ।…

ଦିଲ୍ଲୀ ପରେ ପଞ୍ଜାବରେ ମିଳିବ ମାଗଣା ବିଜୁଳି: ଜୁଲାଇ ପହିଲାରୁ ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି

କନକ ବ୍ୟୁରୋ: ପଂଜାବରେ ଏକ ମାସ ପୂର୍ତି ସରକାର ଗଠନ ଅବସରରେ ବଡ ଘୋଷଣା କରିଛି ଆପ୍ ସରକାର । ଘର ପ୍ରତି ୩ଶହ ୟୁନିଟ ମାଗଣା ଯୋଗାଇ ଦେବାକୁ ମାନ୍ ସରକାର ଘୋଷଣା କରିଛନ୍ତି । ଜୁଲାଇ ୧ତାରିଖରୁ ଏହି ନୂଆ  ନିୟମ ଲାଗୁ ହେବ । ଏହାସହ ଶିଳ୍ପାଂଚଳ ଓ ବ୍ୟବସାୟିକ ଦରରେ ବୃଦ୍ଧି ହେବ ନାହିଁ ବୋଲି…

କଂଗ୍ରେସର ମିଶନ ୨୦୨୪: କଂଗ୍ରେସରେ ମିଶିବେ କି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର?

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପୁଣି ଚର୍ଚ୍ଚାରେ । ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଶନିବାର ଦିନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ସୋନିଆ, ରାହୁଲ ଓ ବରିଷ୍ଠ ନେତାଙ୍କ ସହ ପ୍ରଶାନ୍ତ କିଶୋର ବୈଠକ…