୫ରୁ ୧୨ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ ଟିକା: ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ
କନକ ବ୍ୟୁରୋ: କରୋନା ସଂକ୍ରମଣର ଚତୁର୍ଥ ଲହର ନେଇ ଆଶଙ୍କା ବଢୁଥିବା ବେଳେ ଟିକାକରଣକୁ ନେଇ ବଡ ଖବର ଆସିଛି । ଏଣିକି ୧୨ବର୍ଷରୁ କମ ବୟସର ପିଲାଙ୍କୁ କୋଭିଡ ଟିକା ଦିଆଯିବ । ୫ରୁ ୧୨ବର୍ଷ ପିଲାଙ୍କୁ କୋର୍ବେଭାକ୍ସ, ୬ରୁ ୧୨ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦେଶରେ କୋଭିଡ ସଂକ୍ରମଣ…