Monthly Archives

March 2022

କାଲିଠୁ ଆରମ୍ଭ ହେବ ନୂଆ ଆର୍ଥିକବର୍ଷ, ବଦଳିବ ଅନେକ ଖର୍ଚ୍ଚ ତାଲିକା । ଥଣ୍ଡା, ଜ୍ୱର ଭଳି ଜରୁରୀ ଔଷଧର ବଢିବ ଦାମ ।

କନକ ବ୍ୟୁରୋ : ରାତି ପାହିଲେ ଏପ୍ରିଲ ମାସ । ଅର୍ଥାତ ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ଆରମ୍ଭ ହେବ । ଆର୍ଥିକ ବର୍ଷ ଆରମ୍ଭରୁ ହିଁ ଅନେକ ନିୟମରେ ପରିବର୍ତନ ହେବାକୁ ଯାଉଛି । ଯାହା ସିଧାସଳଖ ଭାବରେ ଆପଣଙ୍କ ପକେଟ ଉପରେ ପ୍ରଭାବ ପକାଇବ । ନଜର ପକାନ୍ତୁ କ’ଣ ସବୁ ପରିବର୍ତ୍ତନ ହେଉଛି । -ଯେଉଁ…

ସଂଖ୍ୟା ଖେଳରେ ଫସିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ନ୍ୟାସନାଲ ଆସେମ୍ବଲିରେ ଭୋଟିଂ କରିବାକୁ…

କନକ ବ୍ୟୁରୋ : ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଇସ୍ତ୍ରଫା ଦେଇପାରନ୍ତି । ଆଜି ରାତିରେ ସେ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଇମ୍ରାନ ଖାନଙ୍କ ସରକାରକୁ ସମର୍ଥନ କରୁଥିବା ସହଯୋଗୀ ଦଳ ହାତ ଛାଡିଦେଇଛନ୍ତି । ତେଣୁ ସଂସଦରେ ସରକାର ଗଢିବା ପାଇଁ…

ଲେମ୍ବୁ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର, ବିଧାନସଭାରେ କୃଷିମନ୍ତ୍ରୀ କହିବା ପରେ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ: ଲେମ୍ବୁ ଉତ୍ପାଦନରେ ଓଡ଼ିଶା ନମ୍ବର ୱାନ ବୋଲି ବିଧାନସଭାରେ କୃଷିମନ୍ତ୍ରୀ ଉତର ରଖିବା ପରେ ଏହାକୁ ନେଇ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ହେଉଛି । ଏବେ ବଜାରରେ ଲେମ୍ବୁ ଗୋଟିକୁ ୫ରୁ ୭ ଟଙ୍କା ହୋଇଥିବା ବେଳେ ଓଡ଼ିଶା କେମିତି ନମ୍ବର ୱାନ…

ନୀତିଶ କୁମାରଙ୍କ ବଡ଼ ବୟାନ । କହିଲେ, ମଦ ପିଉଥିବା ଲୋକ ଭାରତୀୟ ନୁହନ୍ତି, ସେମାନେ ମହାପାପି ।

କନକ ବ୍ୟୁରୋ : ଯେଉଁମାନେ ମଦ ପିଅନ୍ତି ସେମାନେ ମହାପାପୀ । ସେମାନେ କେବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅନୁସରଣ କରନ୍ତିନି । ସେମାନେ କେବେ ଭାରତୀୟ ବୋଲି କହିପାରିବେନି । ବିହାର ବିଧାନସଭାରେ ଏକସାଇଜ୍ ଆମେଂଡମେଂଟ ବିଲ୍ ପାରିତ ହେବା ବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ…

ମାନସ ହତ୍ୟା ମାମଲାରେ ସତ ମାନିଲା ଅଭିଯୁକ୍ତ ରଂଜନ: କ୍ରାଇମବ୍ରାଂଚକୁ କହିଲା, କିଡନାପ୍, ମର୍ଡର ଓ ପ୍ରମାଣ ନଷ୍ଟର ପୂରା…

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଅପହରଣ, ହତ୍ୟା, ଶବ ପୋତିବା ଠାରୁ ଆରମ୍ଭ କରି ପ୍ରମାଣ ନଷ୍ଟ ପାଇଁ ହୋଇଥିବା କାରସାଦିର ଗୁମର ଖୋଲିଛି ଅଭିଯୁକ୍ତ ରଂଜନ ନାୟକ । ମୃତଦେହକୁ ପୋତି ଦେବା ପରେ ଯେଉଁ ସ୍ଥାନରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରାଯାଇଥିଲା, ରଂଜନକୁ ସେହି ସ୍ଥାନକୁ…

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ: ତେଲ ଦରରେ ଲାଗୁନି ବ୍ରେକ୍, ୧୦ ଦିନରେ ୭ ଟଙ୍କା ବୃଦ୍ଧି । ଗ୍ୟାସ ସିଲିଣ୍ଡରକୁ ପୂଜା…

କନକ ବ୍ୟୁରୋ: ନିର୍ବାଚନ ସରିବାକୁ ଯେମିତି ସରକାର ଅପେକ୍ଷା କରିଥିଲେ । ୫ ରାଜ୍ୟର ଭୋଟ୍ ଆଗରୁ ବିଶ୍ୱାସ ଜିତିବାକୁ ଦର କମ୍ କଲେ, ଆଉ ସରକାର ଗଠନ ପରେ ଲଗାତର ଭାବେ ଦର ବଢାଇ ଚାଲିଲେ । ଅବକାରୀ ଶୁଳ୍କ ବାବଦକୁ ପେଟ୍ରୋଲ ଉପରେ ୫ ଟଙ୍କା କମାଇଥିଲେ, ହେଲେ ଏବେ ୭ ଟଙ୍କା ବଢାଇ ସାରିଲେଣି ।…