Daily Archives

April 20, 2022

‘ହୁ’ ମୁଖ୍ୟଙ୍କୁ ମିଳିଲା ନୂଆ ଗୁଜରାଟି ନାଁ: ଟେଡରସ ଆଧାନମଙ୍କୁ ତୁଳସୀ ଭାଇ ବୋଲି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ହୁ ନିର୍ଦ୍ଦେଶକଙ୍କୁ ଗୁଜୁରାତି ନା ଦେଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀ ହୁ ନିର୍ଦ୍ଦେଶକ ଟେଡରସ ଆଧାନମଙ୍କୁ ତୁଳସି ଭାଇ ନା ଦେଇଛନ୍ତି । ଏବଂ ଏଇ ନା ଶୁଣିବା ପରେ ବେସ ଖୁସି ଅନୁଭବ କରିଥିବେ ଟେଡରସ ଆଧାନମ । ସେହିପରି ଗୁଜୁରାତ ମାଟିରେ ପହଂଚି ନିଜକୁ ଗର୍ବିତ…

ଡୋନବାସରେ ୟୁକ୍ରେନ-ରୁଷିଆ ମୁହାଁମୁହିଁ: ରୁଷ ସେନାକୁ ୟୁକ୍ରେନ ସେନାର ପ୍ରତିରୋଧ

କନକ ବ୍ୟୁରୋ: ପୂର୍ବ ୟୁକ୍ରେନର ଡୋନବାସ କ୍ଷେତ୍ରରେ ଚାଲିଛି ଜୋରଦାର ଯୁଦ୍ଧ । ଡୋନବାସ କ୍ଷେତ୍ରରେ ଥିବା ମାରିୟୁପୋଲରେ ୟୁକ୍ରେନ ସେନାକୁ ଅସ୍ତ୍ର ପକାଇବାକୁ ଚରମବାଣୀ ଶୁଣାଇ ସାରିଲାଣି କ୍ରେମଲିନ୍ । ରୁଷିଆ ବୈଦେଶିକ ମନ୍ତ୍ରୀ ସରଗଇ ଲାବରୋବ ବୁଧବାର ୟୁକ୍ରେନକୁ ଏହି ଚେତାବନୀ ଦେଇଛି ।…

ଆଇପିଏଲ ଭିତରେ ପୋଲାର୍ଡଙ୍କ ବଡ ନିଷ୍ପତ୍ତି: ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

କନକ ବ୍ୟୁରୋ: ଆଇପିଏଲ ଚାଲିଥିବା ବେଳେ ଏକ ବଡ ନିଷ୍ପତ୍ତି ନେଇଛନ୍ତି କିରନ ପୋଲାର୍ଡ । ୱେଷ୍ଟଇଣ୍ଡିଜର ଏହି ଷ୍ଟାର କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର ପରେ ଏବେ ଏଥିରେ ବିଶ୍ରାମ ନେଇଛନ୍ତି ପୋଲାର୍ଡ । ସେ ନିଜ ଇନଷ୍ଟାଗ୍ରାମ…

ଦେଶରେ ୩ମାସ ପରେ ଆର ଭାଲ୍ୟୁ ଟପିଲା ୧: ମଙ୍ଗଳବାର ତୁଳନାରେ ବୁଧବାର ଦେଶରେ ସଂକ୍ରମଣ ହାର ୬୫ ପ୍ରତିଶତରୁ ଅଧିକ

କନକ ବ୍ୟୁରୋ: ଦେଶରେ ପୁଣି ଉପର ମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ । ଏନେକ ଦିନ ତଳ ମୁହଁ ଥିବା କୋଭିଡ ସଂକ୍ରମଣ ପୁଣି ବଢିବାରେ ଲାଗିଛି । ବୁଧବାର ଦେଶର ଚିହ୍ନଟ ହୋଇଥିବା କୋଭିଡ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ପ୍ରତିଶତ କେବଳ ରାଜଧାନୀ ଦିଲ୍ଲୀରୁ ହୋଇଥିବା ଜଣାପଡିଛି । ସେପଟେ କରୋନା…

ଦିଲ୍ଲୀ ଜାହାଙ୍ଗୀରପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା: ରୋକ୍ ଲଗାଇଲେ ସୁପ୍ରିମକୋର୍ଟ 

କନକ ବ୍ୟୁରୋ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅବୈଧ ଘର, ଦୋକନ ବଜାର ଆଦି ଭଙ୍ଗାଯାଉଥିବା ବେଳେ ସୁପ୍ରିମକୋର୍ଟ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ନର୍ଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବା ଏନଡିଏମସି ଓ ପିଡବ୍ଲୁଡିର ମିଳିତ…

ଯେଉଁ ହୋଟେଲରେ କାମ କରୁଥିଲେ ସେଠି କଳାକନା ବୁଲାଇଲେ: ଚୋରି ଟଙ୍କାକୁ ନେଇ ମାଟି ତଳେ ପୋତିଥିଲେ

କନକ ବ୍ୟୁରୋ: ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଳାରେ । ସମ୍ବଲପୁର ଶୀଲା ଟାୱାର ହୋଟେଲରୁ ଚୋରି ହୋଇଥିବା ଏକ ମାମଲାର ତଦନ୍ତ କରୁ କରୁ ଦେବଗଡର ଏହି ସ୍ଥାନରେ ପହଁଚିଥିଲା ପୁଲିସ । ଆଉ ମାଟି ଖୋଳିବା ପରେ ଯାହା ଦେଖିବାକୁ ମିଳିଥିଲା…