Daily Archives

April 1, 2022

ଇସ୍ତଫା ଦେବେନି ପାକ୍ ପ୍ରଧାନମନ୍ତ୍ରୀ । ଶେଷ ବଲ ଯାଏ ଖେଳିବେ ଇମ୍ରାନ୍

କନକ ବ୍ୟୁରୋ: ଏପ୍ରିଲ ୩ ତାରିଖରେ ପାକିସ୍ତାନ ସଂସଦରେ ଇମ୍ରାନ୍ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କ୍ଷମତାଚ୍ୟୁତ ହେବା ଆଶଙ୍କା ଭିତରେ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।…

ଭାରତକୁ ରୁଷର ବଡ଼ ଅଫର । ବ୍ୟାରେଲକୁ ମିଳିବ ୩୫ ଡଲାର ରିହାତି

କନକ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ପ୍ରତିବନ୍ଧକର ଶିକାର ହୋଇଥିବା ରୁଷ ଭାରତକୁ ବଡ ରିହାତିରେ ଅଶୋଧିତ ତେଲ ଦେବାକୁ ପ୍ରସ୍ତାବ ଦେଇଛି । ବ୍ୟାରେଲର ଅନ୍ତର୍ଜାତୀୟ ମୂଲ୍ୟଠୁ ପ୍ରାୟ ୩୫ ଡଲାର ରିହାତିରେ ଭାରତକୁ ଚଳିତ ବର୍ଷ ୧୫ ମିଲିଅନ ବ୍ୟାରେଲ ତେଲ ଦେବାକୁ ମସ୍କୋ…

ନୂଆଦିଲ୍ଲୀରେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ । କହିଲେ କ୍ରେମଲିନ ଚାହେଁ ଭାରତ କରୁ ମଧ୍ୟସ୍ଥତା ।

କନକ ବ୍ୟୁରୋ: ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରଭ କହିଛନ୍ତି, ୟୁକ୍ରେନ ସହ ବୈଠକ ବେଳେ ଭାରତ କରୁ ମଧ୍ୟସ୍ଥତା । ଏହା କ୍ରେମଲିନର ଇଚ୍ଛା । ଆଜି ନୂଆଦିଲ୍ଲୀରେ ଭାରତ ଏବଂ ରୁଷ ବୈଦେଶିକ ମନ୍ତ୍ରୀ ବୈଠକ ପରେ ସେ ଏପରି କହିଛନ୍ତି । ଭାରତର ଆବଶ୍ୟକତାକୁ ପୂରଣ କରିବାକୁ ରୁଷ ପ୍ରସ୍ତୁତ…

ହଷ୍ଟେଲ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପ୍ରଧାନଶିକ୍ଷକ ସସପେଣ୍ଡ । ମୃତ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା…

କନକ ବ୍ୟୁରୋ: ହଷ୍ଟେଲ ଛାତରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ପ୍ରମାଣ ଆଧାରରେ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ନିଲମ୍ବନ…

ଚର୍ଚ୍ଚାରେ ଦୁଇ ସରପଞ୍ଚ । ଜଣେ ପାଣି ଦେବାକୁ କହି ପ୍ରତିଶ୍ରୁତି ରଖିଲେ, ଆଉ ଜଣେ ଦୁର୍ନୀତି ରୋକିବାକୁ ମୋବାଇଲ ନମ୍ବର…

କନକ ବ୍ୟୁରୋ: କଥା ଦେଇ କଥା ରଖିଲେ ମହିଳା ସରପଞ୍ଚ । ନିର୍ବାଚନ ପୂର୍ବରୁ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଜିତିଲା ପରେ ସେହି ପ୍ରତିଶ୍ରୁତି ପାଳନ କରୁଛନ୍ତି । ଟ୍ୟାଙ୍କର ଧରି ଘର ଆଗରେ ପହଞ୍ଚିଛନ୍ତି କୋରାପୁଟ ଜିଲ୍ଲା ଶଶାହାଣ୍ଡି ପଞ୍ଚାୟତର ସରପଞ୍ଚ ପଦ୍ମିନୀ ମାଝି ।…

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ । ଚାପମୁକ୍ତ ରହିବାକୁ ପରୀକ୍ଷାର୍ଥୀଙ୍କୁ ଦେଲେ ଟିପ୍ସ

କନକ ବ୍ୟୁରୋ: ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପଞ୍ଚମ ସଂସ୍କରଣରେ ଦେଶର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ନରେନ୍ଦ୍ର ମୋଦି । ତାଲକୋଟରା ଷ୍ଟାଡିୟମରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ…