Daily Archives

April 2, 2022

ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ । ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ମିଳିଲା ଦାୟିତ୍ୱ ।

କନକ ବ୍ୟୁରୋ: ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା…

ରାଜସ୍ଥାନ କରୌଲୀରେ ତୁମୁଳକାଣ୍ଡ । ବାଇକ୍ ରାଲି ଉପରକୁ ଭୟଙ୍କର ପଥରମାଡ । ଲାଗିଲା କର୍ଫ୍ୟୁ, କଟିଲା ଇଣ୍ଟରନେଟ୍ ।

କନକ ବ୍ୟୁରୋ: ରାଜସ୍ଥାନର କରୌଲୀରେ ତୁମୁଳକାଣ୍ଡ । ଶନିବାର ଏକ ବାଇକ୍ ରାଲି ଉପରେ ପଥରମାଡ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହି ପଥରମାଡ ଏତେ ଭୟାନକ ଥିଲା ଯେ, ଏଥିରେ ପ୍ରାୟ ୪୨ ଜଣ ଲୋକ ଆହତ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ସ୍ଥିତି ଯେପରି ଅଣାୟତ୍ତ ନହୁଏ…

ଚୀନ ଏବଂ ୟୁରୋପରେ ବଢୁଛି କରୋନା । ସତର୍କ କରାଇଲେ ଆଇସିଏମଆର ବୈଜ୍ଞାନିକ, କହିଲେ ଆସିପାରେ ପୁଣି ବିପଦ ।

କନକ ବ୍ୟୁରୋ : ଦେଶରେ କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ କୋଭିଡ କଟକଣାକୁ କୋହଳ କରିଛନ୍ତି । ଏମିତିକି ମାସ୍କ ନପିନ୍ଧିଲେ ଆଉ ଜୋରିମାନା ଦେବାକୁ ପଡିବନି । ସେପଟେ କୋଭିଡ କଟକଣା କୋହଳ ହୋଇଥିବା ଦେଶ ଗୁଡିକରେ ପୁଣି ରକେଟ ବେଗରେ ଆଗକୁ ବଢୁଛି ସଂକ୍ରମଣ । ତେଣୁ ଭାରତରେ…

ରୁଷ ଉପରେ ପ୍ରତିବନ୍ଧକ, ବର୍ଷିଲା ଚୀନ୍ । ଯୁଦ୍ଧ ପାଇଁ ଆମେରିକାକୁ କଲା ଦାୟୀ ।

କନକ ବ୍ୟୁରୋ : ୟୁରୋପ ସହ ବୈଠକ ବେଳେ ଅସନ୍ତୋଷ ଝାଡିଲା ବେଜିଂ । ଯୁଦ୍ଧ ବେଳେ ଆମେରିକା ଏକତରଫା ଭାବେ ରୁଷ ବିରୋଧରେ ପ୍ରତିବନ୍ଧକ ଲଗାଇଛି ବୋଲି ଚୀନ୍ କହିଛି । ସେପଟେ ଯୁଦ୍ଧର ୩୮ ଦିନରେ ୟୁକ୍ରେନକୁ ପୁଣି ଥରେ ଆମେରିକା ସହଯୋଗର ହାତ ବଢାଇଛି । ରୁଷ ଉପରେ ପ୍ରତିବନ୍ଧକ, ବର୍ଷିଲା ଚୀନ୍ ।…

ଏପ୍ରିଲ ୧୧କୁ ଛେନାପୋଡ ଦିବସ ଭାବେ ପାଳନ ପାଇଁ ଉଦ୍ୟମ । ମିଠାର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଆଖି ଆଗରେ ରଖି…

କନକ ବ୍ୟୁରୋ: ଏପ୍ରିଲ ୧୧କୁ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଏହି ଦିନ ଛେନାପୋଡର ସ୍ରଷ୍ଟା ଭାବେ ପରିଚିତ ସୁଦର୍ଶନ ସାହୁଙ୍କ ଜନ୍ମଦିନ । ତେଣୁ ପଖାଳ ଦିବସ ଓ ରସଗୋଲା ଦିବସ ପରି ଛେନାପୋଡ ଦିବସକୁ ପାଳନ କରି ଏହି ମିଠାର ଗ୍ରହଣୀୟତା ଜାତୀୟ…