Daily Archives

April 22, 2022

Truecallerର ବଡ ଘୋଷଣା । ୟୁଜର୍ସଙ୍କୁ ଲାଗିବ ବଡ ଝଟକା, ବନ୍ଦ ହେବ ଲୋକଙ୍କ ପସନ୍ଦର ଫିଚର ।

କନକ ବ୍ୟୁରୋ : କଲ ରେକର୍ଡିଂ ଉପରେ ଗୁଗୁଲ କଟକଣା ଲଗାଇବାକୁ ଘୋଷଣା କରିଛି । ଆସନ୍ତା ୧୧ ମେ’ ଠାରୁ ଗୁଗୁଲର ନୂଆ ପଲିସି ଲାଗୁ ହେବ । ଆଉ ଏହାଦ୍ୱାରା ଏଣ୍ଟ୍ରୟଡ ସ୍ମାର୍ଟଫୋନରେ ଏଣିକି ତୃତୀୟ ପକ୍ଷ ଆପ ଦ୍ୱାରା କଲ ରେକର୍ଡିଂ ସୁବିଧା ମିଳିବ ନାହିଁ । ଗୁଗୁଲର ଏହି ନୂଆ ପଲିସି ଆସିବା ପରେ…

ଦିଲ୍ଲୀରେ ବେରୋଜଗାରଙ୍କୁ ମିଳିବ ଭତ୍ତା । ଗ୍ରାଜୁଏଟଙ୍କୁ ୫ହଜାର ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ମାସିକ ସାଢେ ୭ହଜାର ଟଙ୍କା…

କନକ ବ୍ୟୁରୋ : ଖୁବଶୀଘ୍ର ଦିଲ୍ଲୀରେ ମିଳିବ ବେକାରୀ ଭତ୍ତା । ଦିଲ୍ଲୀରେ ରହୁଥିବା ବେରୋଜଗାରୀଙ୍କ ପାଇଁ ଖୁସି ଖବର । ଏଣିକି ଦିଲ୍ଲୀର ବେରୋଜଗାରୀଙ୍କୁ  ମିଳିବ ମାସିକ ଭତ୍ତା । ଏନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିିୱାଲ । ଯେଉଁମାନେ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି କିନ୍ତୁ ଚାକିରି…

ରାଜଧାନୀରେ ଏଟିଏମ୍ ତାଡ଼ି ଲୁଟ ମାମଲାରେ ଖସିଯିବେ କି ଅପରାଧୀ ? ପୋଲିସର ମିଛ ଏବେ ଅପରାଧୀଙ୍କ ପାଇଁ ପାଲଟିପାରେ ବରଦାନ!

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କମିଶନରେଟ୍ ପୁଲିସ ମୁଖିଆ ମିଛ କହିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମିତି ମିଛ କହିବା ପଛର କାରଣ କଣ ସେ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ପୁଲିସର ଏହି ମିଛ ଅଭିଯୁଙ୍କ ପାଇଁ ବରଦାନ…

ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ଚୁକ୍ତି: ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଦୁଇ ଦେଶ ରାଜି

କନକ ବ୍ୟୁରୋ: ୟ୍ରୁକ୍ରେନ-ରୁଷ ମଧ୍ୟ ଘମାଘୋଟ ଯୁଦ୍ଧ ଚାଲିଥିବା, ଭାରତ ଓ ବିଟ୍ରେନ ମଧ୍ୟରେ ନୂଆ ରଙ୍ଗ ଲାଗିଛି । ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ନେତା ପରସ୍ପରକୁ ଭେଟିଛନ୍ତି ।…

୨ ଦିନ ପରେ ଜମ୍ମୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ଗସ୍ତ ପୂର୍ବରୁ ଶାମ୍ବା ଜିଲ୍ଲାରେ ସିଆଇଏସଫର ଏକ ବସ ଉପରେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ବା ଜିଲ୍ଲା ଗସ୍ତର ଦୁଇଦିନ ପୂର୍ବରୁ ଜାମ୍ମୁରେ ବଡଧରଣ ଆତଙ୍କବାଦୀ ଆକ୍ରମଣ ହୋଇଛି । ସକାଳ ସିଫ୍ଟରେ ଯାଉଥିବା ସିଆଇଏସଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ୯ ଜଣ…

କରୋନା ସଂକ୍ରମଣ ବ୍ୟାପୁଛି, ଚିନ୍ତା ବଢୁଛି । ମାସ୍କ ପିନ୍ଧିବା ସହ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦେଲା…

କନକ ବ୍ୟୁରୋ : ଦେଶରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ହୋଇଛି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଟିକା ନେବାକୁ ଗୁରୁତ୍ୱ ଦେଉଛନ୍ତି ବିଶେଷଜ୍ଞ । ହେଲେ, ସଂଜୀବନୀ କୁହାଯାଉଥିବା ଟିକାକୁ ନେଇ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ଚମକାଇ…