Daily Archives

April 5, 2022

ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାରେ ଜଣେ ଅଟକ । ପୁରୀ ଏସପିଙ୍କ ସୂଚନା ।

କନକ ବ୍ୟୁରୋ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାରୁଜା ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଲ୍ ସିଂ । ସିସିଟିଭି ଫୁଟେଜ ଆଧାରରେ ଚିହ୍ନଟ ହୋଇଥିବା ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ପୁରୀ ଜିଲ୍ଲା ବାହାରୁ ତାଙ୍କୁ…

୪୧ ଦିନରେ ପହଞ୍ଚିଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ରାଜଧାନୀ କିଭରୁ ହଟି ଡୋନବାସ ଦଖଲ ନେଇ ବଢିଲା ରୁଷିଆ ଆର୍ମି ।

କନକ ବ୍ୟୁରୋ : ରୁଷ-ୟୁକ୍ରେନ୍ ଭିତରେ ଯୁଦ୍ଧକୁ ୪୧ ଦିନ ହୋଇ ସାରିଲାଣି । ଦୁଇ ଦେଶ ମଧ୍ୟରେ ଏବେ ବି ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାମଣା ହୋଇପାରୁନାହିଁ । ରାଜଧାନୀ କିଭ୍ ଓ ଏହାର ଆଖ ପାଖ ଅଂଚଳରୁ ରୁଷୀୟ ସେନା ପଛକୁ ହଟିଛନ୍ତି ସତ ହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ବନ୍ଦ ହୋଇନାହିଁ ।…

ମୋଦୀ ସରକାରରେ ସବୁ କିଛି ଠିକ ଅଛି ତ? ଲୋକମତ ଟାଇମ୍ସର ରିପୋର୍ଟ ପରେ ଉଠିଲା ଏମିତି ପ୍ରଶ୍ନ

କନକ ବ୍ୟୁରୋ: ମୋଦୀ ସରକାରରେ ସବୁ କିଛି ଠିକ ଅଛି ତ? ଏଭଳି ପ୍ରଶ୍ନ ଉଠିବାର କାରଣ ଲୋକମତ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟ । ଏଥିରେ କୁହାଯାଇଛି ଯେ, ମୋଦୀ ସରକାରଙ୍କ ଜଣେ ପ୍ରଭାବଶାଳୀ ମନ୍ତ୍ରୀ କୁଆଡ଼େ କହିଛନ୍ତି ଯେ, ସେ ଯେତେବେଳେ ଚାହିଁବେ, ସରକାରର ପତନ ଘଟାଇପାରିବେ । ଏ…

ପାକିସ୍ତାନ ରାଜନୀତିରେ ଘଡିକେ ଛୁଟୁଛି ଘୋଡା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଲେ, ଖାରଜ କରାଯାଇପାରିବନି…

କନକ ବ୍ୟୁରୋ : ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୁପ୍ରିମକୋର୍ଟ ଶୁଣାଣୀ ପୁଣିଥରେ ଘୁଞ୍ଚିଛି । ଆସନ୍ତା ଶୁଣାଣି ବୁଧବାର ହେବ । ଅନ୍ୟପଟେ ପାକିସ୍ତାନରେ ୩ ମାସ ମଧ୍ୟରେ ନିର୍ବାଚନ କରିବା ସପକ୍ଷରେ ନାହାନ୍ତି ନିର୍ବାଚନ ଆୟୋଗ । ରବିବାର ପାକିସ୍ତାନ ସଂସଦରେ…

ମହାନଗରର ମୃତ୍ୟୁ ଯନ୍ତା ପାଲଟିଛି ପଳାଶୁଣି: ଦୁର୍ଘଟଣାରେ ଏସଡିଓଙ୍କ ମୃତ୍ୟୁ ପରେ ବାପା ମନେ ପକାଇଲେ ପୁଅର କଥା

କନକ ବ୍ୟୁରୋ: ଭୁବନେଶ୍ୱରର ପଳାଶୁଣି ଛକରେ ହୋଇଥିବା ଏହି ଦୁର୍ଘଟଣାରେ ଯାଜପୁର ଧର୍ମଶାଳ ଏସଡିଓ ସୁମନ୍ତ ଦାସଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରିଛି । ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତେ ନୀରବ ରହନ୍ତି । ମୃତ ସୁମନ୍ତ ଦାସ ମଧ୍ୟ ପ୍ରାୟତଃ ପଳାଶୁଣି…