Daily Archives

April 24, 2022

ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ । ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର…

କନକ ବ୍ୟୁରୋ:  ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ…

କେବେ ମିଳିଥିଲା ଝାଡୁ ମାରିବା ଚାକିରି, ଏବେ ଆଇପିଏଲ ବନାଇଦେଲା ଷ୍ଟାର । ଜାଣନ୍ତୁ ରିଙ୍କୁଙ୍କ ସଂଘର୍ଷମୟ କ୍ରିକେଟ…

କନକ ବ୍ୟୁରୋ :  ଚଳିତ ଆଇପିଏଲରେ ଅନେକ ନୂଆ ପ୍ରତିଭା ନିଜର ଦମଦାର ପ୍ରଦର୍ଶନ ବଳରେ ଏବେ ଚର୍ଚ୍ଚାରେ ରହିଛନ୍ତି । ଆଉ ସେହି ଯୁବ ଖେଳାଳୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିଙ୍କୁ ସିଂ । ଗୁଜୁରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋଲକାତା ପକ୍ଷରୁ ଡେବ୍ୟୁ କରିଥିବା ରିଙ୍କୁ ସିଂ ପ୍ରଥମ ମ୍ୟାଚରେ ହିଁ…

ପରଲୋକରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । ୮୫ ବର୍ଷ ବୟସରେ ଆଖି ବୁଜିଲେ ‘ପାଟଦେଇ’

କନକ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । ଆଜି ୮୫ ବର୍ଷ ବୟସରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କର ପରଲୋକ ହୋଇଯାଇଛି । ତେବେ ଜଣେ ଓଡିଆ ଗାଳ୍ପିକା ଭାବେ ସେ ବେଶ ପରିଚିତ ଥିଲେ । ୧୯୩୬ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ବୀଣାପାଣି ମହାନ୍ତି…

ବିବାହ ଭୋଜିକୁ ଆସି ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ । ୨୫ରୁ  ଅଧିକ ଆହତ, ୧୦ ଗୁରୁତର

କନକ ବ୍ୟୁରୋ: ପାପଡାହାଣ୍ଡି ନିକଟ ଝିଟୁକୁଗୁଡା ଠାରେ ଓଲଟିଲା ପିକଅପ ଭ୍ୟାନ ।  ଭାରସାମ୍ୟ ହରାଇ  ଗାଡି ଓଲଟିଯିବା ଫଳରେ ୨୫ରୁ ଅଧିକ ଆହତ ହୋଇଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି । ଗାଡିରେ ୪୦ରୁ ଅଧିକ ଲୋକ ଥିଲେ । ସମସ୍ତେ ବିବାହ ଭୋଜି ଖାଇ ସେମାନେ ଘରକୁ ଫେରୁଥିଲେ । ସମସ୍ତେ କୋଶାମୁଗୁଡା…

ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ତୁମ୍ବିଗୁଡା ଘାଟରେ ଗାଧୋଇବା ସମୟରେ ଅଘଟଣ ।

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନାଗାବଳୀ ନଦୀରେ ବୁଡି ପ୍ରାଣ ହରାଇଲେ ୨ ନାବାଳକ । ଆଜି ୮ରୁ ୧୦ ଜଣ ସାଙ୍ଗ ଏକାଠି ହୋଇ ନଦୀରେ ଗାଧୋଉଥିଲେ । ହେଲେ ଏହି ସମୟରେ ହଠାତ୍ ଦୁଇ ଜଣ ସାଙ୍ଗଙ୍କ ଗୋଡ ଖସିଯିବାରୁ ଅଘଟଣ ଘଟିଥିଲା । ତେବେ ସ୍ଥାନୀୟ ଲୋକ ୨ ଜଣ ନାବାଳକଙ୍କୁ ଉଦ୍ଧାର କରିଥିବାବେଳେ, ଏବେ…

କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ହୋଇଛି ପ୍ରଚୁର ପରିମାଣର ମହୁଲ ଫୁଲ । କିଲୋ ପ୍ରତି ୨୦ରୁ ୩୦ ଟଙ୍କାରେ ବିକ୍ରି କରି…

କନକ ବ୍ୟୁରୋ: ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣର ମହୁଲ ଫୁଲ ହୋଇଥିବା ବେଳେ ଏହାର ସଠିକ ମୂଲ୍ୟ ପାଉନଥିବା କହିଛନ୍ତି ମହୁଲ ସଂଗ୍ରହକାରୀ । ଅସାଧୁ ବ୍ୟବସାୟୀ ମାନେ ମହୁଲ ସଂଗ୍ରହକାରୀଙ୍କ ଠାରୁ ନିର୍ଧାରିତ ଦର ଠାରୁ କମ ମୂଲ୍ୟରେ କିଣିନେଉଛନ୍ତି । ତେଣୁ ସରକାର ସିଧାସଳଖ ମହୁଲ…