Daily Archives

April 6, 2022

ବର୍ବରତାର ସୀମା ଟପିଲା ପୁଟିନ୍ ସେନା । ୟୁକ୍ରେନର ଯୁଦ୍ଧ ଭୂମିରୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ ।

କନକ ବ୍ୟୁରୋ : ରୁଷ୍ ଓ ୟୁକ୍ରେନ ଯୁଦ୍ଧ ଲମ୍ବି ଚାଲିଥିବା ବେଳେ ଯୁଦ୍ଧଭୂମିରୁ ଭୟାନକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ବୁଚା ସହରର ଦୃଶ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ରୁଷ ସେନାର ନରସଂହାର ପରେ ଏଠାରେ ରାଜରାସ୍ତା ଉପରେ ପଡ଼ିରହିଛି ଶହ ଶହ ଶବ । ଏହି ଘଟଣାକୁ ଭାରତ…

ଚୀନରେ ବଢି ବଢି ଚାଲିଛି କରୋନା ସଂକ୍ରମଣ: ୨ ବର୍ଷରେ ଚିହ୍ନଟ ହେଲା ସର୍ବାଧିକ ମାମଲା

କନକ ବ୍ୟୁରୋ: କରୋନାରେ କଲବଲ ହେଉଛି ଚୀନ । ଚୀନରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସାମ୍ନାକୁ ଆସିଥିବା ମାମଲା ଦୁଇ ବର୍ଷରେ ପ୍ରଥମ ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଲକଡାଉନ ଯୋଗୁଁ ଘର ବନ୍ଦି ହୋଇ ରହୁଛନ୍ତି ୨ କୋଟିରୁ ଅଧିକ ଲୋକେ । ଅନ୍ୟପଟେ…

ହିଜାବ ବିବାଦରେ ଅଲ-କଏଦାର ବୟାନ: ଭିଡିଓ ଜାରି କରି ରଲେ କର୍ଣ୍ଣାଟକ ଯୁବତୀଙ୍କ ପ୍ରଶଂସା

କନକ ବ୍ୟୁରୋ: କର୍ଣ୍ଣାଟକ ହିଜାବ ବିବାଦରେ ଅନ୍ତର୍ଜାତୀୟ ଆତଙ୍କୀ ସଙ୍ଗଠନ ଅଲ-କଏଦାର ଏଂଟ୍ରି । ସଙ୍ଗଠନର ମୁଖ୍ୟ ଅଲ – ଜୱାହିରି ଏକ ଭିଡିଓ ଜାରି କରି ହିଜାବ ବିବାଦରେ ସ୍ୱର ଉଠାଇଥିବା କର୍ଣ୍ଣାଟକ ମୁସଲମିମ୍ ଯୁବତୀଙ୍କ ପ୍ରଶଂସା କରିଛି । ଘଟଣାକୁ ନେଇ ଦେଶରେ ପୁଣିଥରେ ହିଜାବ ବିବାଦ ଉପରେ…

କ୍ରାଇମବ୍ରାଞ୍ଚ ଆଗରେ ମୁହଁ ଖୋଲିଲେ ଶର୍ମିଷ୍ଠା । କହିଲେ ଚିପ୍ ପାଇଁ ୧୦ ହଜାର ଟଙ୍କା ମାଗୁଥିଲେ ମାନସ ।

କନକ ବ୍ୟୁରୋ : ମାନସ ସ୍ୱାଇଁ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଜେରାବେଳେ ଶର୍ମିଷ୍ଠା କ୍ରାଇମବ୍ରାଂଚ ଆଗରେ ମେମୋରି ଚିପକୁ ନେଇ ନୂଆ ସୂଚନା ଦେଇଛନ୍ତି । ମାନସ ସ୍ୱାଇଁ ହତ୍ୟା ମାମଲାର ମୂଳ…

ୟୁକ୍ରେନରେ ଋଷ ସେନାର ନରସଂହାରକୁ ନେଇ ମତ ରଖିଛି ଭାରତ: ସଂସଦରେ ବୈଦେଶିକ ମନ୍ତ୍ରୀ କହିଲେ ଏମିତି କଥା…

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ୪୨ ଦିନରେ ପହଂଚିଛି । ୟୁକ୍ରେନରେ ଧ୍ୱଂସ ଲ୍ିଳା ରଚି ଚାଲିଛି ରୁଷ ସେନା । ଏହାଭିତରେ ବୁଚା ସହରରେ ରୁଷ ସେନାର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଘଟଣାକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଡା ନିନ୍ଦା କରିଛନ୍ତି…