Daily Archives

April 7, 2022

ଶ୍ରୀଲଙ୍କାକୁ ସହାୟତା ପାଇଁ ଭାରତକୁ ପ୍ରଂଶସା: ବଡ ଭାଇ କହି ପ୍ରଂଶସା କଲେ କ୍ରିକେଟର ସନତ ଜୟସୁରିୟା

କନକ ବ୍ୟୁରୋ: ଅସ୍ଥିର ଶ୍ରୀଲଙ୍କା । ବଢୁଛି ଲୋକଙ୍କ ଆକ୍ରୋଶ । ଜନସାଧାରଣଙ୍କ ଅସନ୍ତୋଷ ବଢୁଥିଲେ ବି ରାଷ୍ଟ୍ରପତି ପଦ ଛାଡିବା ପାଇଁ ସିଧାସଳଖ ମନା କରିଦେଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ । (୧୬,୧୮) ଶ୍ରୀଲଙ୍କାରେ ଅର୍ଥନୈତିକ ଅସ୍ଥିରତା ପରେ ରାସ୍ତାକୁ ଓହ୍ଳାଇ ଆସିଛନ୍ତି ସାଧାରଣ…

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ଚିନ୍ତାଜନକ ତଥ୍ୟ । ଏବେ ବି ପୁତ୍ର ସନ୍ତାନ ପ୍ରତି ବଳବତ୍ତର ରହିଛି ଦୁର୍ବଳତା ।

କନକ ବ୍ୟୁରୋ : ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ଏବେବି ଅନେକ ପୁତ୍ର ସନ୍ତାନ ପାଇଁ ଆଶା କରୁଛନ୍ତି । ରିପୋର୍ଟରେ କୁହାଯାଇଛି, ବିଭିନ୍ନ କ୍ଷେତ୍ରରେ ଝିଅମାନଙ୍କର ସଫଳତା ଓ ଅଭିଭାବକଙ୍କ ପ୍ରତି ସେବା ଯତ୍ନ ସତ୍ୱେ ଏବେ ବି ୭୮ ପ୍ରତିଶତ ମହିଳା ଓ ୭୨…

ଇମ୍ରାନ୍ ଖାନଙ୍କୁ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ଇମ୍ରାନ୍ ଖାନଙ୍କୁ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏପ୍ରିଲ ୯ ତାରିଖରେ ଅନାସ୍ଥା ନେଇ ହେବ ଭୋଟିଂ । ତେବେ ପୁନଃ ନିର୍ବାଚନ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି ସୁପ୍ରିମକୋର୍ଟ । ପାକିସ୍ତାନ ପ୍ରଧାନମନ୍ତ୍ରୀ…

କରୋନାର ନୂଆ ଭାରିଆଣ୍ଟକୁ ନେଇ ସାମ୍ନାକୁ ଆସିଲା ଭିନ୍ନ ମତ । ଜାଣନ୍ତୁ କ’ଣ କହିଲେ ବିଶେଷଜ୍ଞ ।

କନକ ବ୍ୟୁରୋ : କରୋନାର ନୂଆ ଭାରିଏଂଟ ଏକ୍ସଇ ମୁମ୍ବାଇରେ ଚିହ୍ନଟ ହେବା ନେଇ ଖବର ପରେ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗୋଟିଏ ପଟେ ମୁମ୍ବାଇ ମହାନଗର ନିଗମ କହୁଛି ଯେ, ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ପାଖରେ ଏକ୍ସଇ ଭାରିଏଂଟ ଚିହ୍ନଟ ହୋଇଛି । ହେଲେ ଏହି କଥାକୁ ଉଭୟ…

ଯନ୍ତ୍ରୀଙ୍କ ଘରେ ପୁଳାପୁଳା ଟଙ୍କା: ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ଜବତ ହେଲା ନଗଦ ୨ କୋଟି ଟଙ୍କା

କନକ ବ୍ୟୁରୋ: ୨ କୋଟିର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭିଜିଲାନ୍ସ ଅଧିକାରୀ । ଯନ୍ତ୍ରୀଙ୍କ ଘରୁ ଭିଜିଲାନ୍ସ ଜବତ କଲା ନଗଦ ୨ କୋଟି ଟଙ୍କା । ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ଜବତ ହେଲା ଟଙ୍କା । ଭୁବନେଶ୍ୱରସ୍ଥିତ ଘରୁ ସର୍ଚ୍ଚ ସମୟରେ ମିଳିଲା ନଗଦ ଟଙ୍କା । ନଗଦ…