Daily Archives

April 19, 2022

ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାର ଖୋଲୁଛି ଗୁମର: ପୋଲିସ ହାତରେ ଲାଗିଲା ଦଙ୍ଗା ପୂର୍ବ ରାତିର ସିସିଟିଭି ଫୁଟେଜ୍

କନକ ବ୍ୟୁରୋ: ଦିଲ୍ଲୀ ଜାହାଙ୍ଗିରପୁରୀ ସାମ୍ପ୍ରଦାୟିକ ହିଂସାକାଣ୍ଡର ଖୋଲୁଛି ଗୁମୁର । ପୋଲିସର ତଦନ୍ତ ଯେତେ ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି । ଏହାରି ଭିତରେ ହିଂସାକାଣ୍ଡ ପୂର୍ବଦିନ ରାତି ଅଧିଆ ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି । ଯେଉଁଠିରେ କିଛି ବ୍ୟକ୍ତି…

ପାକିସ୍ତାନ ରାଜନୀତିରେ ସରୁନି ଡ୍ରାମା: ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଶପଥ ନେଲେ କ୍ୟାବିନେଟର ୩୧ ମନ୍ତ୍ରୀ

କନକ ବ୍ୟୁରୋ: ପାକିସ୍ତାନ ରାଜନୀତିରେ ଝଡ ଶେଷ ହେବାର ନାଁ ନେଉନି । ଇମ୍ରାନ ଖାନ୍ଙ୍କ ସରକାର ଭାଙ୍ଗିବା ଆଉ ନୂଆ ସରକାର ଗଠନ ହେବା ପରଠାରୁ ପ୍ରତିଦିନ ନୂଆ ନୂଆ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ମଙ୍ଗଳବାର ରାଷ୍ଟ୍ରପତି ଆରିଫ ଅଲବୀଙ୍କ ଅନୁପସ୍ଥିତିରେ ନୂଆ କ୍ୟାବିନେଟ୍ର ଗଠନ ହେବା ସହ…

ଭାରତଠାରୁ ଅତିରିକ୍ତ ମେଡିକାଲ ସହାୟତା ମାଗିଲା ରୁଷ: କଟକଣା ପାଇଁ ଦେଶରେ ମିଳୁନି ଆବଶ୍ୟକୀୟ ମେଡିକାଲ ଉପକରଣ

କନକ ବ୍ୟୁରୋ: ଭାରତ ଠାରୁ ଅତ୍ୟଧିକ ମେଡିକାଲ ସହାୟତା ଲୋଡିଲା ରୁଷିଆ । ୟୁକ୍ରେନ ବିରୋଧରେ ଆକ୍ରମଣ ପରଠାରୁ ଔଷଧ ଓ ଅନ୍ୟ ମେଡିକାଲ ସାମଗ୍ରୀର ଅଭାବ ଏବେ ରାଷ୍ଟ୍ରପତି ପୁଟିନ୍ଙ୍କ ଚିନ୍ତାର କାରଣ ହୋଇଛି । ସେପଟେ ପାଶ୍ଚାତ୍ୟ ଦେଶର କଟକଣା ପାଇଁ ୟୁରୋପରୁ ଔଷଧ ଓ ଆବଶ୍ୟକ ମେଡିକାଲ ଉପକରଣ ବି…

ପାଠ ପଢିଲେ କଟକର ଡେପୁଟି ମେୟର: ରେଭେନ୍ସା ଆସି କ୍ଲାସରୁମରେ ସାଙ୍ଗସାଥୀଙ୍କୁ ଭେଟିଲେ, ଅଧ୍ୟାପକଙ୍କ ସହ କଲେ ଆଲୋଚନା

କନକ ବ୍ୟୁରୋ: କଟକ ଡେପୁଟି ମେୟର ଦମୟନ୍ତୀ ମାଝି । ବୟସ ମାତ୍ର ୨୨ ବର୍ଷ । ଆଉ ଏହି ବୟସରେ କାନ୍ଧରେ ମହାନଗରର ବିକାଶର ଦାୟିତ୍ୱ ସହ ମୁଣ୍ଡ ଉପରେ ପାଠ ପଢିବାର ଆଗ୍ରହ । ଆଉ ଚାପ ସତ୍ୱେ ଭେଭେନ୍ସା ବିଶ୍ୱବିଦ୍ୟାଳୟରେ ବି,କମ ପଢୁଥିବା ଦମୟନ୍ତୀ କ୍ଲାସରେ ଯୋଗଦେଇଛନ୍ତି । କ୍ଲାସ ରୁମରେ…

ୟୁକ୍ରେନ ସେନାଙ୍କୁ ରୁଷିଆର ଧମକ: ଅସ୍ତ୍ର ପକାଇବାକୁ ଚେତାବନୀ ଦେଲେ ରୁଷ ରକ୍ଷାମନ୍ତ୍ରୀ

କନକ ବ୍ୟୁରୋ: ୟୁକ୍ରେନ ଉପରେ ଅନ୍ତିମ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ । କଳା ସାଗରରେ ରୁଷିଆ ଯୁଦ୍ଧଜାହଜ ମସ୍କୋଭା ଲୀନ ହେବା ପରେ ୟୁକ୍ରେନକୁ ଚେତାବନୀ ଦେଇଛି କ୍ରେମଲିନ୍ । ସମସ୍ତ ୟୁକ୍ରେନୀୟ ସୋଲଜରଙ୍କୁ ଅସ୍ତ୍ର ପକାଇବାକୁ ଧଉଳ ଦେଇଛି ରୁଷ । କିଭ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି…

ଦେଶରେ ପୁଣି ଉପର ମୁହାଁ କରୋନା ଗ୍ରାଫ: ଶିଶୁ ଓ ସ୍କୁଲ ପିଲାବି ହେଉଛନ୍ତି ସଂକ୍ରମିତ

କନକ ବ୍ୟୁରୋ: ଦେଶରେ ପୁଣି ବଢ଼ୁଛି କରୋନା ଆତଙ୍କ । ଦ୍ରୁତଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବଢ଼ିବା ସହ ଫେରୁଛି କଟକଣା । ଉତରପ୍ରଦେଶର ଲକ୍ଷ୍ନୌ ସମେତ ୭ ଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ବି…